ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ । ବ୍ୟାଙ୍କକକରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କ ନିକଟରୁ ପାଖାପାଖି ୨୦ ଲକ୍ଷ ଟଙ୍କାର ସୁନା ବାର୍ ଜବତ୍ ହୋଇଛି । ଏହାର ଓଜନ ୬୧୦ ଗ୍ରାମ୍ ହେବ । ଏହି ଘଟଣାରେ…
Read More...

କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ମେ’୬ରେ ଭୃଗୁ ଓ ଗୋଲକଙ୍କ ଜାମିନ ଆବେଦନର ଶୁଣାଣି

ଛତ୍ରପୁର: ଛତ୍ରପୁର ଏନ୍ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାରେ ବିଜେପି ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ଓ ବ୍ରହ୍ମପୁର ପ୍ରଭାରୀ ଦାୟିତ୍ବରେ ଥିବା ଗୋଲକ ମହାପାତ୍ରଙ୍କ ଆଗୁଆ ଜାମିନ ଆବେଦନର…
Read More...

ଉପାସନାସ୍ଥଳରେ ପ୍ରଚାର କର ନାହିଁ: ନିର୍ବାଚନ କମିସନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଉପାସନା ସ୍ଥଳକୁ ପ୍ରଚାର ଲାଗି ବ୍ୟବହାର କରିବାରୁ ନିବୃତ ରହିବାକୁ ମଙ୍ଗଳବାର ଦିନ ନିର୍ବାଚନ କମିସନ ରାଜନୈତିକ ଦଳ ଓ ଧାର୍ମିକ ନେତାମାନଙ୍କୁ କହିଛନ୍ତି। ଏହା ଛଡ଼ା ଭିନ୍ନ ଭିନ୍ନ…
Read More...

ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ: ତାରାତାରିଣୀ ମନ୍ଦିରରେ ମା’ଙ୍କୁ ଦର୍ଶନ କଲେ ନବୀନ

ଗଂଜାମ: ଗଂଜାମ ତାରା ତାରିଣୀ ମନ୍ଦିରରେ ପହଂଚି ମାଆଙ୍କ ଆଶୀର୍ବାଦ ନେଲେ ନବୀନ ପଟ୍ଟନାୟକ । ଆଜି ହିଂଜିଳିରୁ ନାମାଙ୍କନ ଦାଖଲ୍ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର…
Read More...

ଆରମ୍ଭ ହେଲା ‘ମୈଁ ଭି ଚୌକିଦାର୍‌ ଅଭିଯାନ’: ଆଜି ୨୫ ଲକ୍ଷ ‘ଚୌକିଦାର’ଙ୍କୁ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଆଉ ମାସେରୁ କମ୍‌ ଥିବା ବେଳେ ଭାରତୀୟ ଜନତା ପାଟି ନିଜର ‘ମୈଁ ଭି ଚୌକିଦାର ଅଭିଯାନକୁ ତୀବ୍ରତର କରୁଛି। ବୁଧବାର ଦିନ ଅଡିଓ ବ୍ରିଜ୍‌ ଟେକ୍ନୋଲଜି ଜରିଆରେ ସମଗ୍ର ଦେଶର ୨୫ ଲକ୍ଷ…
Read More...

ଆଇପିଏଲ ୨୦୧୯ : ଘୋଷଣା ହେଲା ଲିଗ୍ ପର୍ଯ୍ୟାୟ ମ୍ୟାଚର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ :  ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ ୨୦୧୯ । ତେବେ ଏହା ପୂର୍ବରୁ ଆଇପିଏଲ ଲିଗ୍ ପର୍ଯ୍ୟାୟର କାର୍ଯ୍ୟସୂଚୀ ଜାରି କରିଛି ବିସିସିଆଇ । ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ତାରିଖ ।…
Read More...

ମହାରାଷ୍ଟ୍ରରେ ନିର୍ବାଚନ ଲଢିବା ପାଇଁ ମେଣ୍ଟ ଘୋଷଣା କଲେ ସପା-ବସପା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା) ମେଣ୍ଟ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ଉଭୟ ଦଳ ରାଜ୍ୟର ୪୮ଟି ଆସନରେ…
Read More...

ପୁଣି କ୍ଷମତାକୁ ଫେରିବେ ନରେନ୍ଦ୍ର ମୋଦି: ଟାଇମ୍‌ସ ନାଓ ଏବଂ ଭିଏମ୍‌ଆର୍‌ ସର୍ଭେ

ନୂଆଦିଲ୍ଲୀ: ଟାଇମ୍‌ସ ନାଓ ଏବଂ ଭିଏମ୍‌ଆର୍‌ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାଯାଇଛି ଯେ ପୁଣି ଥରେ ନରେନ୍ଦ୍ର ମୋଦି କ୍ଷମତାକୁ ଫେରିବେ। ଏହି ସର୍ଭେରେ କୁହାଯାଇଛି ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏକୁ ୫୪୩ଟି…
Read More...

ଇସ୍ତଫା ଦେଲେ ପାରଳାଖେମୁଣ୍ଡି ପୂର୍ବତନ ବିଜେଡି ବିଧାୟକ

ଭୁବନେଶ୍ୱର: ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ୍ ନମିଳିବାରୁ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଅଢେଇ ହଜାର କର୍ମୀ ଓ ପଞ୍ଚାୟତ ଲୋକ…
Read More...

ବିଜେଡି ଛାଡିପାରନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ: ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ବିଜେଡିର କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଯୋର ଧରିଛି । ଏହାରି ଭିତରେ ପ୍ରତ୍ୟୁଷା ରାଜେଶ୍ୱରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ବିଜେଡି ସୁପ୍ରିମୋ ନବୀନ…
Read More...