Odisha କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର OPA May 30, 2019 0 ଭୁବନେଶ୍ୱର : ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଗୁରୁବାର କାଠମାଣ୍ଡୁରେ ପହଞ୍ଚିଛି। ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି। ସେଠାରେ କଳ୍ପନାଙ୍କ ପାର୍ଥିବ ଶରୀରକୁ!-->… Read More...
Corporate ଆଧାର ପାଇଁ ଆରବିଆଇ ଲାଗୁ କଲା ନୂଆ ନିୟମ OPA May 30, 2019 0 ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଆଜି (ଗୁରୁବାର) ନିଜର ପୂର୍ବରୁ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ ସଂଶୋଧନ ଆଣିଛନ୍ତି । ଆରବିଆଇ ପକ୍ଷରୁ ଆଜି ଜାରି କରା ଯାଇଥିବା ଏହି ସଂଶୋଧିତ!-->… Read More...
Sports ଆରମ୍ଭ ହେଲା କ୍ରିକେଟ୍ ବିଶ୍ୱକପ-୨୦୧୯: ପ୍ରଥମ ମ୍ୟାଚରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା OPA May 30, 2019 0 ଓଭାଲ : ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି କ୍ରିକେଟ୍ ବିଶ୍ୱକପ-୨୦୧୯। ଚଳିତ ବର୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି!-->… Read More...
National କାରଗିଲ ଯୁଦ୍ଧରେ ଲଢ଼ିଥିବା ଯବାନ ବିଦେଶୀ ଘୋଷିତ OPA May 30, 2019 0 ନୂଆଦିଲ୍ଲୀ: ଦୁଇ ଦଶନ୍ଧି ପୂର୍ବେ କାରଗିଲ ଯୁଦ୍ଧରେ ଲଢ଼ିଥିବା ଭାରତୀୟ ଯବାନ ମହମ୍ମଦ ସନାଉଲ୍ଲାଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏହା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ୫୨ ବର୍ଷୀୟ ସନାଉଲ୍ଲା ବର୍ତ୍ତମାନ ଆସାମ!-->… Read More...
Politics ମୋଦୀ ଟିମର ସମ୍ଭାବ୍ୟ ମନ୍ତ୍ରୀ: ପିଏମଓରୁ ଆସିଲା ଫୋନ୍ କଲ୍ ! OPA May 30, 2019 0 ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ। ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀମାନେ ଶପଥ ନେବେ। ତେବେ ମୋଦୀଙ୍କ!-->… Read More...
Politics ଟିଭି ଡିବେଟରେ ଭାଗ ନେବେନି କଂଗ୍ରେସ ମୁଖପାତ୍ର OPA May 30, 2019 0 ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପରାଜୟ ବରଣ କରିବା ପରେ କଂଗ୍ରେସର ଆତ୍ମସମୀକ୍ଷା ଜାରି ରହିଛି। ଗୋଟିଏ ପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବାବେଳେ ଅନ୍ୟପଟେ ଦଳ ନିଜର ସମସ୍ତ!-->… Read More...
Entertainment କପିଲ ଶର୍ମା ସୋ’ରେ ଯୋଗ ଦେଲେ ଦୌଡ଼ରାଣୀ ଦୂତି ଚାନ୍ଦ OPA May 30, 2019 0 ମୁମ୍ବାଇ : ବହୁ ଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଯୋଗ ଦେଇଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ତଥା ମହିଳା ଆଥଲେଟ୍ ଦୂତି ଚାନ୍ଦ । ପ୍ରଥମ ଓଡ଼ିଆ ମହିଳା ଭାବେ କପିଲ!-->… Read More...
National ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପୁଲଓ୍ଵାମାରେ ସହିଦ୍ ହୋଇଥିବା ଯବାନଙ୍କ ପରିବାର OPA May 30, 2019 0 ନୂଆଦିଲ୍ଲୀ : ଗତ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସହିଦ୍ ହୋଇ ଯାଇଥିବା ଯବାନଙ୍କ ପରିବାର ଲୋକ ଆଜି ମୋଦୀଜୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି ଜଣା ପଡ଼ିଛି । ଏହି ସମାରୋହରେ ମୋଟ ୬,୫୦୦ ଲୋକ ସାମିଲ ହେବାକୁ ଥିବା!-->… Read More...
Bignews ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ OPA May 30, 2019 0 ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ମାତ୍ ଦେଇଥିବା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।!-->… Read More...
Bignews ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OPA May 30, 2019 0 ଭୁବନେଶ୍ବର: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରେ ଅନ୍ୟ ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଉଛନ୍ତି ।!-->… Read More...