Bignews ଆଇଏଏସ୍ ସ୍ତରରେ ଅଦଳବଦଳ OPA Dec 2, 2018 0 ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଭାବେ ବଦଳି କରାଯାଇଥିବା… Read More...
Crime ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ! OPA Dec 2, 2018 0 ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ କୁମ୍ଭୀରଗଡ଼ି ପଞ୍ଚାୟତର କୁହ୍ଲି ଗ୍ରାମରୁ ଆଜି ସକାଳେ ଅସୁସ୍ଥ ଥିବା ଜଣେ ବଙ୍ଗୀୟ ନାବାଳିକାଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ତେବେ ନାବାଳିକା ଜଣକ… Read More...
Entertainment ଖ୍ରୀଷ୍ଟିୟାନ୍ ରୀତିନୀତିରେ ବାହାହେଲେ ପ୍ରିୟଙ୍କା ଚୋପ୍ରା, କାଲି ହିନ୍ଦୁ ରୀତିନୀତିରେ ପୁଣି ବାହାହେବେ OPA Dec 1, 2018 0 ନୂଆଦିଲ୍ଲୀ: ବାହାହେଲେ ପ୍ରିୟଙ୍କା ଚୋପ୍ରା । ସାତଜନମର ସାଥୀ ହୋଇଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍। ରାଜସ୍ଥାନର ଯୋଧପୁରର ଉମୈଦ ଭବନ ପ୍ୟାଲେସ୍ରେ ବହୁ ଆଡ଼ମ୍ବରରରେ ଏହି ବିବାହ ଅନୁଷ୍ଟିତ ହୋଇଛି।… Read More...
Odisha ସଭା ମଞ୍ଚକୁ ଅଣ୍ଡା ମାଡ ହେବାରୁ ଅଭିଯୁକ୍ତକୁ ପୋଲିସ ଠୁ ଛଡାଇ ଆଣି ପିଟିଲେ ମନ୍ତ୍ରୀ OPA Dec 1, 2018 0 ଭୁବନେଶ୍ୱର: ମନ୍ତ୍ରୀ ଦେଖାଇଲେ ଦବଙ୍ଗଗିରି । ଆଇନକୁ ହାତକୁ ନେଇ ପୋଲିସ୍ କଷ୍ଟୋଡ଼ିରେ ଥିବା ଯୁବକଙ୍କୁ ଗାଡ଼ି ଭିତରେ ପିଟିଲେ । ବଲାଙ୍ଗିର ସଇଁତଳା ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ସଭାରେ ଏମିତି କାଣ୍ଡ କରିଛନ୍ତି… Read More...
Politics ଆରମ୍ଭରୁ ଆଟାକ : ପ୍ରଥମ ଦିନରୁ ରାଜ୍ୟ ସରକାରଙ୍କୁ ଅଫିସରିଆ ଅନ୍ଦାଜରେ ହମଲା କଲେ ଅପରାଜିତା OPA Dec 1, 2018 0 ଭୁବନେଶ୍ୱର : ଆଇଏଏସ ଚାକିରି ଛାଡି ବିଜେପିରେ ପାଦ ଥାପିଥିବା ଅପରାଜିତା ଷଡଙ୍ଗୀଙ୍କୁ ନେଇ କେବଳ ରାଜନୀତିକ ମହଲରେ ନୁହେଁ ସାଧାରଣରେ ମଧ୍ୟ ତାଙ୍କୁ ନେଇ ଉତ୍ସୁକତା ଦେଖାଦେଇଛି । ୧୧ ବର୍ଷର ଚାକିରିକୁ ଛାଡି ରାଜନୀତିକୁ ଆସି… Read More...
Politics ଦାମ ଦେଲେ ନିମନ୍ତ୍ରଣ : କୁଆଡ଼େ ଯିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ? OPA Dec 1, 2018 0 ଭୁବନେଶ୍ବର : ବିଜୟ, ଦିଲ୍ଲୀପ ଏପିସୋଡରେ ଦାମ ଟ୍ବିଷ୍ଟ୍ । ଏହି ଦୁଇ ନେତା ଗତକାଲି ବିଜେପିରୁ ଇସ୍ତଫା ଦେଇଥିବା ବେଳେ କୁଆଡ଼େ ଯିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ନୂଆ… Read More...
More News ଅଜଣା ଟ୍ରକ ଧକ୍କାରେ ବାପ ପୁଅ ମୃତ OPA Dec 1, 2018 0 ରାଉରକେଲା: ଶୁକ୍ରବାର ରାତି ୧୦: ୩୦ରୁ ୧୧ଟା ମଧ୍ୟରେ ୧୪୩ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପାନପୋଷ-ବାଲୁଘାଟ ଛକରେ ଗୋଟାଏ ଅଜ୍ଞାତ ଟ୍ରକ୍ ଧକ୍କା ଦେଇ ଚଢ଼ି ଯିବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ… Read More...
Odisha କୋଣାର୍କ ପ୍ରସଙ୍ଗ: ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ କଲେ ଆଲୋଚନା OPA Dec 1, 2018 0 ଭୁବନେଶ୍ୱର : ଶୁକ୍ରବାର ପୂର୍ବାହ୍ଣରେ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହିତ ନୂଆଦିଲ୍ଲୀରେ ଏକ ବୈଠକରେ କୋଣାର୍କ ସମ୍ପର୍କରେ… Read More...
Bignews ରତ୍ନଭଣ୍ଡାର ଚାବି ହଜିବା ଘଟଣା : ଚୁଡାନ୍ତ ରିପୋର୍ଟ ଦେଲେ କମିଶନ OPA Dec 1, 2018 0 କଟକ : ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଠିତ ଜଷ୍ଟିସ୍ ରଘୁବୀର୍ ଦାସ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚୁଡାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି । କମିଶନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ରାଜ୍ୟ… Read More...
Bignews ଅସିତ ତ୍ରିପାଠୀ ହେଲେ ନୂଆ ଉନ୍ନୟନ କମିଶନର OPA Nov 30, 2018 0 ଭୁବନେଶ୍ୱର: ଘରୋଇ ସଚ୍ଚିବ ଦାୟିତ୍ୱରେ ଅତିରିକ୍ତ ମୁଖ୍ୟସାଶନ ସଚ୍ଚିବ ଅସିତ କୁମାର ତ୍ରିପାଠୀଙ୍କୁ ରାଜ୍ୟ ଉନ୍ନୟନ କମିଶନର ଉନ୍ନୟନଭାବେ ନିଯୁକ୍ତ କରାଯାଇଛି | ଏହି ପଦବୀରେ ଥିବା ଆର ବାଲକୃଷ୍ଣ ଅବସର ନେବା ପରେ ଶ୍ରୀ… Read More...