ଆଜିଠାରୁ ୨ ଦିନିଆ ବ୍ୟାଙ୍କ୍ ଧର୍ମଘଟ

ଚେନ୍ନାଇ: ଆଜିଠାରୁ ଠାରୁ ଦେଶବ୍ୟାପୀ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କ୍ଗୁଡ଼ିକର ୧୦ ଲକ୍ଷ ଅଫିସର୍ ଓ କର୍ମଚାରୀ ଧର୍ମଘଟରେ ସାମିଲ ହେଉଥିବାରୁ ବ୍ୟାଙ୍କ୍ କାର୍ଯ୍ୟ ପ୍ରଭାବିତ ହେବ । ଅଫିସର୍ ଓ କର୍ମଚାରୀମାନେ ୨% ବେତନ…
Read More...

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଓଡିଶା IAS ଓ ଓଏଏସ୍ ସଂଘର ମେଳି : ବ୍ୟକ୍ତିଗତ ଆକ୍ଷେପ ଅଭିଯୋଗରେ ଲୋଡିଲେ…

ଭୁବନେଶ୍ବର : ଓଡିଶା IAS ସଂଘ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ । ଗତକାଲି ଏକ କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଏ.କେ.ମୀନାଙ୍କୁ ଧର୍ମେନ୍ଦ୍ର ଆକ୍ଷେପ କରିବା ଅଭିଯୋଗରେ, ସଂଘ…
Read More...

କେରଳ ଛୁଇଁଲା ମୌସୁମୀ : ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା

ଭୁବନେଶ୍ବର : ଖୁସି ଖବର । ଆସିଗଲା ମୌସୁମୀ । ୩ ଦିନ ଆଗରୁ କେରଳ ଛୁଇଁଛି ମୌସୁମୀ । ସ୍ଥିତି ସ୍ବାଭାବିକ ରହିଲେ, ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ।କେରଳ ଛୁଇଁଲା ମୌସୁମୀ । ସରକାରୀ ଧାର୍ଯ୍ୟ ତାରିଖର ୩…
Read More...

ପିଲାଚୋରୀ ଗୁଜବ ଓ ଚୋର ସନ୍ଦେହରେ ଆକ୍ରମଣକୁ ରୋକିବାକୁ ଆଡଭାଇଜରି ଜାରିକଲା ପୋଲିସ

ଭୁବନେଶ୍ବର : ପିଲା ଚୋରି ଗୁଜବ ଅଣାୟତ୍ତ ହେଲାଣି । ଗତ ୩ ଦିନ ଧରି ରାଜ୍ୟର କେଉଁଠି ନା କେଉଁଠି ଅଚିହ୍ନା ଲୋକ କିମ୍ବା ମାନସିକ ଅନଗ୍ରସର ନୀରିହ, ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ  ଲୋକେ ଆକ୍ରମଣ କରୁଛନ୍ତି । ସେପଟେ ଡିଜିପି ଜାରି…
Read More...

ମହାନଦୀ ଜଳ ବିବାଦ : ଛତିଶଗଡ ମୁଖ୍ୟମନ୍ତ୍ରୀ ରମ ସିଂହଙ୍କ ବିବାଦୀୟ ବୟାନକୁ ନେଇ ଓଡିଶାରେ ପ୍ରତିକ୍ରିୟା

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୀତି ତେଜିଲା । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ଉପରେ ଓଡିଶାରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକାର ରହିଛି,…
Read More...

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ, ପାସ ହାର ରହିଛି ୮୬.୭%

ଭୁବନେଶ୍ବର : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବାଜି ମାରି ନେଇଛନ୍ତି ଛାତ୍ରୀ । ଏଥର ଏକା ମାର୍କ ରଖି ଟପ୍ପର ହୋଇଥିବା ୪ଜଣଙ୍କ ଭିତରେ ଅଛନ୍ତି ୩ଛାତ୍ରୀ । କେବଳ ସେତିକି ନୁହେଁ, ଛାତ୍ରୀଙ୍କ ପାସ ରହିଛି ୮୮.୬୭ପ୍ରତିଶତ,…
Read More...

ଡିଜିପିଙ୍କ ନିର୍ଦେଶକୁ ବେଖାତିର : ପୁଣି ପିଲାଚୋର ସନ୍ଦେହରେ ମାଡ, ବାଦପଡିଲେନି  ମହୁବିକାଳି, ଭିକାରୀ ଓ ପାଗେଳୀ

ଭୁବନେଶ୍ବର : ପୁଣି ପିଲାଚୋର ସନ୍ଦେହରେ ମାଡ ।ଏଥର  ଜଣେ ମାନସିକ ବିକୃତ ମହିଳା ଓ ଜଣେ ଭିକାରୀକୁ ଗଛରେ ବାନ୍ଧି ଲୋକେ ପିଟିଛନ୍ତି । ଉଭୟ ଘଟଣା ସୋର ଅଞ୍ଚଳରେ ଘଟିଛି । ସେହିଭଳି ସାଲେପୁରରେ ଜଣେ ବ୍ୟକ୍ତିଙ୍କୁ ଛେଚିଛନ୍ତି…
Read More...

ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : ଭୁନେଶ୍ବରରେ ଆଇଓସିଏଲ ପରିସରରେ…

ଭୁବନେଶ୍ବର : ଉଜ୍ଜଳା ଯୋଜନାର ସଠିକ କାର୍ଯ୍ୟକାରୀତା ନେଇ ଦେଶର ହିତାଧିକାରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଜ୍ଜ୍ବଲା ଯୋଜନାରେ ସଠିକ ଭାବେ ପହଁଚିଛି କି ନାହିଁ ଓ ଏହା ଦ୍ବାରା କଣ ଲାଭ ମିଳୁଛି…
Read More...

ତେଲ ଦର ବୃଦ୍ଧି ପ୍ରତିବାଦ : ରାଜଭବନ ଆଗରେ ବିଜେଡିର ଧାରଣା, ଆହୁରି ୨ ଦିନ ପ୍ରତି ବ୍ଲକରେ ଆନ୍ଦୋଳନ

ଭୁବନେଶ୍ବର : ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି । ରାଜଭବନ ଆଗରେ ଧାରଣା ଦେଇଛି ଦଳ । ଉତ୍ପାଦ ଶୁଳ୍କ ଛାଡ଼ କରିବା ଦାବିରେ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛି । ତେବେ ପେଟ୍ରୋଲ ଓ…
Read More...