୨୦ ଘଣ୍ଟା ବିତିଲା:ବାୟୁସେନା ବିମାନର ମିଳୁନି ପତ୍ତା

ନୂଆଦିଲ୍ଲୀ: ଆସାମ ଏୟାରବେସ୍‌ରୁ ଉଡ଼ାଣ ଆରମ୍ଭ କରିବା ପରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନା ବିମାନ ଏଏନ-୩୨ର କୌଣସି ପତ୍ତା ମିଳୁନାହିଁ। ନିଖୋଜର ୨୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିମାନ ସମ୍ପର୍କରେ…
Read More...

ସବସିଡିରେ ମିଳିବ ଚିନି: ଲାଭ ପାଇବେ ୧୬ କୋଟି ପରିବାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ୧୬.୩ କୋଟି ଅତିରିକ୍ତ ପରିବାରକୁ ସବସିଡି ବା ରିଆତିରେ ଚିନି ଦେବାକୁ ପ୍ରସ୍ତୁତି କରୁଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ଅନୁସାରେ ଏହି ପରିବାରଙ୍କୁ ୧ କିଲୋଗ୍ରାମ ଚିନି ରିଆତି…
Read More...

ମଧ୍ୟପ୍ରଦେଶରେ ଓବିସି ସଂରକ୍ଷଣ ୧୪ରୁ ୨୭%କୁ ବୃଦ୍ଧି

ଭୋପାଳ : ମଧ୍ୟପ୍ରଦେଶ ସରକାର ଅନ୍ୟ ପଛୁଆ ବର୍ଗ (ଓବିସି) ସଂରକ୍ଷଣର ବର୍ତ୍ତମାନର କୋଟାକୁ ବଢାଇ ଦେଇଛନ୍ତି। କମଲନାଥଙ୍କ କ୍ୟାବିନେଟ ଓବିସି ସଂରକ୍ଷଣକୁ ୧୪ରୁ ୨୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଦେଇଛି। ସୋମବାର…
Read More...

ପରଲୋକରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

ଭୁବନେଶ୍ବର : ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମେ ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ…
Read More...

ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୨ରେ ନାମଲେଖା ନେଇ HSE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ ତାରିଖରେ ଅନ୍‌ଲାଇନ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୩ ଶହ ଟଙ୍କା,…
Read More...

ଏସ୍‌ବିଆଇ ଆରମ୍ଭ କଲା ୟୋନୋ କ୍ୟାସ୍ ସର୍ଭିସ: ଗ୍ରାହକ ବିନା କାର୍ଡରେ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଖାତାଧାରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି। ଏବେ ଏସ୍‌ବିଆଇ ଖାତାଧାରୀମାନେ ଡେବିଟ୍‌ କାର୍ଡ ବିନା ଏଟିଏମ୍‌ରୁ ଟଙ୍କା…
Read More...

ଜୁନ ୨୦ରୁ ରାଜ୍ୟସଭା ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରୁ ଜୁଲାଇ ୨୬ ପର୍ଯ୍ୟନ୍ତ ରାଜ୍ୟସଭାର ଅଧିବେଶନ ଚାଲିବ । ଏ ସଂପର୍କରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି ବୋଲି ରାଜ୍ୟସଭା ମହାସଚିବ ଦେଶଦିପକ ବର୍ମା ସୂଚନା ଦେଇଛନ୍ତି । ସଂସଦର…
Read More...

୮ରୁ ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ତାରିଖରୁ ଦୁଇ ଦିନ ପାଇଁ ମାଳଦ୍ୱୀପ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ବିଦେଶ…
Read More...

ଆନ୍ଦୋଳନ କରିବାକୁ ଘୋଷଣା କଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)ର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ  ଭୋଟିଂ ମେସିନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅନ୍ୟ ବିରୋଧୀ ଦଳକୁ ଅପିଲ…
Read More...

ଓଡିଶାକୁ ବିଳମ୍ବରେ ଛୁଇଁବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଏହା ସହିତ କାଳବୈଶାଖୀ ପ୍ରଭାବରେ ସମୟେ ସମୟେ ଝଡବର୍ଷା ଅନୁଭୂତ ହୋଇଛି । ଏହି ମଧ୍ୟରେ ଚଳିତ ବର୍ଷ ଓଡିଶାକୁ ମୌସୁମୀ ଛୁଇଁବାରେ ବିଳମ୍ବ ହେବ ବୋଲି ପାଣିପାଗ…
Read More...