ଏକାଠି ନିର୍ବାଚନୀ କରିବେ ସପା-ବସପା:ଅଖିଲେଶ ଯାଦବ

ନୂଆଦିଲ୍ଲୀ: ଏକାଠି ନିର୍ବାଚନୀ ରାଲି କରିବେ ସପା-ବସପା ମେଂଟ । ଭୋଟରଙ୍କ ମନ ଜିଣିବା ପାଇଁ ଉଭୟ ଦଳ ମିଳିତ ଭାବେ ଲୋକଙ୍କୁ ପାଖରେ ପହଞ୍ଚିବ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ…
Read More...

୩ଦିନ ଭିତରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା…
Read More...

ସ୍ୱଧାର ଗୃହରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ

ବଲାଙ୍ଗୀର: ପ୍ରେମକୁ ନେଇ ଅନେକ କାହାଣୀ, ଅନେକ କବିତା । କିନ୍ତୁ ଆଜି ଆମେ ଏମିତି ଏକ ପ୍ରେମ କାହାଣୀ ଆପଣଙ୍କ ସାମ୍ନାରେ ରଖିବୁ ଯାହା ଜାଣିଲେ ଆପଣ ବି କହିବେ, ପ୍ରେମ ଅସମ୍ଭବକୁ ସମ୍ଭବ କରାଇବାରେ ସକ୍ଷମ । ଯେମିତି…
Read More...

ପାକିସ୍ତାନକୁ ଭିସାମୁକ୍ତ ତୀର୍ଥଯାତ୍ରା ଦାବି କଲା ଭାରତ

ନୂଆଦିଲ୍ଲୀ: କର୍ତ୍ତାରପୁର ଶିଖ୍‌ କରିଡରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ବୈଠକରେ ଭିସାମୁକ୍ତ ତୀର୍ଥଯାତ୍ରା ପାଇଁ ଦାବି କରିଛି ଭାରତ। ପ୍ରତିଦିନ ୫ ହଜାର ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଯିବେ ବୋଲି ଭାରତ…
Read More...

ଏନସିପି ଜାରି କଲା ପ୍ରାର୍ଥୀ ତାଲିକା : ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

ନୂଆଦିଲ୍ଲୀ:ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଟିକେଟ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କସରତ୍ ଜାରି ରଖିଛନ୍ତି । କାହାକୁ ମିଳିବ ଲୋକସଭା ଟିକେଟ । ଏବେ ସବୁଦଳ ତରଫରୁ ତୁହାକୁ ତୁହା ବୈଠକ ବସୁଛି । ଆଉ ଦିନେ…
Read More...

ଶେଷ ହେଲା ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଡି- ବ୍ରିଫିଙ୍ଗ୍‌

ନୂଆଦିଲ୍ଲୀ: ପାକିସ୍ତାନ୍‌ରେ ଦୀର୍ଘ ୬୦ ଘଣ୍ଟା କାଳ ଯୁଦ୍ଧବନ୍ଦୀ ରହି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଡି- ବ୍ରିଫିଙ୍ଗ୍‌ ଭାରତୀୟ ବାୟୁସେନା ଏବଂ…
Read More...

ରାଫେଲ ଚୁକ୍ତି ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ପୁର୍ନବିଚାର ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟରେ ଚୋରି ହୋଇଥିବା ଦସ୍ତାବିଜ ଗୁଡିକୁ ବିଶେଷ ଅଧିକାର ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ…
Read More...

ବିରୂପାରେ ବୁଡ଼ିଗଲେ ଦୁଇ ସାଙ୍ଗ : ଜଣେ ମୃତ, ଅନ୍ୟ ଜଣେ ନିଖୋଜ

କେନ୍ଦ୍ରାପଡ଼ା : ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜଣେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଜଣେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁହେଁ ନଦୀରେ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଉଦ୍ଧାର…
Read More...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବରଗଡ଼ ନିକଟ ସରସରା ଗାଁରେ ଆୟୋଜିତ ଏକ ସମାବେଶ ରାହୁଲ ଯୋଗଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ…
Read More...

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର…
Read More...