Crime ସାନ ଭାଇର ଛୁରାମାଡରେ ମଝିଆ ଭାଇ ମୃତ OPA Apr 17, 2022 0 ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ହୋଇଛି ଆକ୍ରମଣ ଓ ପ୍ରତି ଆକ୍ରମଣ । ସାନ ଭାଇର ଛୁରାମାଡରେ ମଝିଆ ଭାଇର ମୁତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଜଲ୍ଲାରପୁର… Read More...
National ଦିଲ୍ଲୀରେ ମରିସସ୍ ପ୍ରଧାନମନ୍ତ୍ରୀ OPA Apr 17, 2022 0 ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ୮ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିବା ଶ୍ରୀ ଜଗନ୍ନାଥଙ୍କ ସହ ତାଙ୍କ ପତ୍ନୀ… Read More...
Odisha ୨୦ ଯାଏ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା OPA Apr 17, 2022 0 କେଉଁଠି ତାତି ତ କେଉଁଠି ବର୍ଷା। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାରେ ସିଝୁଛି ଅଧା ଓଡ଼ିଶା । ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ସେଠାରେ… Read More...
National ପୁଣିଥରେ ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ; ୧୨ରୁ ଅଧିକ ଲୋକ ଆହତ OPA Apr 17, 2022 0 ଆମେରିକା ସାଉଥ କାରୋଲିନାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜନଗହଳି ପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିମାଡ଼ ଯୋଗୁ ଆତଙ୍କ ପ୍ରକାଶ ପାଇଛି ।… Read More...
Bignews ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ; ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ OPA Apr 17, 2022 0 ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ… Read More...
Odisha କନ୍ଧମାଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ସୁବାସ ସରକାର OPA Apr 17, 2022 0 କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ସୁବାସ ସରକାର ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ସରକାର ପଶ୍ଚିମବଙ୍ଗ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ… Read More...
National ତାଲିବାନଙ୍କ ନୂଆ ଅଜବ ନିୟମ; ଏଣିକି ନେକ୍ ଟାଇ ପିନ୍ଧି ସ୍କୁଲକୁ ଆସିବା ମନା OPA Apr 16, 2022 0 ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବାପରେ ପ୍ରାୟ ପ୍ରତି ମାସରେ ନୂଆ ନୂଆ ଅଜବ ନିୟମ ଜାରି କରାଯାଉଛି । ତାଲିବାନ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ ଏଣିକି ନେକ୍ ଟାଇ ପିନ୍ଧି ସ୍କୁଲକୁ ଆସିବା ମନା । କେବଳ… Read More...
Bignews ଡିଏନ ୱିଶଡମ ଟ୍ରି ଗ୍ଲୋବାଲ ସ୍କୁଲ୍ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ OPA Apr 16, 2022 0 ଡିଏନ ୱିଶଡମ ଟ୍ରି ଗ୍ଲୋବାଲ ସ୍କୁଲ୍ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଚନ୍ଦକା ସ୍ଥିତ ସୁନ୍ଦରପୁରଠାରେ ସ୍କୁଲର ନୂଆ କ୍ୟାମ୍ପସର ଉଦଘାଟନ ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି… Read More...
National ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର୍ଷ୍ଟ୍ରାଇକ୍: ୩୦ ମୃତ OPA Apr 16, 2022 0 ଗୋଟିଏ ପଟେ ଋଷ-ୟୁକ୍ରେନ୍ ଯୁଦ୍ଧ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏପଟେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଏପ୍ରିଲ ୧୫ ତାରିଖ ରାତିରେ ପାକିସ୍ତାନ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ଏୟାର୍… Read More...
National ପଞ୍ଜାବ ସରକାରଙ୍କ ବଡ ଘୋଷଣା; ପ୍ରତ୍ୟେକ ଘରକୁ ମାଗଣା ମିଳିବ ୩୦୦ ୟୁନିଟ୍ ବିଦ୍ୟୁତ୍ OPA Apr 16, 2022 0 ପଞ୍ଜାବର ଆମ୍ ଆଦମୀ ପାର୍ଟିର ଭଗବନ୍ତ ମନ୍ ସରକାର ବିଦ୍ୟୁତ୍ ପ୍ରତିଶୃତି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ପଞ୍ଜାବର ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ ବୋଲି ଆଜି ପଞ୍ଜାବ ସରକାରଙ୍କ ତରଫରୁ ଏକ… Read More...