ମାଡି ଆସୁଛି ବାତ୍ୟା : ରାତିରେ ଟପିବ ଗୋପାଳପୁର,ସତର୍କ ସୂଚନା ଜାରି, ୫ ଜିଲ୍ଲାର ଛୁଟି ବାତିଲ 

ଭୁବନେଶ୍ୱର : ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ୍ ବାତ୍ୟାର ରୂପ ନେବାକୁ ଯାଉଛି । ମଧ୍ୟରାତ୍ରି ସୁଦ୍ଧା ଏହା ଗୋପାଳପୁର ଅତିକ୍ରମ କରିବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ । ଡିପ୍ ଡିପ୍ରେସନ…
Read More...

ଆମ ଦାମ୍ପତ୍ୟ ସଂପର୍କକୁ ଲୁଚେଇବାକୁ ପଡ଼ିଛି,ଜାଣନ୍ତୁ କାହିଁକି ଏମିତି କହିଲେ ଅନୁଷ୍କା

ମୁମ୍ବାଇ : ବିବାହ ପରଠୁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବିରାଟ- ଅନୁଷ୍କା ଦମ୍ପତି । କେତେବେଲେ ନିଜ ସାକ୍ଷତକାରକୁ ନେଇ ତ କେତେବେଳେ ନିଜ ନିଜ ଜୀବନ ଶୈଳୀକୁ ନେଇ । ।ଉ ଏହି ଦୁଇ ଜଣଙ୍କୁ ମଧ୍ୟ ସେମାନଙ୍କର ଫ୍ୟାନ ପଲୋର୍ସ…
Read More...

ବିଜେଡି ସରକାର ଆଇନକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି-ଧର୍ମେନ୍ଦ୍ର

ପୁରୀ : ଓଡ଼ିଶାରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇସାରିଲାଣି । ସରକାର ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀରେ…
Read More...

ହାତ ଧରିଲେ ସୁନ୍ଦରଗଡ଼ର ବିଧାୟକ ଜର୍ଜ ତିର୍କୀ

ଭୁବନେଶ୍ୱର : ଶେଷରେ କଂଗ୍ରେସର ହାତ ଧରିଛନ୍ତି ସୁନ୍ଦରଗଡ଼ର ଲୋକପ୍ରିୟ ଆଦିବାସୀ ନେତା ତଥା ବିଧାୟକ ଜର୍ଜ ତିର୍କୀ । ବିଧାୟକ ତିର୍କୀ ଆଜି ଦିଲ୍ଲୀରେ ଏଆଇସିସି ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ…
Read More...

ସୁନ୍ଦରୀ କର୍ମଚାରୀଙ୍କୁ କମ୍ପାନୀ ନିର୍ଦ୍ଦେଶକଙ୍କ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର :ସୁନ୍ଦରୀ ଝିଅ ଦେଖି ଚାକିରୀ ଦେଲେ । ଆଉ ଚାକିରୀ ଦେବା ପରେ ଘରେ ଛାଡି ଦେବାକୁ କହି କୋଲ୍ଡଡ୍ରିଙ୍କସ୍ରେ ନିଶା ଦେଇ କଲେ ଦୁଷ୍କର୍ମ । ଏୟାର ଓଡିଶା ନିର୍ଦ୍ଦେଶକଙ୍କ ନାଁରେ ଏମିତି ଅବିଯୋଗ ଆଣିଛନ୍ତି ଜଣେ…
Read More...

ତିନି ତଲାକ୍ ଦଣ୍ଡନୀୟ ଅପରାଧ

ଥାନା ନୁହେଁ ଅଦାଲତ ଦେଇପାରିବେ ଜାମିନନୂଆଦିଲ୍ଲୀ : ତିନି ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବା ଉଦ୍ଦେଶ୍ୟରେ ଏକ ଅଧ୍ୟାଦେଶକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଆଇନ…
Read More...

ସୁଦର୍ଶନ ପଟ୍ଟନାୟକ ହେଲେ ଲଳିତ କଳା ଏକାଡେମୀ ସଭାପତି

ଭୁବନେଶ୍ୱର : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ସରକାର ରାଜ୍ୟ ଲଳିତ କଳା ଏକାଡେମୀର ପରବର୍ତ୍ତୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହି ଏକାଡେମୀର ସଭାପତି…
Read More...

ନିଜ ଆଖି ଆଗରେ ଗର୍ଲଫ୍ରେଣ୍ଡର ଦୁଷ୍କର୍ମ ଦେଖି, ସହି ନପାରି ଆତ୍ମ ହତ୍ୟା କଲେ ଯୁବକ

ରାୟପୁର : ମନଭଲ ପାଇଥିବା ଗର୍ଲଫ୍ରେଣ୍ଡର ଗଣ ଦୁଷ୍କର୍ମ ଦେଖିବାକୁ ୧୯ ବର୍ଷର ଯୁବକକୁ ବାଧ୍ୟ କରିଥିଲେ ଦୁଷ୍କର୍ମ କାରୀ । ରାସ୍ତାରେ ଯିବା ସମୟରେ ଦୁଇଜଣ ଅସମାଜିକ ଯୁବକ ପ୍ରଥମେ କମେଣ୍ଟ ମାରିଥିଲେ ।ପ୍ରତିବାଦ କରିଥିଲେ…
Read More...

ସମ୍ମାନ ପାଇଁ ହତ୍ୟା: ଜ୍ୱାଇଁଙ୍କୁ ହତ୍ୟା କରି ଅନ୍ତସତ୍ୱା ଥିବା ଝିଅ ମୁଣ୍ଡରୁ ସିନ୍ଦୁର ପୋଛିଲା ବାପା

ନୂଆଦିଲ୍ଲୀ : ନିଜର ଅହମିକା ଆଉ ମିଛ ସମ୍ମାନ ପାଇଁ ମଣିଷ କେତେ ତଳସ୍ତରକୁ ଖସି ପାରେ ତାହା କେହି କେବେ ଭାବି ପାରିବନି । ଏମିତିକି ବାପା ନିଜ ଝିଅ ମୁଣ୍ଡରୁ ବି ସିନ୍ଦୁର ପୋଛି ପାରେ । ଭେଳି ଏକ ଘଟଣା େବେ ସାମ୍ମାନା କୁ…
Read More...

ବୈଜୟନ୍ତଙ୍କ ବେଆଇନ ଉଡାଣ ପ୍ରସଙ୍ଗ : ପୋଲିସ ତଦନ୍ତ ଆରମ୍ଭ,ହାଜର ହଲେନି ଜୟ

ପୁରୀ : ଚିଲିକା, ପୁରୀ ଓ କୋଣାର୍କର ନିଷିଦ୍ଧାଞ୍ଚଳରେ ହେଲିକପ୍ଟର୍ ଉଡ଼ାଇବା ମାମଲାରେ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହେଲେ ଇମ୍ଫା ଅଧିକାରୀ । ଇମ୍ଫାର ୫ ଜଣ ଅଧିକାରୀ ପୁରୀ ଯାଇ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହୋଇଛନ୍ତି…
Read More...