ଆମେରିକାରେ ଇମ୍ରାନ, ହୋଟେଲ ପରିବର୍ତ୍ତେ ପାକ ଦୂତାବାସରେ ରହିଲେ

ନ୍ୟୁୟର୍କ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ଆମେରିକାରେ ପହଞ୍ଚିଛନ୍ତି। ତିନି ଦିନିଆ ଆମେରିକା ଗସ୍ତରେ ଥିବା ଇମ୍ରାନ୍ ଖାନ୍ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର…
Read More...

ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ମାଙ୍ଗେରାମ ଗାର୍ଗଙ୍କ ପରଲୋକ

ନୂଆଦିଲ୍ଲୀ : ଦିଲ୍ଳୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ମାଙ୍ଗେରାମ ଗାର୍ଗଙ୍କ ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ସପ୍ତାହରେ ଅସୁସ୍ଥତା କାରଣରୁ ତାଙ୍କୁ ବାଲାଜି ଆକ୍ସନ…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି। ତାଙ୍କ ଅନ୍ତିମ ଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ…
Read More...

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୨ଟି ଟେଷ୍ଟ, ୩ଟି ଦିନିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଟିମ୍ ଘୋଷଣା କରାଯାଇଛି। ତିନୋଟି ଯାକ ଫର୍ମାଟ୍‌ରେ ବିରାଟ କୋହଲିଙ୍କୁ…
Read More...

ପାକିସ୍ତାନ ଡାକ୍ତରଖାନାରେ ଆତ୍ମଘାତୀ ବିସ୍ଫୋରଣ: ୩ ମୃତ, ୭ ଆହତ

ଇସ୍‌ଲାମାବାଦ୍‌: ରବିବାର ସକାଳେ ଡେରା ଇସ୍‌ମାଇଲ୍‌ ଖାଁ ଜିଲ୍ଲାର ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଡାକ୍ତରଖାନାର ମୁଖ୍ୟ ଫାଟକରେ ଆତ୍ମଘାତୀ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ସାତ ଜଣ ଆହତ…
Read More...

୮ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଆରମ୍ଭ: ୨ଅଟକ

ଅନୁଗୋଳ : ଅନୁଗୋଳ ଅଂଚଳରେ ୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ତଦନ୍ତ ଆରମ୍ଭ କରି ତତ୍ପରତା ପ୍ରକାଶ କରିଛତ । ଏହି ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଥିବା ଜଣାପଡ଼ିଛି ।୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ପୋଲିସ…
Read More...

ଡାହାଣୀ ସନ୍ଦେହରେ ୪ଜଣଙ୍କୁ ଗଳା କାଟି ହତ୍ୟା

ନୂଆଦିଲ୍ଲୀ : ଆଜି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଜମି ରହିଛି । ସାରା ଦେଶରେ କେଉଁଠି ନା କେଉଁଠି ଭିଡ଼ହିଂସା ଲାଗିରହିଛି । ଆଜି ପୁଣି ଝାଡ଼ଖଣ୍ଡରେ ଭିଡ଼ହିଂସା କାରଣର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଡାହାଣୀ…
Read More...

ଆଜି ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ: ଦିଲ୍ଲୀରେ ୨ଦୁଇଦିନିଆ ଶୋକ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ରବିବାର ନିଗମବୋଧ ଘାଟଠାରେ ସଂପନ୍ନ ହେବ। ଶନିବାର ୮୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ଶୀଲା ଦୀକ୍ଷିତଙ୍କ…
Read More...

ଗୃହମନ୍ତ୍ରୀ ଶାହାଙ୍କ ଯୋଜନା: ଜମ୍ମୁ କଶ୍ମୀର ଘାଟିକୁ ଫେରିବେ କଶ୍ମୀର ପଣ୍ଡିତ!

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ଟିମ ଘାଟିରେ କଶ୍ମୀର ପଣ୍ଡିତଙ୍କୁ ପୁନର୍ବାସ କରିବା ଲାଗି ପ୍ରଭାବଶୀଳ ନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି । ସ୍ବରାଷ୍ଟ୍ର…
Read More...

କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍ ଭ୍ୟାନ୍

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର…
Read More...