ପ୍ରାର୍ଥୀପତ୍ର ଦାଖଲ କଲେ ପାଟକୁରାର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଲାଗି ବିଜେଡିର ପ୍ରାର୍ଥୀଭାବେ ଆଜି ପରଲୋକଗତ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ…
Read More...

ଚନ୍ଦ୍ରଭାଗା-ସାତପଡ଼ା ମଧ୍ୟଭାଗରେ ସ୍ଥଳଭାଗ ଛୁଇଁପାରେ ‘ଫନି’

ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶା ମୁହାଁ ହେବା ସହ ବେଳକୁ ବେଳ ଭୟଙ୍କର ରୂପ ନେଉଛି। ମଙ୍ଗଳବାର ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ସ୍ଥଳଭାଗ ଛୁଇଁବା ପରେ ଏହା ବାତ୍ୟାର ରୂପ ନେବ। ଆସନ୍ତା ୩…
Read More...

ରାଜୀବ କୁମାରଙ୍କୁ ଗିରଫ ପାଇଁ ସିବିଆଇର ନିବେଦନ ଉପରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସୁପ୍ରିମକୋର୍ଟରେ ଆବେଦନ…
Read More...

ଫନିର ମୁକାବିଲା ଲାଗି କୋଣାର୍କରେ ପୁଲିସ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

କୋଣାର୍କ: ଫନିର ପ୍ରଭାବରୁ ଚନ୍ଦ୍ରଭାଗାର ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁକୋଣାର୍କଠାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ କୋଣାର୍କ ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ…
Read More...

‘ଫନି’ ମୁକାବିଲା ପାଇଁ ୪ ରାଜ୍ୟକୁ କେନ୍ଦ୍ରର ଅଗ୍ରିମ ସହାୟତା: ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଛୁଇଁବା ପରେ ଉଗ୍ରରୂପ ନେବ। ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ୪ ରାଜ୍ୟକୁ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି।…
Read More...

କେରଳରେ ଆତ୍ମଘାତୀ ଆକ୍ରମଣର ଯୋଜନା କରୁଥିବା ଯୁବକ ଗିରଫ

ନୂଆଦିଲ୍ଲୀ : କେରଳରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଛି । ଯୁବକଙ୍କ ନାଁ ରିୟାସ ବୋଲି ଜଣା ପଡ଼ିଥିବା ବେଳେ ପଚରାଉଚରା ସମୟରେ…
Read More...

ଚୁଆରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅସରଳା ପଞ୍ଚାୟତର ଆମ୍ୱଗାଡ଼ିଆ ଗାଁ ପାଖରେ ଥିବା ଏକ ଚୁଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି। ସେଠାରୁ ଯେଉଁ ଯୁବକଙ୍କର ମୃତ ଦେହ…
Read More...

ପାଞ୍ଚ ବର୍ଷ ପରେ ବାଗଦାଦିର ଆତ୍ମପ୍ରକାଶ

ବାଗଦାଦ : ଦୀର୍ଘ ପାଞ୍ଚ ବ୍ୟବଧାନରେ ଆତ୍ମପ୍ରକାଶ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦି। ସୋମବାର ଏକ ଭିଡିଓ ବାର୍ତ୍ତାରେ ସେ ନିଜ ସମର୍ଥକଙ୍କୁ ଉଦ୍‌ବୋଧନ ଦେଉଥିବାର ଦୃଶ୍ୟ ପ୍ରସାରିତ…
Read More...

ବିଷାକ୍ତ ମଦ ପିଇ ୩ ମୃତ: ଅସୁସ୍ଥଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ତିହିଡି : ଭଦ୍ରକ ଜିଲା ତିହିଡି ବ୍ଲକ ଦଉଲତପୁର ଗ୍ରାମରେ ବିଷାକ୍ତ ମଦ ପିଇ ୩ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାସହ ୭ଜଣ ଅସୁସ୍ଥ ମଧ୍ୟ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ସାଧୁଚରଣ ନାୟକ, ଶଙ୍କର୍ଷଣ ଦାସ ଓ…
Read More...

ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଏବଂ ତାଙ୍କର ୧୫ ସମର୍ଥକଙ୍କୁ ଗିରଫ କଲା ପୁଲିସ

ଯାଜପୁର: ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ଚଣା ପୁଲିସ ବଡଚଣାର ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ, ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ରମାକାନ୍ତ ରାଉତ ଓ ସେମାନଙ୍କର ୧୫ ଜଣ ସମର୍ଥକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।…
Read More...