ସଂଧ୍ୟାରୁ ବର୍ଷିବ ,ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ

ଭୁବନେଶ୍ବର  : ରାଜ୍ୟରେ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ସମ୍ଭାବନା । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣି ପାଗ ବିଭାଗ ।  ସାମ୍ଭାବ୍ୟ ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି…
Read More...

ଟି-୨୦ ଦଳରୁ ଧୋନି ବାଦ୍; ଟେଷ୍ଟକୁ ଫେରିଲେ ରୋହିତ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଦେବା ପରଠାରୁ ପ୍ରଥମଥର ପାଇଁ ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ଆଗାମୀ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷିତ ଭାରତୀୟ ଦଳରୁ…
Read More...

ବିଗ ବସ ଅଭିନେତ୍ରୀ ସ୍ୱପ୍ନାଙ୍କ ଭାଇରାଲ କରୱା ଚୌଥ ଗୀତ ‘ମେରା ଚାନ୍ଦ’ ଦେଖନ୍ତୁ ଭିଡିଓ

ମୁମ୍ବାଇ : ବିଗବସ-୧୧ରେ ନିଜର ନଖରା ପାଇଁ ଚର୍ଚ୍ଚାରେ ରହିଥିବା ଡ୍ୟାନ୍ସର ସ୍ପପ୍ନା ଚୈଧୁରୀଙ୍କ ଡ୍ୟାନ୍ସ ଭିଡିଓ ୟୁ-ଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସ୍ୱପ୍ନା । ‘ମେରା…
Read More...

୨୦୧୯ରେ ବାହା ହେବେ ବାହୁବଲୀ,ଫିଲ୍ମୀ ରିଲିଜକୁ ଅପେକ୍ଷା

ନୂଆଦିଲ୍ଲୀ : ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର ବାହୁବଲୀ ପ୍ରଭାସଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । କେଉଁ ମାସର କେଉଁ ତାରିଖରେ ବା କେଉଁ ଅଭିନେତ୍ରୀଙ୍କୁ ସେ ବିବାହ କରିବେ ଏ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ…
Read More...

ଜେଲରେ ହେବ କ୍ୟାମ୍ପକୋର୍ଟ : ହାଇକୋଟ

କଟକ : ଜେଲ୍ରେ କ୍ୟାମ୍ପ୍ କୋର୍ଟ କରିବାକୁ ଓଡ଼ିଶା ହାଇକୋର୍ଟ ସବୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦୀର୍ଘଦିନ ଧରି ଲାଗି ରହିଥିବାରୁ କଏଦୀମାନେ ଜେଲରୁ ମୁକୁଳି ପାରୁନାହାଁନ୍ତି…
Read More...

୭ ହାତୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଢେଙ୍କାନାଳରେ ବିଦ୍ୟୁତ ତାର ଲାଗି ୮ ହାତୀ ମୃତ୍ୟୁ ଘଟଣାର ହେବ କ୍ରାଇବ୍ରାଞ୍ଚ ତଦନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହା ପରେ ତଦନ୍ତ ଲାଗି କ୍ରାଇବ୍ରାଞ୍ଚ ଏକ ଟିମ ଗଠନ କରିଛି…
Read More...

ଆଜିଠାରୁ ପୁଣି ତିନି ଦିନ ବର୍ଷା !

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଫଳରେ ଉପକୂଳ ଅଞ୍ଚଳରେ ରବିବାର ଠାରୁ ୩୦ ତାରିଖ ଯାଏ ୩ ଦିନ ଧରି ବର୍ଷା ହେବାର…
Read More...

ପିସିସିର ମିଡିଆ କମିଟି ଗଠିତ,ଦଳ କଥା କହିବାକୁ ୨୯ ମୁଖପାତ୍ର

ଭୁବନେଶ୍ବର : ପ୍ରଦେଶ କ˚ଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ମିଡିଆ ଓ ଯୋଗାଯୋଗ ବିଭାଗର କମିଟି ଗଠନ କରିଛି। ଏହି କମିଟିରେ ୨୯ଜଣ ମୁଖପାତ୍ର ନିଯୁକ୍ତି ପାଇଛନ୍ତି। ଏ ନେଇ ପିସିସି…
Read More...

ଚାକିରୀ ଦେବା ନାଁରେ ଯୁବତୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇଲା ପ୍ଲେସମେଣ୍ଟ ଏଜେନ୍ସି, ତେବେ କଣ କଲେ ଯୁବତୀ..

ଭୋପାଲ : ଚାକିରୀ ପାଇଁ ଇଣ୍ଟରଭ୍ୟୁ ଡାକିଲେ । ଆଉ ଇଣ୍ଟର ଭ୍ୟୁ ଦେବା ପରେ ପର୍ଣ୍ଣ ଭିଡିଓ ଦେଖିବାକୁ କହିଲେ । ଏମିତି ଏକ ଖବରକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏମିତି ଅଭିଯୋଗ ହୋଇଛି ଭୋପାଳରେ । ପ୍ଲେସମେଣ୍ଟ ପାଇଁ ଗଣ…
Read More...

ବୈଜୟନ୍ତଙ୍କୁ କ୍ଲିନଚିଟ ନେଇ ଉଠିିଲା ପ୍ରଶ୍ନ, DGCAଙ୍କ ରିପୋର୍ଟରେ ତଥ୍ୟ ନଥିବା ନେଇ ପୋଲିସର ଆପତ୍ତି,ଚାଲିବ ତଦନ୍ତ

ଭୁବନେଶ୍ବର : ବିବାଦୀୟ ହେବାରେ ଲାଗିଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବେଆଇନ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ । ଊଏଉଇଙ୍କ ରିପୋର୍ଟ ଉପରେ ପୋଲିସ ପ୍ରଶ୍ନ ଉଠାଇବା ପରେ, ବୈଜୟନ୍ତଙ୍କ ପାଇଁ ଅଡୁଆ ଆହୁରି ବଢିଛି ।…
Read More...