Odisha ଏସ୍ସିବିରେ ପୁଣି ଡେଙ୍ଗୁ ମୃତ୍ୟୁ OPA Oct 17, 2019 0 କଟକ : କଟକ ବଡ ମେଡିକାଲରେ ପୁଣି ଡେଙ୍ଗୁ ମୃତ୍ୟୁ ଘଟିଛି। ଏହା ହେଉଛି ଚଳିତ ବର୍ଷର ଦ୍ବିତୀୟ ଡେଙ୍ଗୁ ମୃତ୍ୟୁ। ମୃତକ ହେଉଛନ୍ତି ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ରମା ବାରିକ୍(୫୦)। ସେ ମେଡିସିନ୍ ବିଭାଗର ଦ୍ବିତୀୟ!-->… Read More...
Odisha ମୋଷ୍ଟ ପପୁଲାର ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ ଜିତିଲେ ଭୁବନେଶ୍ୱରର ମୁନମୁନ ସିଂହ OPA Oct 17, 2019 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମୁନମୁନ ସିଂହ ନାମ୍ନୀ ଜଣେ ମହିଳା ମରିସସରେ ଆୟୋଜିତ ମିସେସ ଇଣ୍ଡିଆ ୟୁନିଭର୍ସ ସ୍ୟୁଭଭେଣ୍ଟ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଜଣାଯାଇଛି। ମୁନମୁନ ସିଂହ ମୋଷ୍ଟ ପପୁଲାର ଡିଭା!-->… Read More...
Odisha ୧୮ରେ ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Oct 17, 2019 0 ଭୁବନେଶ୍ଵର:ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ତ୍ରିମୁଖୀ ଲଢେଇ। ରାଜ୍ୟର ଏହି ବହୁର୍ଚ୍ଚିତ ଆସନ ହାତେଇବାକୁ ଚାଲିଛି ଜୋରଦାର ପ୍ରଚାର । ବିଜେପୁରକୁ ଛୁଟୁଛି ମାଳମାଳ ନେତାଙ୍କ ସୁଅ!-->… Read More...
Odisha ବଢ଼ିଲା ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୂରଣ ସମୟ ସୀମା OPA Oct 17, 2019 0 ଭୁବନେଶ୍ୱର: ଆଗାମୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଚାଲିଥିବା ଫର୍ମପୂରଣ ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି । ଜରିମାନାରେ ଚାଲିଥିବା ଫର୍ମ ପୂରଣ!-->… Read More...
Politics ଆଜି ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ OPA Oct 17, 2019 0 ବରଗଡ଼:ବିଜେପୁର ଉପନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତେ ଜୋର୍ରେ କମ୍ପୁଛି । ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ନେତା ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ବିଧାୟକ ଓ!-->… Read More...
Odisha ରାଜଧାନୀରେ ପାର୍କିଂ ଫି ମନା, ଫି ଆଦାୟ ନକରିବାକୁ ବିଡିଏର ନୋଟିସ୍ OPA Oct 16, 2019 0 ଭୁବନେଶ୍ଵର:ଆପଣ ଦେଖିଥିବେ ରାଜଧାନୀ ଭୁବନେଶ୍ଵରର ଅନେକ ସ୍ଥାନରେ ଗାଡ଼ି ରଖିଲେ ଆପଣଙ୍କୁ ପାର୍କିଂ ଫି ଦେବାକୁ ପଡ଼ିଛି। ସେ ସପିଂ ମଲ ହେଉ କି କର୍ମସିଆଲ ବିଲ୍ଡିଂ ହେଉ ଲୋକଙ୍କୁ ପାର୍କିଂ ଫି ଦେବାକୁ ପଡ଼ିଥାଏ। କିଛି!-->… Read More...
Odisha ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସରେ ମହିଳା ଭିଏଲଡବ୍ଲୁଙ୍କ ସନ୍ଦେହଜନକ ମୃତ୍ୟୁ OPA Oct 16, 2019 0 ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକ୍ର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍ରୁ ଆଜି ଅପରାହ୍ନରେ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଅସ୍ୱଭାବିକ ମୃତ୍ୟୁକୁ ନେଇ!-->… Read More...
Odisha ସ୍ମାର୍ଟସିଟିରେ ଖୋଲିଲା ପ୍ରଥମ ରୋବର୍ଟ ରେଷ୍ଟୁରାଣ୍ଟ୍ OPA Oct 16, 2019 0 ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଖୋଲିଲା ପ୍ରଥମ ରୋବର୍ଟ ରେଷ୍ଟୁରାଣ୍ଟ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ, ଏଣିବି ଏହି ରେଷ୍ଟୁରାଣ୍ଟ୍ରେ ପରିଚାରିକାଙ୍କ ବଦଳରେ ଖାଦ୍ୟ ବରାଦ ଗ୍ରହଣ କରିବାରୁ ନେଇ ପରଷିବା!-->… Read More...
Odisha କାଠଯୋଡ଼ି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର OPA Oct 16, 2019 0 କଟକ: କଟକର କାଠଯୋଡ଼ି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ ମୃତଦେହ ୮ ଦିନ ପରେ ଆଜି ଉଦ୍ଧାର ହୋଇଛି । ଦେବବ୍ରତ ମହାପାତ୍ରଙ୍କ ମୃତଦେହ କଟକ ଜିଲ୍ଲାର ଗୋବିନ୍ଦପୁର ଥାନା!-->… Read More...
Corporate ୨୨ରେ ବ୍ୟାଙ୍କ ଧର୍ମଘଟ OPA Oct 16, 2019 0 ନୂଆଦିଲ୍ଲୀ:ଦୀପାବଳିର ଠିକ ପୂର୍ବରୁ ବ୍ୟାଙ୍କ ଧର୍ମଘଟ କାମ ଏବଂ ଜନସାଧାରଣ ପ୍ରଭାବିତ ହୋଇ ପାରନ୍ତି । ୧୦ ରାଷ୍ଟ୍ରାୟତ ବ୍ୟାଙ୍କ ବିଲୟର ବିରୋଧରେ ଅକ୍ଟୋବର ୨୨ ତାରିଖରେ ବ୍ୟାଙ୍କ ଧର୍ମଘଟ ପାଇଁ ଘୋଷଣା କରାଯାଇଛି । ଅଖିଳ!-->… Read More...