ଆସନ୍ତା ୯ରୁ ଶ୍ରୀମନ୍ଦିରରେ କ‌ାର୍ତ୍ତିକ ନୀତି

ପୁରୀ : ଆସନ୍ତା କାର୍ତ୍ତିକ ବ୍ରତ ପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍‌କମିଟିର ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ସୁବିଧା ପାଇଁ ଭୋର ୪ଟାରୁ ଦ୍ବାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ…
Read More...

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ମିଟୁନା-ଭେଲୁ ଆହତ

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ମିଟୁନା ଓରଫ ପ୍ରଭାତ ନାୟକ ଓ ଭେଲୁ ଓରଫ ଅନନ୍ତ ପ୍ରସାଦ ଜେନାଙ୍କୁ କେନ୍ଦ୍ରପାଡ଼ା ପୋଲିସ ଶୁକ୍ରବାର-ଶନିବାର ରାତି ଏନକାଉଣ୍ଟର କରିଛି । ଏହି ଅପରାଧୀ ଦ୍ୱୟ ବହୁଚର୍ଚ୍ଚିତ ମାର୍ଶାଘାଇର…
Read More...

ଆଜି ମୋଦୀଙ୍କୁ ଭେଟିବେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ତାଙ୍କର ବାଂଲାଦେଶୀ ସମକକ୍ଷ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଗସ୍ତର ତୃତୀୟ ଦିନରେ ଶନିବାର ମୋଦୀଙ୍କୁ ଭେଟି…
Read More...

ଉତ୍ତରାଖଣ୍ଡ ପଂଚାୟତ ନିର୍ବାଚନ: ୧ମ ପର୍ଯ୍ୟାୟ ମତଦାନ ଜାରି

ଡେରାଡୁନ: ଉତ୍ତରାଖଣ୍ଡ ପଂଚାୟତ ନିର୍ବାଚନ ପାଇଁ ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ୩୦ଟି ବ୍ଲକରେ ମତଦାନ ଗ୍ରହଣ କରାଯାଉଛି । ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନ…
Read More...

ଯକ୍ଷ୍ମା ନିୟନ୍ତ୍ରଣରେ ୧୩ତମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାର ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଆରଏନ୍‍ଟିସିପି)କୁ ସଫଳତାର ସହ କାର୍ଯ୍ୟକାରୀ କରୁଥିବାବେଳେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ…
Read More...

୪ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର ଦେଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ଏବେ ଆକ୍ସନ ମୁଡ଼ରେ ରାଜ୍ୟ ସରକାର । ଭିଜିଲାନ୍ସ ଯାଞ୍ଚ ମାମଲାରେ ଦୁର୍ନୀତିର ପ୍ରମାଣ ମିଳିଥିବାରୁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ଦେଲେ ବାଧ୍ୟତାମୂଳକ ଅବସର । ଭିଜିଲାନ୍ସ ଯାଞ୍ଚ ମାମଲାରେ ଦୁର୍ନୀତିର…
Read More...

୬.୧%କୁ ଖସିଲା ଜିଡିପି

ମୁମ୍ବାଇ: ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥନୀତିକ ଅଭିବୃଦ୍ଧି ଆକଳନ ହ୍ରାସ କରିଛି। ଏହା ପୂର୍ବରୁ ୬.୯ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୬.୧କୁ ହ୍ରାସ କରିଛି ଆରବିଆଇ।…
Read More...

ନୀଳଗିରି ବିବାଦ: ଥାନାକୁ ଗଲେ ତହସିଲଦାର ଏବଂ ବିଧାୟକ

ନୀଳଗିରି :ତହସିଲ ଅଫିସ ପରିସରରେ ମୋହରିରଙ୍କ ଚାଳିଆ ଉଚ୍ଛେଦକୁ ନେଇ ବାଲେଶ୍ୱର ନୀଳଗିରିରେ ତୁମୂଳକାଣ୍ଡ । ଜବରଦସ୍ତ ମୁହାଁମୁହିଁ ହୋଇଛନ୍ତି ଲେଡି ତହସିଲଦାର ଏବଂ ବିଜେପି ବିଧାୟକ। ଦୀର୍ଘ ବର୍ଷ ଧରି ମୋହରିର ମାନେ ଚାଳିଆରେ…
Read More...

ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇଲା ଓଡ଼ିଶାର କଳା-ସଂସ୍କୃତି

ଭୁବନେଶ୍ୱର : ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସ ମାଧ୍ୟମରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ…
Read More...

ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡରେ ୫୦ ହଜାର ଟଙ୍କାର ଋଣ ଉପଲବ୍ଧ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୋଦି ସରକାର ବ୍ୟାଙ୍କ୍ିଂ କ୍ଷେତ୍ରରେ ବଡ ପରିବର୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ୍ ଗୁଡିକ ଗରିବ ଲୋକଙ୍କର ସାଥୀ ହୋଇପାରିଛି । ବର୍ତମାନ ବ୍ୟାଙ୍କ୍ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ…
Read More...