ଜୁନ ୧୦ରେ ଓଡିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର : ଜୁନ୍ ୧୦ରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’। ସଂସ୍ଥା ଆକଳନ କରିଛି ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ। ମେ’ ୨୦…
Read More...

ରୋଡ ଶୋ ବେଳେ ସନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଅମୃତସର : ପଞ୍ଜାବର ଗୁରଦାସପୁର ଆସନର ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲ ସେମାବାର ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅମୃତସର-ଗୁରୁଦାସପୁର ଜାତୀୟ ରାଜପଥରେ ସନି ଦେଓଲ ଏକ ରୋଡ ଶୋ କରୁଥିବା…
Read More...

ମୋଦୀଙ୍କୁ ଚିଠି ଲେଖି ସହାୟତା ମାଗିଲେ ନବୀନ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଠି ଲେଖି ଫନି ସାମୁଦ୍ରିକ ଝଡ଼ ପରେ କେନ୍ଦ୍ର ଯୋଗାଇ ଦେଇଥିବା ସହାୟତା ଲାଗି ଧନ୍ୟବାଦ ଜଣାଇଛନ୍ତି। ନବୀନ ନିଜ ଚିଠିରେ ଓଡ଼ିଶାର…
Read More...

ସାଉଦି ଆରବର ଦୁଇ ତେଲ ବୋଝେଇ ଜାହାଜ ଉପରେ ଆକ୍ରମଣ

ୱାଶିଂଟନ : ଆମେରିକା ଓ ଇରାନରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ରବିବାର ସାଉଦି ଆରବର ବଡ଼ କ୍ଷତି ଘଟିଛି। କୁହାଯାଉଛି ଯେ ସଂଯୁକ୍ତ ଆରବ ଇମିରେଟ୍ସର ସମୁଦ୍ର ତଟବର୍ତ୍ତୀ ଫୁଜାଇରାରେ ସାଉଦି ଆରବର ୨ଟି ତେଲ ଟ୍ୟାଙ୍କର…
Read More...

ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଲେ ଚନ୍ଦା କୋଚ୍ଚର

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ଋଣ ଜାଲିଆତି ଏବଂ କଳାଟଙ୍କା ଧଳା କରିଥିବା ଅଭିଯୋଗ ମାମଲାରେ ସମ୍ପୃକ୍ତ ହୋଇଥିବା ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ୍‌ ସିଇଓ ଚନ୍ଦା କୋଚ୍ଚର ସୋମବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର…
Read More...

ଜଳିଗଲା ଶିମ୍‌ଲାର ପ୍ରଥମ ବ୍ରିଟିସ୍‌ ଅମଳ ଗ୍ରାଣ୍ଡ୍‌ ହୋଟେଲ୍‌

ଶିମଲା: ଗତ ରାତିରେ ଅଗ୍ନିକାଣ୍ଡ ଘଟି ହିମାଚଳ ପ୍ରଦେଶର ଶିମଲା ଠାରେ ଥିବା ଶହେ ବର୍ଷର ପୁରାତନ ଗ୍ରାଣ୍ଡ୍‌ ହୋଟେଲ୍‌ର ଅଧିକାଂଶ ଅଂଶ ନଷ୍ଟ ହୋଇ ଯାଇଛି।ନିକଟ ଅତୀତରେ ନବୀକରଣ କରାଯାଇଥିବା ମାୟୋ ବ୍ଲକ୍‌ ତିନିଟିଯାକ ମହଲା…
Read More...

ରମଜାନ୍ ସମୟରେ ଆଗୁଆ ମତଦାନ କରିବା ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ୍ କୋର୍ଟ ରମଜାନ୍ ସମୟରେ ସକାଳ ୭ଟା ବଦଳରେ ଭୋର ୪ଟା ୩୦ ମିନିଟ୍ ବା ୫ଟା ସମୟରେ ମତଦାନ ଆରମ୍ଭ କରିବାକୁ ଯେଉଁ ଆବେଦନ କରାଯାଇଥିଲା , ତାକୁ ଆଜି ଖାରଜ କରିଛନ୍ତି। ଏହାଉପରେ କୌଣସି ଶୁଣାଣି…
Read More...

ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳ ସ୍ୱଭାବିକ

ପୁରୀ : ପୂର୍ବ ଘୋଷଣା ଅନୁଯାୟୀ ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳକୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସ୍ୱଭାବିକ କରାଯାଇଛି। ସମସ୍ତ ଏକ୍ସପ୍ରେସ, ମେମୁ, ପାସେଞ୍ଜର ଟ୍ରେନ ଚଳାଚଳ ସୋମବାର ସ୍ୱଭାବିକ ହୋଇଛି। ସୂଚନାଯୋଗ୍ୟ,…
Read More...

ରାସ୍ତାତଳକୁ ଖସିଗଲା ଟ୍ରକ୍‌: ୫ ଗୋରୁ ମୃତ

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳି ଠାରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ଏହି ଘଟଣା ଘଟିଛି। ଟ୍ରକ୍‌ଟି…
Read More...

‘ଫନି’ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମର ବୈଠକ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ କ୍ଷୟକ୍ଷତିର ଆକଳନ ପାଇଁ ସୋମବାର ଠାରୁ କେନ୍ଦ୍ରୀୟ ଟିମ ସମୀକ୍ଷା ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ…
Read More...