ଓଡ଼ିଶାକୁ ଆର୍ଥିକ ସ୍ବାୟତ୍ତତା ଦାବି ପରେ ଯୋର ଧରିଲା ରାଜନୀତି,ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆର୍ଥିକ ସ୍ବାୟତ୍ତତା ଦାବି କରିଛନ୍ତି। ଏପରିକି ଆର୍ଥିକ ସ୍ବାୟତ୍ତତା ମିଳିଲେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ମଧ୍ୟ କରିବୁ ନାହିଁ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ କେସିଆର୍

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ରବିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ, ସୋମବାର ପଶ୍ଚିମବଙ୍ଗ…
Read More...

ନୂଆବର୍ଷରୁ ଟିକେଟେଡ୍ ଦର୍ଶନ, ଲାଗିବ ଅବଢ଼ା ଦର

ପୁରୀ : ଖୁବଶୀଘ୍ର ଶ୍ରୀମନ୍ଦିରରେ ଆରମ୍ଭ ହେବ ଟିକେଟେଡ୍ ଦର୍ଶନ ବ୍ୟବସ୍ଥା । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେବଳ ଯେଉଁ ଭିଆଇପିମାନେ ଟିକେଟ୍ରେ ଦର୍ଶନ କରିବେ ସେମାନେ କେଉଁ ରାସ୍ତା ଦେଇ ପ୍ରବେଶ କରିବେ ଏବଂ…
Read More...

ରଣବୀରଙ୍କୁ ଛାଡି ଆଉ କାହାକୁ କିସ୍ କରିବେନି, କାହିଁକି ଏମିତି କହିଲେ ଦୀପିକା,କଣ ପାଇଁ ଲିପ ଲକକୁ ଅରାଜି ?

ନୂଆଦିଲ୍ଲୀ : ବଲିଉଡରେ ନିଜ କିସକୁ ନେଇ ଚର୍ଚ୍ଚାରେ ଥିବା ଦୀପିକା ପାଦୁକୋନ ଆଉ ଲିପ ଲକ କରିବେନି ବା କିସ କରିବେନି । ବାହାଘର ପରେ ସେ ଏମିତି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କେବଳ ନିଜ ସ୍ୱାମୀ ରଣବୀରଙ୍କୁ ଛାଡି…
Read More...

ଭାଉଜ ପ୍ରେମରେ ଉବୁଟୁବୁ ହେଉଥିଲା ବିବାହିତ ଦିଅର, ତେବେ କଣ କଲା ଜାଆ ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ : କୁହାଯାଏ ପ୍ରେମ ଅନ୍ଧ । ଥରେ ଯିଏ ପ୍ରେମରେ ପଡିଲା ବାସ କଥା ସରିଲା । ଆଉ ପରକୀୟା ପ୍ରୀତି ତ ସବୁଠୁ ଭୟଙ୍କର । ଯଦି ବିବାହିତ ପରୁଷ କି ସ୍ତୀର ପରକୀୟା ପ୍ରୀତି ରହିଲା ତେବେ ସଂସାର ଉଜୁଡିବା ଥୟ । ଏକଥା ପୁଣି…
Read More...

ବିଜେପି ମିଶନ ୨୦୧୯ : ୧୮ ରାଜ୍ୟର ନିର୍ବାଚନ ଲାଗି ପ୍ରଭାରୀ ତାଲିକ ଘୋଷଣା କଲା ବିଜେପି, ଓଡିଶା ଦାୟୀତ୍ୱରେ ଅରୁଣ ସିଂହ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କେନ୍ଦ୍ର ବିଜେପି । ୨୦୧୯ରେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଗାଦିରେ ବସାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଦଳ । ବିଭିନ୍ନ…
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନ ଆରମ୍ଭ

ଭୁବନେଶ୍ୱର  : ସମୟ ଆସିଛି ଓଡିଶାବାସୀ ଏବେ ୧୯ ବର୍ଷ ସରକାରକୁ ଜବାବ ମାଗିବେ । ଆଉ ଚୁପ୍ ହୋଇ ବସିବେନି ଯୁବକ, ଛାତ୍ର, ମହିଳା । ଦୁର୍ନୀତିର ପେଡି ଓ ଭ୍ରଷ୍ଟାଚାରର ବୁଢିଆଣି ଜାଲ ବିଛାଇଥିବା ରାଜ୍ୟସରକାରଙ୍କ ବିରୁଦ୍ଧରେ…
Read More...

କଂଗ୍ରେସ ପାଳିଲା କଳା ଦିବସ : ଉଭୟ କେନ୍ଦ୍ର ଓ ରାଜ୍ୟକୁ ନିରଞ୍ଜନ କଲେ ଟାଗେର୍ଟ

ଭୁନନେଶ୍ୱର : ବିଜେଡିର ପ୍ରତିଷ୍ଠା ଦିବସ ଆଉ ବିଜେପିର ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ଆଜି ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ରାଜ୍ୟ ବ୍ୟାପୀ କଂଗ୍ରେସ ପାଳିଥିଲା କଳା ଦିବସ । ରାଜ୍ୟର ପ୍ରତି…
Read More...

ନବୀନଙ୍କ ୯ ପ୍ରଶ୍ନ ବାଣର ଜବାବି ହମଲ୍ଲା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପାଲଟା ପ୍ରଶ୍ନରେ କଲେ ଘାଇଲା

ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସରେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପଚାରି ଥିବା ୯ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ଜବାବ ମାଗୁଛି…
Read More...

ବିଜେଡି ପ୍ରତିଷ୍ଠା ଦିବସ : କେନ୍ଦ୍ର ସରକରଙ୍କୁ ୯ ପ୍ରଶ୍ନ କରି ଜବାବ ମାଗୁଛି ଓଡିଶା କହି ଟାଗେର୍ଟ କଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଦଳର ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ନେତା ଓ କର୍ମୀମାନଙ୍କୁ ଉଦ୍‍ବୋଧନ ଦେଇ ଶୁଭେଚ୍ଛା ଜ୍ଞାପନ…
Read More...