ଶୋକାକୂଳ ପରିବେଶ ମଧ୍ୟରେ ଗାଁରେ ପହଞ୍ଚିଲା ଶହୀଦ ଅଜିତଙ୍କ ମରଶରୀର

ଢେଙ୍କାନାଳ: ଶୋକାକୂଳ ପରିବେଶ ଭିତରେ ଗୁରୁବାର ପୂର୍ବାହ୍ନ ଜନ୍ମମାଟିରେ ପହଞ୍ଚିଛି ଶହୀଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର। ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଶହୀଦଙ୍କ ମରଶରୀର ପହଞ୍ଚିବା ପରେ ସେଠାରେ ଗାର୍ଡ ଅଫ…
Read More...

ଦୁଇ ପିକ୍ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୮ ମୃତ ୨୪ ଗୁରୁତର

ମାଲକାନଗିରି : ଛତିଶଗଡ ବିଜାପୁର ଜିଲ୍ଲାର ନେଲସାନାର ଗତକାଲି ବିଳମ୍ୱିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ପିକ୍ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ…
Read More...

ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍

ଭୁବନେଶ୍ୱର: ପୁଣି ବଦଳିଲା ନିଷ୍ପତ୍ତି। ଜୁନ୍ ୨୬ରେ ନୁହେଁ, ବରଂ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ଖୋଲିବ ।ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତ୍ତି ବଦଳାଇଲେ ସରକାର ବୋଲି ଜଣାଯାଇଛି।ଆଜି ବିଦ୍ୟାଳୟ ଓ ଗଣଶିକ୍ଷା…
Read More...

ଜୁଲାଇ ୬ରୁ ବିଜେପିର ସଦସ୍ୟତା ଅଭିଯାନ

ଭୁବନେଶ୍ୱର : ୬ରୁ ରାଜ୍ୟ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହେବ । ରାଜ୍ୟ ବିଜେପିର ପଦାଧୀକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ରାଜ୍ୟ ପଦାଧିକାରୀ ବୈଠକରେ ଦଳର…
Read More...

ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ – ଧର୍ମେନ୍ଦ୍ର ପ୍ରଧାନ

ରୁଷର ଉପ-ପ୍ରଧାନମନ୍ତ୍ରୀ  ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକଭୁବନେଶ୍ୱର: ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ସମାଜବାଦୀ ପାର୍ଟି ନେତାଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡର ସମାଜବାଦୀ ପାର୍ଟିର ନେତା ସନ୍ତୋଷ ପୁନେମଙ୍କୁ ମାଓବାଦୀ ଆଜି ହତ୍ୟା କରିଛନ୍ତି। ବିଜାପୁର ଜିଲ୍ଲାରେ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ମାଓବାଦୀ। ପୁନେମଙ୍କୁ ଅପହରଣ କରିବା ପରେ ମାଓବାଦୀ ତାଙ୍କୁ ହତ୍ୟା…
Read More...

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭୂକମ୍ପ ଝଟକା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ…
Read More...

ବିଶ୍ୱକପରୁ ଧାୱନ ଆଉଟ୍, ପନ୍ତ ଇନ୍

ନୂଆଦିଲ୍ଲୀ: ଭାରତୀୟ ଓପନର ଶିଖର ଧାଓ୍ଵନ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଶିଖର ଧାଓ୍ଵନଙ୍କ ସ୍ଥାନରେ ବାମ ହାତି ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି।ସୂଚନାଯୋଗ୍ୟ,…
Read More...

୨-୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଆରବ ସାଗରରେ ଗତ ସପ୍ତାହରେ ଦେଖାଦେଇଥିବା ସାମୁଦ୍ରିକ ଝଡ଼ ବାୟୁ ଏବେ ଦୁର୍ବଳ ହୋଇଯାଇଛି । କିନ୍ତୁ ତାହାର ପ୍ରଭାବ ଦକ୍ଷିଣପଶ୍ଚିମ ମୌସୁମୀ ଉପରେ ପଡିଛି । ମୌସୁମୀ ବାୟୁ ଏବେ ଧୀମା ହୋଇଯାଇଛି । ଏବେ…
Read More...

ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ

ବ୍ରହ୍ମପୁର: ଏକ ହତ୍ୟା ମାମଲାରେ ୧୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ( ପ୍ରଥମ) ସଞ୍ଜୟ କୁମାର ସାହୁ | ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କର…
Read More...