ଦ୍ରୌପଦୀଙ୍କ ସ୍ୱରରେ ଶିଳ୍ପାଙ୍କ ରେଡିଓରେ ଡେବ୍ୟୁ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଖୁବ୍ଶୀଘ୍ର ରେଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମହାଭାରତରେ ଦ୍ରୌପଦୀଙ୍କ ଚରିତ୍ରକୁ ନିଜ ସ୍ୱର ଦେବେ ବୋଲି ଜଣାପଡ଼ିଛି । ଏହି ସୁଯୋଗ ଶିଳ୍ପାଙ୍କୁ ଢେର୍ ଖୁସି ଆଣିଦେଇଛି । କାରଣ…
Read More...

ଡାଆଣୀ ସନ୍ଦେହରେ ଭାଇ-ଭାଉଜଙ୍କୁ ହତ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲାକୁ ଗୁଣି ଗାରେଡ଼ି ଭଳି ଏକ ଅନ୍ଧ ବିଶ୍ୱାସ କବଳିତ କରି ରଖିଛି । ବିଭିନ୍ନ ସମୟରେ ଡାଆଣୀ ସନ୍ଦେହରେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି । ବେଳେବେଳ ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ଝଡ଼ାଫୁଙ୍ଖାର…
Read More...

ବିଦ୍ୟୁତ ତାରରେ କରେଣ୍ଟ ଲାଗି ଛଟପଟ ହେଉଥିଲେ ବାପା,ବଞ୍ଚାଇବାକୁ ଯାଇ ପୋଷଣାହାରୀ ପୁଅର ବି ଗଲା ଜୀବନ

ଭଞ୍ଜନଗର: ବିଦ୍ୟୁତ ତାରରେ କରେଣ୍ଟ ଲାଗି ଛଟ ପଟ ହେଉଥିଲେ ବାପା । ଆଉ ବାପାକୁ ବଞ୍ଚାଇବାକୁ ଯାଇ ତାରରେ ଝୁଲି ପଡିଲେ ପୁଅ । ବାସ ବଦ୍ୟୁତ ଆଘାତରେ ଉଭୟ ବାପ- ପୁଅଙ୍କ ମୃତ୍ୟୁ ହେଲା । ଏମିତି ଦୁଖଦ ଘଟଣା ଘଟିଛି ଗଞ୍ଜାମ…
Read More...

ଟିଟୋ ଦେହ ବ୍ୟବସାୟ ଲିଙ୍କରେ ପୁଣି ଏସ୍‌ଟିଏଫ୍‌ର ଚଢାଉ, ଦିପ୍ତୀ ଦାସଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଟିଟୋ ଲିଙ୍କରେ ପୁଣି ଏସ୍‌ଟିଏଫ୍‌ର ଚଢାଉ । ଗିରଫ ହୋଇଛନ୍ତି ଆଉଜଣେ ସଦସ୍ୟ ।ଏଥର ଜଗତସିଂପୁରର ବ୍ୟବସାୟୀ  ଦିପ୍ତୀ ଦାସଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଘରୁ ବିପୁଳ ପରିମାମ ସଂପତ୍ତି ସହ…
Read More...

ପୁରୀରୁ ଜବତ ହେଲା ୭ ମଣିଷ ଖପୁରୀ , ଗୁଣିଗାରେଡ଼ି ସନ୍ଦେହ

ପୁରୀ : ପୁରୀରେ ପୁଣି ମଣିଷ ଖପୁରୀ ଜବତ । ପୁରୀ ସରକାରୀ କମଳା ହସପିଟାଲ ପଛ ପଟୁ ମିଳିଛି  ଏକ ବସ୍ତାରେ ଥିବା ୭ ଟି ଖପୁରୀ । ସମୁଦ୍ରକୂଳ ଥାନା ପୋଲିସ ଖପୁରୀ ଜବତ କରି ଫୋରେନେସିକ୍ ଯାଞ୍ଚ ପାଇଁ ନେବା ସହ ଘଟଣାର ତଦନ୍ତ…
Read More...

ଦାମ ବାବୁଙ୍କୁ ନିଇତି ଦୁର୍ନୀତି- ଦୁର୍ନୀତି ଜପ ପାଇଁ ସମ୍ବର୍ଦ୍ଧନା

ଭୁବନେଶ୍ବର : ଗୁମର ଖୋଲିବା ନାଁରେ  ଏବେ ବାହାବାହା ନେବା ମୁଡରେ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ । ଚାରା ଘୋଟାଲା ,ଓମଫେଡ ଦୁର୍ନୀତି  ଓ ସମବାୟ ଦିର୍ନୀତି ହେବା ଆରୋପ ଆଣି ଚର୍ଚ୍ଚାରେ ଡାକ୍ତର ଦାମୋଦର ରାଉତ ।,…
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ : କାଲି କଂଗ୍ରେସର ଭାରତ ବନ୍ଦ ଡାକରା

ଭୁବନେଶ୍ବର : କାଲି କଂଗ୍ରେସର ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ  ତିନିଟା ଯାଏ ସାରା ରାଜ୍ୟରେ ଚକାବନ୍ଦ କରିବ କଂଗ୍ରେସ । ବନ୍ଦକୁ ବାମ ଦଳ ସମର୍ଥନ କରୁଥିବାବେଳେ ବିଜେଡି ପ୍ରତିବାଦ ସପକ୍ଷରେ ଥିବାବେଳେ ବନ୍ଦ ଠିକ…
Read More...

ରକ୍ତମୁଖା ଭାଲୁ ଗାଁରେ ପସି ୮ ଜଣଙ୍କୁ କଲା ଘାଇଲା,ଗାଁରେ ଭାଳେଣି

ନୂଆପଡା : ନୂଆପଡାରେ ଭାଲୁ ଆତଙ୍କ । ଏକ ଗାଁରେ ପଶି ଆତଙ୍କ  ଚଳାଇଛି ଭାଲୁ । ରକ୍ତମୁଖା ଭାଲୁ ଏମିତି ମାତିଛି ଯେ ତାର ଆକ୍ରଣରେ ୮ ଜଣ ଲୋକ ଘାଇଲା ହୋଇ ଚାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣଆ ଘଟିଛି   ନୂଆପଡା…
Read More...

ସନ୍ତାନ ପାଇଁ ବିରାଟଙ୍କ ଆଗରେ ଅନୁଷ୍କାଙ୍କ ସର୍ତ୍ତ !

 ମୁମ୍ବାଇ: ସନ୍ତାନ ପାଇଁ ସର୍ତ୍ତ । ଏମିତି ସର୍ତ୍ତ ରଖିଛନ୍ତି ବଲିଉଡର ଚାହିଦା ଦାର ସେଲିବ୍ରେଟି ଅନୁଷ୍କା ଶର୍ମା । ସନ୍ତାନ ଜନ୍ମ ଦେବା ଆଗରୁ ସନ୍ତା ପାଇଂ ନିଜ ସ୍ବାମୀ ବିରାଟ ଙ୍କ ପାଖରେ କୁଆଡେ କେତେକ ସର୍ତ୍ତ ରଖିଛନ୍ତି…
Read More...

ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ୱର: ପାର୍ବତୀଗିରି ବୃହତ୍ତ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି । ସଚିବାଳୟରେ ଭିଡିଓ କନଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଅଧୀନରେ ଥିବା ୯ଟି ଜିଲ୍ଲାର ୪୧ଟି…
Read More...