Odisha ଦୁର୍ବଳ ହେଲା ଲଘୁଚାପ: ତଥାପି ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷିବ OPA Aug 8, 2019 0 ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଯାଇଛି। ଏହା ଛତିଶଗଡ଼ର ଆମ୍ବିକା ପୁରଠାରୁ ୯୦ କି.ମି ଦୂରରେ ରହିଛି। ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ।!-->… Read More...
Odisha ଅତିରିକ୍ତ ପୋଲିସ ଡିଜି ଦାୟିତ୍ୱ ନେଲେ ବି କେ ଶର୍ମା OPA Aug 8, 2019 0 କଟକ:ରାଜ୍ୟ ପୋଲିସ ବିଭାଗର ନୂଆ ମୁଖ୍ୟଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଦ୍ଧିବଧଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ!-->… Read More...
National ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସାଇବର ଠକେଇର ଶିକାର OPA Aug 8, 2019 0 ଚଣ୍ଡିଗଡ: ସାଇବର ଠକେଇର ଶିକାର ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତଥା ପଟିଆଲା ସାଂସଦ ପ୍ରୀନିତ କୌର। ସାଂସଦ କୌରଙ୍କୁ ଜଣେ ଯୁବକ ଫୋନରେ ବ୍ୟାଙ୍କ୍ ମ୍ୟାନେଜରର ପରିଚୟ ଦେଇ ୨୩ ଲକ୍ଷ ଟଙ୍କା ଠକେଇ କରିବାରେ ସଫଳ!-->… Read More...
National ଆଜି ଅପରାହ୍ନ ୪ଟାରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦି OPA Aug 8, 2019 0 ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ରଖିବେ। ଅପରାହ୍ନ ୪ଟାରେ ସେ ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ କଶ୍ମୀର ପ୍ରସଙ୍ଗରେ କହିବେ ବୋଲି!-->… Read More...
National ଗଙ୍ଗାନଦୀରେ ସୁଷମାଙ୍କ ଅସ୍ଥି ବିସର୍ଜନ OPA Aug 8, 2019 0 ଲକ୍ଷ୍ନୌ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଆଜି ଅସ୍ଥି ବିସର୍ଜନ ହୋଇଛି। ତାଙ୍କ ଝିଅ ବାଂଶୁରୀ ଉତ୍ତର ପ୍ରଦେଶ ହାପୁର ଦେଇ ଯାଇଥିବା ଗଙ୍ଗାନଦୀରେ ତାଙ୍କ ମା’ଙ୍କ ଅସ୍ଥିକୁ ବିସର୍ଜନ କରିଛନ୍ତି। ଅସ୍ଥି!-->… Read More...
National ଇମରାନଙ୍କ ମନ୍ତ୍ରୀଙ୍କୁ କୁକୁର କହିଲେ ପାକ୍ ସାଂସଦ OPA Aug 8, 2019 0 ଇସଲାମବାଦ:ଜମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ପାଗଳଙ୍କ ଭଳି ପ୍ରଳାପ କରୁଛି । ପାକିସ୍ତାନ ସଂସଦରେ ଗତକାଲି ଯୁଗ୍ମ ସଦନରେ ପାକ୍ ମୁସଲିମ ଲିଗର ସାଂସଦ ମୁଶାହିଦୁଲାହ ଖାନ ଇମରାନ ଖାନଙ୍କ ଜଣେ!-->… Read More...
National ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ OPA Aug 8, 2019 0 ନୂଆଦିଲ୍ଲୀ:ଆଜି ଭାରତୀର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମନିତ କରାବେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଣବ ମୁଖାର୍ଜୀଙ୍କ ବ୍ୟତୀତ ସାମାଜିତ!-->… Read More...
National ଉନ୍ନାଓ ପୀତିତାଙ୍କ ରକ୍ତରେ ମାରାତ୍ମକ ଜୀବାଣୁ OPA Aug 8, 2019 0 ଉନ୍ନାଓ:ଲକ୍ଷ୍ନୌ କେଜିଏମୟୁରେ ଉନ୍ନାଓ ପୀଡିତାଙ୍କର କରାଯାଇଥିବା ରକ୍ତ ପରୀକ୍ଷାରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ପୀଡିତାଙ୍କ ରକ୍ତରେ ମାରାତ୍ମକ ଜୀବାଣୁ ଥିବା ଜଣା ପଡିଛି । ଫଳରେ ତାଙ୍କୁ ଦିଆଯାଉଥିବା ୭ଟି!-->… Read More...
Odisha ଏମସିଏଲର ଦାଦାଗିରିର କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟିକା OPA Aug 8, 2019 0 ସୁନ୍ଦରଗଡ : ଦୀର୍ଘ ୩୨ ବର୍ଷ ହେଲା ଏମସିଏଲ କୋଇଲା ଖଣି ପାଇଁ ତୁମୁଲିଆ ପଂଚାୟତ ଓ ପାଶ୍ୱର୍ବର୍ତୀ ଗ୍ରାମରେ ୬-ଏ ବା କଟକଣା ଲଗାଇଥିବାରୁ ସମ୍ପୃକ୍ତ ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି । ବିଶେଷକରି ଅଂଚଳର!-->… Read More...
Bignews ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ OPA Aug 7, 2019 0 ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରରେ ବୁଧବାର ବଡ଼ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ୧୯୮୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅସିତ ତ୍ରିପାଠୀଙ୍କୁ!-->… Read More...