ବଳରାମପୁରରେ ବିଅର ଫ୍ୟାକ୍ଟ୍ରି ପାଇଁ ଗଛ କଟା ବନ୍ଦକରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ,ବିରୋଧୀ କହିଲେ ଚାପରେ ସରକାର

ଭୁବନେଶ୍ବର  : ଢ଼େଙ୍କାନାଳ ବଳରାମପୁରରେ ବିଅର ଫ୍ୟାକ୍ଟ୍ରି ପାଇଁ ଗଛ କଟା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଏହା ସହିତ ଘଟଣାର RDC ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।…
Read More...

୧୨ ବର୍ଷ ତଳର କଟା ପାପୁଲି ଫିଙ୍ଗିଲା କିଏ ? କଳିଙ୍ଗଳନଗରରେ ଉତ୍ତେଜନା

କଳିଙ୍ଗନଗର : ଯାଜପୁର କଳିଙ୍ଗନଗର ଆମ୍ବଗଡିଆ ସହିଦ ସ୍ତମ୍ଭରେ ହାତ ପାପୁଲି । ସ୍ତମ୍ଭ ଚାରିପଟେ ୧୦ଟି ହାତପାପୁଲି ପଡିଥିବା ଠାବ କରିଛନ୍ତି ସ୍ଥାନୀୟ ଲୋକେ । କଟା ପାପୁଲି ଫିଙ୍ଗିଯିବା ଘଟଣା ନେଇ ଉତ୍ତେଜନା ଦେଖାଦେଇଛି ।…
Read More...

ରକ୍ତ ମୁଖା ନାତି : ମଦ ନିଶାରେ ତିନିଜଣଙ୍କୁ କୋଦାଳରେ ହାଣିଦେଲା

କେନ୍ଦ୍ରାପଡା : ରକ୍ତମୁଖା ସାଜିଲା ସମ୍ପର୍କୀୟ ନାତି। ନିଶାଶକ୍ତ ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ବସିଲା। ଗୋଡେଇ ଗୋଡେଇ କୋଦାଳରେ ଆକ୍ରମଣ କଲା । ଟଳି ପଡିଲେ ଗୋଟିଏ ପରିବାରର ତିନି ଜଣ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା…
Read More...

ଅଭିଜିତଙ୍କୁ ମିଳିଲା କ୍ଷମା

ଭୁବନେଶ୍ୱର : ଓଡ଼ିଶା ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ବିଧାନସଭା କ୍ଷମା କରିଦେଇଛି । ଗୃହ କମିଟି ପ୍ରସ୍ତାବ ଆଧାରରେ ଶ୍ରୀ ଆୟାର୍ଙ୍କୁ କ୍ଷମା ପ୍ରଦାନ ପାଇଁ ଆସିଥିବା ମୋସନ୍କୁ ବାଚସ୍ପତି…
Read More...

ଗବେଷଣାରୁ ଆସିଲା ନୂଆ ତଥ୍ୟ : ଜାଣନ୍ତୁ ସେକ୍ସ କରିବା ସହ କଣ ରହିଛି ଆୟୁଷ ବଢିବା କମିବାର ସଂପର୍କ

ନୂଆଦିଲ୍ଲୀ : ନିଜ ବଂଶ ରକ୍ଷା ଲାଗି ଶାରୀରିକ ସଂପର୍କ ରଖିବାକୁ ହୁଏ । ହେଲେ ଅନେକ ସେକ୍ସ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଅଧିକ ସେକ୍ସ କରିବା ଯେ ମଣିଷର ଆୟୁଷ କମ କରେ ତାହା ହୁଏତ ଅନେକଙ୍କୁ ଜଣା ନଥିବ । ଏମିତି ତଥ୍ୟ…
Read More...

ଦୁଇ ରୀତିରେ ବାହାଘର ହେବକି ଅଡୁଆ,ରାଶି ଅନୁସାରେ କେମିତି କଟିବ ଦୀପିକା- ରଣବୀରଙ୍କ ବୈବାହିକ ଜୀବନ,କଣ କହୁଛନ୍ତି…

ମୁମ୍ବାଇ : ଦୁଇ ଦିନରେ ଦୁଇଥର ବାହାଘର ହୋଇଛି । ତାହା ପୁଣି ଦୁଇଟି ଅଲଗା ଅଲଗା ରିତି ନୀତିରେ । ରଣବୀର- ଦୀପିକାଙ୍କ ଏପରି ବାହାଘର ଇଟାଲିରେ ସରିବା ପରେ ଭାରତ ଫେରିଛନ୍ତି ନବ ଦମ୍ପତି । ତେବେ ବଲିଉଡର ମୋଷ୍ଟ ଇଲିଜବୋଲ…
Read More...

ଅଟୋରେ ଫେରିବାବେଳେ ଭୁଲ ବାଟରେ ନେଇ ଦୁଇ ଭଉଣୀଙ୍କୁ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

ଅଗରତାଲା : ତ୍ରିପୁରା ଉନାକୋଟି ଜିଲ୍ଲାରେ ୧୩ବର୍ଷୀୟ ନାବାଳିକା ଏବଂ ତାର ବଡ ଭଉଣୀଙ୍କୁ ଅପହରଣ କରିବା ସହ ଗଣ ଦୁଷ୍କର୍ମ କରାଯାଇଛି । ଦୁଇ ଦିନ ଧରି ଉଭୟଙ୍କୁ ଏକ ଘରେ ରଖି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।…
Read More...

ଘରେ ଏକା ଥିବା ଦେଖି ମହିଳାଙ୍କୁ ଅସଦାଚରଣ କଲା ଡେଲିଭରି ବୟ କମ୍ପାନୀ ବି ଶୁଣିଲାନି

ଇନ୍ଦୋର : ଅନ ଲାଇନରେ କିଛି ମଗାଇଲେ ହୋମ ଡେଲିଭରି ବ୍ୟବସ୍ଥା ରହିଛି । ହେଲେ ଅନେକ ସମୟରେ ଆପଣ ଯାହା ମଗାଇ ଥାନ୍ତି ତାହା ଆସି ନଥାଏ । ହେଲେ ଏବେ ।ଉ ଏକ ସମସ୍ୟା ସାମ୍ନାକୁ ଆସିଛି । ଘରକୁ ଅଡର ଡେଲିଭରି ଦେବାକୁ ଆସିଥିବା…
Read More...

ଇଣ୍ଟିଆ ଟୁ-ଡେ ସର୍ଭେ : କମିନି ନବୀନଙ୍କ ଲୋକ ପ୍ରିୟତା, ଏବେ ବି ନମ୍ବର ଓ୍ବାନ

ଭୁବନେଶ୍ବର : କମିନି ନବୀନଙ୍କ ଲୋକପ୍ରିୟତା । ଚାରି ୪ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ରାଜ୍ୟବାସୀ ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ  ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସେଚେଞ୍ଜ ସର୍ଭେ…
Read More...

ଆଇଏଏସ ଅଫିସର ଅପରାଜିତାଙ୍କ ଇଶାରା ଚାକିରି ଛାଡି ବିଜେପିରେ ମିଶିବେ !

ଭୁବନେଶ୍ବର : ଆଇଏଏସ ଚାକିରି ଛାଡି ରାଜନୀତିରେ ଯୋଗଦେବେ ଅପରାଜିତା ଷଡ଼ଙ୍ଗୀ । ପୁଣି ମାଡାମ କୁଆଡ଼େ ବିଜେପିରେ ଯୋଗଦେବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଯେହେତୁ ତାଙ୍କ ଟୁଇଟର ପେଜ୍ ରେ ସେ କିଛି ବିଜେପି ନେତା ଓ…
Read More...