Politics ୧୭ରେ ସୁରଟ ହେବ ବିଜେଡି ସୋ OPA Dec 13, 2018 0 ଭୁବନେଶ୍ବର : ଡିସେମ୍ବର ୧୭ ତାରିଖରେ ବିଜେଡି ସୁରଟରେ କରିବ ବିରାଟ ସମ୍ମିଳନୀ। ରାଜ୍ୟର ଟପ୍ ବିଜେଡି ନେତାମାନେ ଏକାଠି ହେବେ। ସୁରଟରେ ଥିବା ୭ଲକ୍ଷ ଓଡିଆଙ୍କ ଆଗରେ ହେବ ଶକ୍ତି ପ୍ରଦର୍ଶନ। ଏଥିପାଇଁ ବିଜେଡି ଏବେଠାରୁ… Read More...
Odisha ସାବଧାନ କୁକୁଡାରେ ବାର୍ଡ ଫ୍ଲୁ,ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ସାମ୍ପଲରେ ପଜିଟିଭ୍, ୪ଟି ଗାଁରେ ମରାଯିବ କୁକୁଡା OPA Dec 13, 2018 0 ଭୁବନେଶ୍ୱର : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ପ୍ରଥମେ କାଉ ଓ ପରେ କୁକୁଡା ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ। ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିବା କାଉ ଓ କୁକୁଡାଙ୍କ ନମୁନାରେ ବାର୍ଡ ଫ୍ଲୁ ପଜିଟିଭ୍… Read More...
Odisha ହତୀ ପାଟିରେ ଫୁଟିଲା ବୋମା, ଗୁରୁବାର ଗଲା ଲକ୍ଷ୍ମୀଙ୍କ ବାହାନର ଜୀବନ OPA Dec 13, 2018 0 ଭୁବନେଶ୍ୱର : ଆଠଗଡ ରେ ଏକ ହାତୀ ବୋମା ପାଟିରେ ପୂରାଇ ଦେବାରୁ ତାର ମୃତ୍ୟୁ ହୋଇଛି । ବନ୍ୟଜନ୍ତୁ ଶିକାର ପାଇଁ ଶିକାରିମାନେ ଏଭଳି କ୍ରୁର ହୋଇପଡିଲେଣି । ମୁହଁରେ ବିସ୍ଫୋରଣ ହେବାରୁ ହାତୀଟିର ମୃତ୍ୟୁ ହୋଇଥିଲା । ଘଟଣାର… Read More...
Bignews ରୋଜଭ୍ୟାଲି ଚିଟ୍ ଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରାଇବାକୁ କୋର୍ଟଙ୍କ ନିର୍ଦେଶ OPA Dec 13, 2018 0 ଭୁବନେଶ୍ବର : ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର । ରୋଜଭ୍ୟାଲି ଚିଟ୍ ଫଣ୍ଡ କମ୍ପାନୀ ଦ୍ବାରା ଠକେଇର ଶିକାର ହୋଇଥିବା ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀଙ୍କୁ ତୁରନ୍ତ ଫେରାଯିବ ଟଙ୍କା । ଆଜି ଏନେଇ ସ୍ବତନ୍ତ୍ର… Read More...
Odisha ଆସୁଛି ଝଡ ବର୍ଷା, ସତର୍କତା ଜାରି କଲେ ରାଜ୍ୟ ସରକାର,୧୬ ଏବଂ ୧୭ରେ ପ୍ରବଳ ବର୍ଷା ସମ୍ଭାବନା OPA Dec 13, 2018 0 ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଧିରେ ଧିରେ ଘନୀଭୁତ ହେଉଛି। ଧିରେ ଧିରେ ଏହା ସିଭୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନା… Read More...
Bignews ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ଥିଓରୀ ଆଗରୁ ସରିବ ପ୍ରାକ୍ଟିକାଲ OPA Dec 13, 2018 0 ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ଥିଓରୀ ପରୀକ୍ଷା ୨୦୧୯ ମାର୍ଚ୍ଚ ୭ରୁ ଆରମ୍ଭ ହେବ। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଏହି ବାର୍ଷିକ ପରୀକ୍ଷା ମାର୍ଚ୍ଚ ୩୦… Read More...
Bignews ଓଡିଶା ପୁରୁଷ ବିଶ୍ୱକପ ହକି: ସେମିରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ OPA Dec 13, 2018 0 ଭୁବନେଶ୍ୱର : ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏବଂ ୧୯୮୬ ରନର୍ସ୍ଅପ ଇଂଲଣ୍ଡ ୧୪ତମ ପୁରୁଷ ହକି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ… Read More...
Odisha ଘରୋଇ ବସ ଓଲଟି ୧ ମୃତ, ୩୦ ଆହାତ OPA Dec 13, 2018 0 ବୌଦ୍ଧ : କଟକରୁ ଖରିଆରରୋଡ ସନାପାଲି ଯାଉଥିବା ଏକ ଘରୋଇ ବସ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହାତ ହୋଇଛନ୍ତି । ଗତ କାଲି ଘଟିଛି ଏହି ଘଟଣା । ଖବରପାଇ ପୁଲିସ, ଦମକଳ ଓ ୧୦୮ଆମ୍ବୁଲାନ୍ସର କର୍ମଚାରୀମାନେ… Read More...
Bignews ଆଉ ୫ ଲକ୍ଷ ପାଇବେ ମଧୁବାବୁ ପେନସନ, ୪୦ ହଜାରଙ୍କୁ କଳାକାର ଭତ୍ତା OPA Dec 13, 2018 0 ଭୁବନେଶ୍ୱର : ରାଜ୍ୟ ସରକାର ଆୁ ୫ ଲକ୍ଷ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯାଜନାରେ ସାମିଲ କରିଛନ୍ତି । ଏହା ସହ ୪୦ ହଜାର କଳାକାରଙ୍କୁ ଦିଆଯିବ କଳାକାର ସହାୟତା ରାଶି । ଏନେଇ ମଉ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ୧୫… Read More...
Crime ଗୁଣି ଗାରେଡି ଲାଗି ୪ ବର୍ଷର ଶିଶୁ କନ୍ୟାକୁ ବଳି ! କଳାହାଣ୍ଡିରେ ଚାଞ୍ଚଲ୍ୟ OPA Dec 13, 2018 0 କଲାହାଣ୍ଡି : ପୁଣି ନର ବଳି ! ତାହା ପୁଣି ୪ ବର୍ଷର ଶିଶୁ କନ୍ୟାକୁ । ଏଭଳି ନରବଳି ଖବର ସାମ୍ମନାକୁ ଆସିଛି କଳାହାଣ୍ଡିରେ । ଏହାକୁ ନେଇ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ଶିଶୁ କନ୍ୟାର… Read More...