ରେଭେନ୍ସାରେ ସାଇନ-ଏ-ଡାଏ, କାଲି ସକାଳ ୧୦ଟା ସୁଦ୍ଧା ହଷ୍ଟେସ ଛାଡିବାକୁ ଛାତ୍ର ଛାତ୍ରୀଙ୍କୁ ନିର୍ଦେଶ

ଭୁବନେଶ୍ୱର : ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ-ଏ-ଡାଏ  । କାଲି ସକାଳ ୧୦ଟା ସୁଦ୍ଧା ହଷ୍ଟେସ ଛାଡିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ  ।  ଫି ବୃଦ୍ଧିକୁ ନେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଏହା ଫଳରେ…
Read More...

ହାତୀମାନେ ଭାଙ୍ଗି ଦେଇଥିଲେ ଘର : ପୋଲ ତଳେ ସନ୍ତାନ ଜନ୍ମ ଦେଲେ ମହିଳା

ବାରିପଦା: ମୟୁରଭଂଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶୁକୃଳି ବ୍ଲକ ଅଞ୍ଚଳରେ ଜଣେ ମହିଳା ପୋଲ ତଳେ ସନ୍ତାନ ଜନ୍ମ କରିବାର ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କ…
Read More...

ବମିଖାଲ ଓଭର ବ୍ରିଜ ନିର୍ମାଣ ମାମଲାରେ ୧୦ ଜଣଙ୍କ ନାଁରେ ଏତାଲା ଦାଏର

ଭୁବନେଶ୍ୱର : ବମିଖାଲ ଓଭର ବ୍ରିଜ ନିର୍ମାଣ ମାମଲାରେ ୧୦ ଜଣଙ୍କ ନାଁରେ ଏତାଲା ଦାଏର କରିଛି ପୋଲିସ୍‌। ସେମାନେ ହେଲେ ଠିକାଦାର ପ୍ରତାପ ପଣ୍ଡା, ସନ୍ତୋଷ ପଣ୍ଡା, ସୁଜାତା ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ,…
Read More...

ଅରୁପ ପଟ୍ଟନାୟକ ହେଲେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ ଅଫିସର ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ବିଜେଡି ନେତା ଅରୁପ ପଟ୍ଟନାୟକ ହେଲେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ । ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି ।…
Read More...

୨୦ ଲକ୍ଷ ହିତାଧିକାରୀ ପାଇନାହାନ୍ତି ରାସନ୍ କାର୍ଡରାସନ୍ :ତାଗିଦ୍ ପରେ ପୁଣି ଥରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ…

ଭୁବନେଶ୍ୱର : ରାଜ୍ୟ ଫୁଡ୍ କମିଶନଙ୍କ ତାଗିଦ୍ ପରେ ବି ଲୋକଙ୍କୁ ମିଳିନି ରାସନ୍ କାର୍ଡ । କମିଶନଙ୍କ ବାରମ୍ବାର ତାଗିଦକୁ ଜିଲ୍ଲାପାଳମାନେ ଖାତିର୍ କରୁ ନଥିବା ବେଳେ ୨୦ ଲକ୍ଷ ହିତାଧିକାରୀ ହତାଶ । ଏଭଳି ସ୍ଥିତିରେ ପୁଣଥରେ…
Read More...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚା ପିଇବାକୁ ଆମନ୍ତ୍ରଣ କଲେ କୃଷି ମନ୍ତ୍ରୀ : ଧର୍ମେନ୍ଦ୍ର ମୋ ଜାତି…

ଭୁବନେଶ୍ୱର : ରାଜନୀତିରେ ନୂଆ ଫଣ୍ଡା  ଆପଣାଇଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ ।କେତେବେଳେ ବିରୋଧୀଙ୍କୁ କଡା ସମାଲୋଚନା କରୁଛନ୍ତି ତ ପୁଣି କେତେବେଳେ ନରମ ଭାବ ଦେଖାଉଛନ୍ତି । ବିଜେପି- ବିଜେଡି ଭିତରେ ତୁ ତୁ ମେ ମେ…
Read More...

ମୁହଁ ଖୋଲିଲେ ଦାମ: କହିଲେ ନବୀନଙ୍କ ସମୀକ୍ଷା ବୈଠକରେ ମୋତେ ଡକାଯାଇନି,ପୁଅ କଣ ବିଧାୟକ ପତ୍ରିନିଧି ?

ଭୁବନେଶ୍ୱର  : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଜଗତସିଂହପୁର ଜିଲ୍ଲା ସମୀକ୍ଷା ବୈଠକୁ ଜିଲ୍ଲାର ସବୁ ବିଧାୟକ ଓ ନେତାଙ୍କୁ ଡକାଯାଇଥିଲା । ହେଲେ ଏହି ବୈଠକୁ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଡକାଯାଇ ନଥିଲା…
Read More...

୨୦୧୯ରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୀତି ଦଳର ନେତା ଜୋରସୋରରେ କରୁଛନ୍ତି ପ୍ରଚାର। ନିର୍ବାଚନୀ ରାଲିରେ କଂଗ୍ରସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର। ନିର୍ବାଚନ ତାରିଖ ଯେତିକି ପାଖେଇ…
Read More...

ମାତିଛନ୍ତି ବଣୁଆ ହାତୀ : ବାବାଙ୍କୁ ଦଳିଦେଲା ଗଜରାଜ

ନୂଆପଡା : ବଣୁଆ ହାତୀ ଆତଙ୍କ । କାମାକ୍ଷାନଗରରେ ଜଙ୍ଗଲୀ ହାତୀ ଦୁଇ ଜଣଙ୍କୁ ଦଳି ମାରିଛି । ମୃତକମାନେ ଖନ୍ଦାନାଳ ଆଶ୍ରମର ୨ଜଣ  ବାବା । ସେହିଭଳି କୋମନା କରଙ୍ଗାଭଟା ଗାଁରେ ବିଲ ଜଗିଥିବା ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରିଛି…
Read More...

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ବଞ୍ଛାଅ କମିଟି ପକ୍ଷରୁ ଅାରମ୍ଭ ହେବ କଲମା  ଚାଲ  ଅଭିଯାନ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମହାନଦୀ ବଞ୍ଛାଅ କମିଟି ପକ୍ଷରୁ ଅାରମ୍ଭ ହେବ କଲମା  ଚାଲ   ଅଭିଯାନ। ମହାନଦୀ ଉପରେ ମୁଣ୍ଡରେ ଛଡିଗଡ ସରକାରଙ୍କ ମନମୁଖୀ କାର୍ଯ୍ୟ କଳାପ ବିରୋଧରେ  ଜନମତ  ସଂଗ୍ରହ କରାଯିବ।…
Read More...