National କର୍ତ୍ତାରପୁର କରିଡର ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପାକିସ୍ତାନ ଯିବେ ମନମୋହନ ସିଂ OPA Oct 3, 2019 0 ନୂଆଦିଲ୍ଲୀ : ବହୁ କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶିଖମାନଙ୍କର ତୀର୍ଥ କ୍ଷେତ୍ର କର୍ତ୍ତାରପୁର କରିଡରର ଉଦଘାଟନ ସମାରୋହକୁ ଯିବାକୁ ରାଜି ହୋଇଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ!-->… Read More...
National ଦିଲ୍ଲୀ ସମେତ ୩୦ ଏୟାରପୋର୍ଟରେ ହାଇଆଲର୍ଟ OPA Oct 3, 2019 0 ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ଏବେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପଣ କରିଛି। ଏଥିପାଇଁ ସଂଗଠନ ପକ୍ଷରୁ ଭାରତକୁ ଧମକ ଦିଆଯାଇଛି। ବିଶେଷ କରି ଦେଶର ବିଭିନ୍ନ!-->… Read More...
National ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ OPA Oct 3, 2019 0 ଚିକାଗୋ:ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସି ଜଳବାୟୂ ପରିବର୍ତନ ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ମୋଦୀ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି!-->… Read More...
Politics ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ୩ ଦଳର ଷ୍ଟାର ପ୍ରଚାରକ ତାଲିକା OPA Oct 3, 2019 0 ବିଜେପୁର : ପ୍ରସ୍ତୁତ ହୋଇ ସାରିଛି ବିଜେପୁର ନିର୍ବାଚନୀ ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତି କରି ସାରିଲେଣି। ନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳମାନେ ଷ୍ଟାର ପ୍ରଚାରକମାନଙ୍କୁ!-->… Read More...
Odisha ବାଣ ଭିଡୁଥିବା ବେଳେ ବିସ୍ଫୋରଣ OPA Oct 3, 2019 0 ବାଲେଶ୍ୱର:ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଗୋଟିଏ ଘରର ତୃତୀୟ ମହଲା ଭାଙ୍ଗି ପଡିଛି । ଏପରି ଏକ ଖବର ବାଲେଶ୍ୱର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।ଆଜି ସକାଳେ ବାଲେଶ୍ୱର ରେମୁଣା ଅଂଚଳର ଏକ ଘରେ ଜୋରଦାର!-->!-->!-->… Read More...
National ନଦୀକୁ ଖସଲା ଯାତ୍ରୀବାହୀ ବସ; ୬ ମୃତ, ୧୯ ଗୁରୁତର OPA Oct 3, 2019 0 ଭୋପାଳ: ମଧ୍ୟପ୍ରଦେଶରେ ବୁଧବାର ରାତି ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଯାତ୍ରୀବାହୀ ବସ ନଦୀକୁ ଖସିପଡ଼ିବାରୁ ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ!-->… Read More...
Odisha ପୁରୀ ଐତିହ୍ୟ ସଂପନ୍ନ ମଠମନ୍ଦିର ଗୁଡ଼ିକ ଭାଙ୍ଗିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ପାଇଁ ନିର୍ଦ୍ଦେଶ ଦେଲେ… OPA Oct 3, 2019 0 ପୁରୀ:ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣୀ ହୋଇଛି । ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ସେଠାରେ ଥିବା ଐତିହ୍ୟ ସଂପନ୍ନ ମଠମନ୍ଦିର ଗୁଡ଼ିକ ଭାଙ୍ଗିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା!-->… Read More...
Odisha ନକ୍ସଲଙ୍କୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରାଗଲେ ଓଡ଼ିଶାରେ ଆତଙ୍କବାଦ କମିବ : ଏନଆଇଏ ଡିଜି OPA Oct 3, 2019 0 ଭୁବନେଶ୍ୱର:ଆଜି ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦ ଦମନ ନେଇ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ ବୋଲି ନ୍ୟାସନାଲ!-->… Read More...
Odisha ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଉଚ୍ଛେଦ: ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି OPA Oct 3, 2019 0 ଭୁବନେଶ୍ୱର: ଶ୍ରୀମନ୍ଦିର ନିକଟରେ ଚାଲିଥିବା ଉଚ୍ଛେଦ ଅଭିଯାନ ସଂକ୍ରାନ୍ତରେ ଅକ୍ଟୋବର ୨୨ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍ କୋର୍ଟ ଗୁରୁବାର ଦିନ କହିଛନ୍ତି।ଏଥିପାଇଁ ବର୍ତ୍ତମାନ ସୁଦ୍ଧା!-->!-->!-->… Read More...
National କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଘରୁ ଚୋରି OPA Oct 3, 2019 0 ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ଶ୍ରୀ ଗୋଏଲଙ୍କ ଘରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜ୍ର ତଥ୍ୟ ମଧ୍ୟ ଲିକ୍ ହୋଇଥିବା ଆଶଙ୍କା!-->… Read More...