Entertainment ଓଲିଉଡ ହିରୋ ସବ୍ୟସାଚୀଙ୍କୁ ହତ୍ୟା ଧମକ! OPA Aug 6, 2019 0 ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବେ ଚର୍ଚ୍ଚାରେ । ଆର୍ଟିକଲ ୩୭୦ ହଟିବା ନିଷ୍ପତ୍ତିରେ ନିଜ ଖୁସି ସୋସିଆଲ ମିଡିଆରେ ଜାହିର କରିଥିଲେ ସବ୍ୟସାଚୀ । ଗତକାଲି ରାଜ୍ୟସଭାରେ ପାରିତ ହୋଇଥିଲା ଆର୍ଟିକଲ!-->… Read More...
National ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ମାମଲା OPA Aug 6, 2019 0 ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ଆଜି ଏକ ମାମଲା ଆଗତ ହୋଇଛି। ଅତ୍ୟନ୍ତ ତରବରିଆ ଭାବେ ରାଷ୍ଟ୍ରପତିଙ୍କ ଏକ ଆଦେଶ ଭିତ୍ତିରେ ଜମ୍ମୁ- କଶ୍ମୀରରୁ!-->… Read More...
Odisha ପ୍ରକାଶ ପାଇଲା ‘ଫୋନି’ର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ OPA Aug 6, 2019 0 ଭୁବନେଶ୍ୱର: ୨୦୧୯ ମେ ୩ ତାରିଖରେ ଆସିଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫୋନି’। ଏଥିରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ବାତ୍ୟା ମାଡ଼ରୁ ବର୍ତ୍ତିନଥିଲା ରାଜଧାନୀ ଭୁବନେଶ୍ୱର। ବାତ୍ୟା ‘ଫୋନି’ ଉଜାଡ଼ି!-->… Read More...
Odisha ସୁନୀଲ ରୟ ଇନଚାର୍ଜ ଡିଜି OPA Aug 6, 2019 0 ଭୁବନେଶ୍ୱର: ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମାଙ୍କ ସ୍ୱେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ୧୯୮୭ ବ୍ୟାଚ୍ ଆଇପିଏସ୍ ତଥା ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସୁନୀଲ ରୟଙ୍କୁ ଇନଚାର୍ଜ ଡିଜି ଭାବେ!-->… Read More...
National ଘାଟିରୁ ଖସିଲା ସ୍କୁଲ ବସ: ୯ ଛାତ୍ରଛାତ୍ରୀ ମୃତ, ୧୮ ଆହତ OPA Aug 6, 2019 0 ଡେରାଡୁନ: ଉତ୍ତରାଖଣ୍ଡ ପ୍ରତାପନଗର ବିଧାନସଭା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଖସିଲା ସ୍କୁଲ ବସ । ଘଟଣାରେ ୯ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି!-->… Read More...
National ସୁପ୍ରିମକୋର୍ଟରେ ଆରମ୍ଭ ହେଲା ଅଯୋଧ୍ୟା ଶୁଣାଣି OPA Aug 6, 2019 0 ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ରାମ ଜନ୍ମ ଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲା ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଜୁଲାଇ ୩୧ ତାରିଖରେ ଏହି ମାମଲାର ସମାଧାନ ପାଇଁ!-->… Read More...
Entertainment ବିବାହ କଲେ ରାକ୍ଷୀ ସାୱନ୍ତ OPA Aug 6, 2019 0 ମୁମ୍ୱାଇ: ବଲିଉଡ୍ ତଥା ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ଲୁଚିଛପି ମୁମ୍ୱାଇର ଏକ ହୋଟେଲରେ ବିବାହ କରିଛନ୍ତି ବୋଲି ସୋଶାଲ ମିଡିଆରେ ଫଟୋ ଭାଇରାଲ୍ ହୋଇଥିଲା। ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ରାକ୍ଷୀ!-->… Read More...
National ଧାରା ୩୭୦ ଉଚ୍ଛେଦକୁ ସୁପ୍ରିମକୋର୍ଟରେ କରାଯିବ ଚ୍ୟାଲେଞ୍ଜ! OPA Aug 6, 2019 0 ନୂଆଦିଲ୍ଲୀ: ସୋମବାର ଏକ ଐତିହାସିକ ନିଷ୍ପତ୍ତିକ୍ରମେ ମୋଦି ସରକାର ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିଛନ୍ତି। ଏ ସଂକ୍ରାନ୍ତ ବିଲ୍ ମଧ୍ୟ!-->… Read More...
Entertainment ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କୁ ନେଇ ତାମିଲ ଡକ୍ୟୁମେଣ୍ଟାରୀ OPA Aug 6, 2019 0 ଚେନ୍ନାଇ: ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କୈଳାଶ ସତ୍ୟାର୍ଥୀଙ୍କ ଜୀବନ ଓ ସଂଘର୍ଷକୁ ନେଇ ୨୦୧୮ ନଭେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ ହୋଇଥିଲା | ଏବେ ଏହାର ତାମିଲ ଭର୍ସନ ମଧ୍ୟ ରିଲିଜ ହୋଇଛି | ଚେନ୍ନାଇରେ!-->… Read More...
National ଦିଲ୍ଲୀରେ ଅଗ୍ନିକାଣ୍ଡ : ୬ ମୃତ,୧୧ ଆହତ OPA Aug 6, 2019 0 ନୂଆଦିଲ୍ଲୀ : ଦିଲ୍ଲୀର ଜାକିର୍ ନଗରରେ ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୧ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୋମବାର ବିଳମ୍ବିତ!-->!-->!-->… Read More...