National ଇରାନରେ ମହିଳାଙ୍କୁ ମିଳିଲା ସ୍ୱାଧୀନତା; ଷ୍ଟାଡିୟମରେ ଦେଖିବେ ମ୍ୟାଚ OPA Oct 10, 2019 0 ତେହରାନ: ଋଢ଼ିବାଦୀ ଇସଲାମିକ ଦେଶ ଇରାନରେ ମହିଳାଙ୍କୁ ଷ୍ଟାଡିୟମରେ ବସି ଫୁଟବଲ ମ୍ୟାଚ ଦେଖିବାକୁ ଅନୁମତି ମିଳିଛି । ଏଥିପାଇଁ ମହିଳାଙ୍କୁ ୪୦ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡ଼ିଛି । ମାତ୍ର ଏବେ ବି କିଛି ମହିଳାଙ୍କୁ!-->… Read More...
Politics ଶିବସେନାକୁ ଝଟକା; ଇସ୍ତଫା ଦେଲେ ୩୦୦ ଜଣ କାର୍ଯ୍ୟକର୍ତ୍ତା OPA Oct 10, 2019 0 ମୁମ୍ବାଇ: ମହାରାଷ୍ଟ୍ରରେ ଆଗାମୀ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଏକ ବଡ଼ ଝଟକା ଲାଗିଛି । ଦଳର ୨୬ଜଣ କର୍ପୋରେଟରଙ୍କ ସମେତ ୩୦୦ ଜଣ କାର୍ଯ୍ୟକର୍ତ୍ତା ଦଳରୁ ଇସ୍ତଫା!-->… Read More...
National ବନ୍ଦ ହେଲା ଦେଶର ପ୍ରମୁଖ ଖବରକାଗଜ ଡିଏନଏ OPA Oct 10, 2019 0 ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ହୋଇଛି ଦେଶର ପ୍ରମୁଖ ଓ ନିର୍ଭରଯୋଗ୍ୟ ଖବରକାଗଜ ଡିଏନଏ (Daily News and Analysis)। ଗତକାଲି ଥିଲା ଡିଏନଏର ଅନ୍ତିମ ସଂସ୍କରଣ। ଇଂରାଜୀରେ ପ୍ରକାଶ ପାଉଥିବା ଏହି ଖବରକାଗଜ ତାର ଅହମଦାବାଦ!-->… Read More...
National ପଞ୍ଜାବରେ ପୁଣି ଉଡ଼ିଲା ପାକିସ୍ତାନୀ ଡ୍ରୋନ୍ OPA Oct 10, 2019 0 ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ!-->… Read More...
Odisha କେନ୍ଦ୍ରାପଡ଼ା ସହର ଜଗିବ ସିସିଟିଭି OPA Oct 10, 2019 0 କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଏପରି ଏକ ସହର ଯେଉଁଠି ପ୍ରତି ମାସରେ ଗୁଳି ଫୁଟେ। ସହରରେ ଲୋକଙ୍କଠୁ ଅପରାଧୀଙ୍କ ସଂଖ୍ୟା ଅଧିକ। ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଏହି ସହରରେ ଏଣିକି ଅପରାଧ ନିୟନ୍ତ୍ରଣ କରିବ ସିସିଟିଭି।!-->… Read More...
Odisha ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଭଗାର୍ଡ OPA Oct 10, 2019 0 ପୁରୀ: ପୁରୀ ସମୁଦ୍ରରେ ଭାସିଯାଉଥିବା ବେଳେ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ। ତାଙ୍କ ନାଁ ନିଳାବତୀ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ।ଆଜି ସକାଳେ ନିଳାବତୀ ପୁରୀ ସମୁଦ୍ରକୁ!-->!-->!-->… Read More...
Odisha କଟକ: ଜାରି ରହିଛି ଭସାଣି ଉତ୍ସବ OPA Oct 10, 2019 0 କଟକ: ସରିଲା ଶାରଦୀୟ ଦୁର୍ଗାପୂଜା । ଅନ୍ତିମ ପର୍ଯ୍ୟାୟରେ ମାଆ ନେଇଛନ୍ତି ମେଲାଣି । ଭୁବନେଶ୍ୱରର ଓ କଟକରେ ରାତି ସାରା ଭସାଣି ଚାଲିଥିଲା । ବିଳମ୍ବିତ ରାତି ଯାଏ ମାଆଙ୍କୁ ବିଦାୟ ଦେବାକୁ ଭିଡ଼ ଜମିଥିଲା । !-->!-->… Read More...
Odisha ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ OPA Oct 10, 2019 0 ବାଲିଅନ୍ତା : ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବା ସହ ବଜାରରେ ଅନ୍ୟ ଦୁଗ୍ଧଜାତ ସାମଗ୍ରୀ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଛେନାଦର ବୃଦ୍ଧି ପାଇବା ଫଳରେ ପାହାଳ ମିଠା ବ୍ୟବସାୟ ପ୍ରଭାବିତ ହୋଇଛି। ଏଭଳି!-->… Read More...
Odisha କେନାଲରୁ କୁନିଝିଅକୁ ଉଦ୍ଧାର କଲା ୬ ବର୍ଷର ବାଳକ OPA Oct 10, 2019 0 ତେଲକୋଇ : ଜଣେ ୬ ବର୍ଷର ବାଳକ ଯୋଗୁଁ ଏକ ବଡ଼ଧରଣର ବିପଦ ଟଳିଗଲା। ଗାଁ କେନାଲରେ ବୁଡ଼ି ଯାଉଥିବା ୪ ବର୍ଷର କୁନିଝିଅ ରକ୍ଷା ପାଇଗଲା। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡ଼ା ଗ୍ରାମରେ।ଏହି ଗାଁ!-->!-->!-->… Read More...
Odisha ପୁଣି କଟକକୁ ଲେଉଟିଲା ଡେଙ୍ଗୁ OPA Oct 10, 2019 0 କଟକ : ଗତ କିଛି ଦିନ ଧରି ଡେଙ୍ଗୁ ଆକ୍ରାନ୍ତଙ୍କ ସ˚ଖ୍ୟା ହ୍ରାସ ପାଇଥିଲେ ବି ଏବେ ଦୁଇ ଦିନ ମଧ୍ୟରେ ପୁଣି ଏହି ସ˚ଖ୍ୟା ବଢିବାରେ ଲାଗିଛି। ବୁଧବାର ସୁଦ୍ଧା ଏସ୍ସିବି ମେଡିକାଲ୍ରେ ୧୦୧ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।!-->… Read More...