Politics କାଲି ସକାଳ ୮ ରୁ ଭୋଟଗଣତି OPA May 22, 2019 0 ନୂଆଦିଲ୍ଲୀ : କାଲି ସକାଳ ୮ ରୁ ହେବ ଭୋଟଗଣତି । ଦେଶର ୫୪୩ ଲୋକସଭା ଆସନର ଭୋଟଗଣତି ହେବ । ରାଜ୍ୟର୨୧ ଟି ଲୋକସଭା ସମେତ ୧୪୬ ଟି ବିଧାନସଭା ପାଇଁ ଭୋଟଗଣତି ହେବ । ରାଜ୍ୟର ମୋଟ ୬୩ ଟି ସ୍ଥାନରେ ଭୋଟଗଣତି । ଏଥିପାଇଁ!-->… Read More...
Entertainment ୨୪ ମେ’ରେ ମୁକ୍ତିଲାଭ କରିବ ‘ପିଏମ୍ ନରେନ୍ଦ୍ର ମୋଦୀ’ OPA May 22, 2019 0 ମୁମ୍ବଇ : ଦୀର୍ଘଦିନର ବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’ ୨୪ ମେ’ରେ ମୁକ୍ତିଲାଭ କରିବାକୁ ଯାଉଛି। ଆୟ ବିଷୟରେ କହିବାକୁ ଗଲେ, ଚଳଚ୍ଚିତ୍ରକୁ ବ୍ୟାନ୍ କରାଯିବା ପରେ!-->… Read More...
Politics ଇଭିଏମ ଉପରେ ନଜର ରଖିବା ପାଇଁ ଷ୍ଟ୍ରଙ୍ଗରୁମ ଆଗରେ ତମ୍ବୁ ଓ କ୍ୟାମେରା ଲଗାଇ ବସିଲେ ସପା-ବିଏସପି କର୍ମୀ OPA May 22, 2019 0 ନୂଆଦିଲ୍ଲୀ : ଆସନ୍ତାକାଲି ସାରା ଦେଶରେ ଭୋଟଗଣତି ହେବାକୁ ଯାଉଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଭୋଟଗଣତି କେନ୍ଦ୍ରରେ ଇଭିଏମ ଓ ଭିଭିପାଟ ମଧ୍ୟ ପହଞ୍ଚିଗଲାଣି । ତେବେ ଜାତୀୟ ଗଣମାଧ୍ୟମରୁ!-->… Read More...
National ଗୁଗୁଲ ସହ ହାତ ମିଳାଇଲା ପ୍ରସାର ଭାରତୀ: ୟୁଟ୍ୟୁବରେ ଦେଖିବେ ନିର୍ବାଚନ ରେଜଲ୍ଟ OPA May 22, 2019 0 ନୂଆଦିଲ୍ଲୀ: ପ୍ରସାର ଭାରତୀ ଓ ଗୁଗୁଲ ମେ ୨୩ ତାରିଖରେ ଲୋକସଭା ଓ ବିଧାନସଭା ନିର୍ବାଚନର ସିଧା ପ୍ରସାରଣ ପାଇଁ ହାତ ମିଳାଇଛନ୍ତି | ସୋସିଆଲ ଭିଡିଓ ସାଇଟ ୟୁଟ୍ୟୁବରେ ଦର୍ଶକ ସିଧା ପ୍ରସାରଣ ଦେଖିପାରିବେ |ପ୍ରସାର ଭାରତୀ!-->!-->!-->… Read More...
Odisha ଦୁଇ ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା OPA May 22, 2019 0 ବାରିପଦା: ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ଉନ୍ମତ କାଣ୍ଡ | ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛି ବାରିପଦା ସଦରଥାନା ଅନ୍ତର୍ଗତ ତାଡକିଶୋଳ ଗ୍ରାମର ଶ୍ୟାମ ମାରାଣ୍ଡି |ବାରିପଦାର ତାଡ଼କିଶୋଳ ଗାଁର!-->!-->!-->… Read More...
National ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଦୁଇ ଆତଙ୍କବାଦୀ ନିହତ OPA May 22, 2019 0 ଗୋପାଲପୋରା: ବୁଧବାର ପାହାନ୍ତା ପୂର୍ବରୁ ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲା ଅନ୍ତର୍ଗତ ଗୋପାଲପୋରା ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।!-->!-->!-->… Read More...
National ଜୁଲାଇ ୯ ରୁ ୧୬ ତାରିଖ ମଧ୍ୟରେ ଉତ୍କ୍ଷେପଣ ହେବ ଚନ୍ଦ୍ରାୟନ-୨ OPA May 22, 2019 0 ନୂଆଦିଲ୍ଲୀ: ଜୁଲାଇ ୯ ତାରିଖ ପରେ ଚନ୍ଦ୍ରାୟନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଅଧ୍ୟକ୍ଷ ଡକ୍ଟର୍ କେ ସିବନ କହିଛନ୍ତି। ଗତ ଜାନୁଆରି ମାସରେ ଏହା ଉତ୍କ୍ଷେପଣ କରାଯିବାକୁ ଯୋଜନା କରାଯାଇଥିଲେ ବି!-->… Read More...
National ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଭୂମିକମ୍ପ OPA May 22, 2019 0 ପୋର୍ଟବ୍ଲେୟାର୍: ବୁଧବାର ସକାଳେ ଆଣ୍ଡାମାନ ଦ୍ୱୀପପୁଞ୍ଜ ଅଞ୍ଚଳରେ ରିକ୍ଟର୍ ସ୍କେଲରେ ୫. ୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।ସକାଳ ପ୍ରାୟ ୬: ୦୯ ସମୟରେ ଭୂଗର୍ଭର!-->!-->!-->… Read More...
Politics ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଆଣିଲେ ରାବଡି ଦେବୀ OPA May 21, 2019 0 ନୂଆଦିଲ୍ଲୀ: ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରାବଡି ଦେବୀ ଟୁଇଟ କରି କହିଛନ୍ତି ସିବିଆଇ, ଇଡି ଭଳି ନିର୍ବାଚନ କମିଶନ୍ ମଧ୍ୟ ବିଜେପି ମହାମେଣ୍ଟ କରି!-->… Read More...
Politics ଇଭିଏମକୁ ନେଇ ବିରୋଧୀ ଦଳଙ୍କ ବୈଠକ OPA May 21, 2019 0 ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରିଣାମ ଆସିବାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବିରୋଧୀ ଦଳଗୁଡ଼ିକ ଦିଲ୍ଳୀରେ ବୈଠକ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ!-->… Read More...