ରୁଷିଆର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ମୃତ

ରୁଷିଆର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ଓକସାନା ଶେଭେଟ୍‌ସ ମୃତ । ଯେଉଁ ସମୟରେ ରକେଟ ମାଡ଼ ହୋଇଥିଲା , ସେତେବେଳେ ଅଭିନେତ୍ରୀ ନିଜର କିଭ୍‌ ସ୍ଥିତ ଆବାସିକ ଘରେ ଥିଲେ । ଓକସାନାଙ୍କ ମୃତ୍ୟୁ ନେଇ ଏକ ବିବୃତ୍ତି ଜାରି…
Read More...

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟର ତଦାରଖ କଲେ ମୁଖ୍ୟ ଶାସନ ସଚିବ ଓ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଆସି ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା…
Read More...

ଋଷ୍‌ର ମିସାଇଲ୍‌ ମାଡ଼ରେ ଧ୍ୱଂସ ହେଲା ମିଲିଟାରୀ ଏୟାରକ୍ରାଫ୍ଟ କାରଖାନା

ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଘନଘନ ହେଉଛି ମିସାଇଲ୍‌ ମାଡ଼ । ଫଳରେ ନିମିଷକ ମଧ୍ୟରେ ଚାଲିଯାଉଛି ଜୀବନ । ଧ୍ୱଂସ ବିଧ୍ୱଂସ ହେଉଛି ସହର । ହେଲେ ପଛକୁ ହଟୁନି ଋଷ୍‌ କି ବାଟ ଛାଡ଼ୁନି…
Read More...

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀଙ୍କ ହେବ କୋଭିଡ଼୍ ଟେଷ୍ଟ ବାଧ୍ୟତାମୂଳକ

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀଙ୍କ ହେବ କୋଭିଡ଼୍ ଟେଷ୍ଟ ବାଧ୍ୟତାମୂଳକ ବୋଲି ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ପରିସରରେ ୨୩ ଓ ୨୪ ତାରିଖରେ କୋଭିଡ଼୍ ଟେଷ୍ଟ…
Read More...

ବିଜେଡିରୁ ୬ ନେତା ହେଲେ ବିଦା

ଗୋଟିଏ ଦିନରେ ୬ ଜଣ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ୬ ଜଣ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଲମ୍ବିତ ନେତାଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବର…
Read More...

ଜୁନିୟର ମହିଳା ହକି ବିଶ୍ବକପରେ ୨ ଓଡ଼ିଆ ଖେଳାଳି

ଜୁନିୟର ମହିଳା ହକି ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଓମିକ୍ରନ ଯୋଗୁଁ ସ୍ଥଗିତ ହୋଇଥିବା ଏହି ବିଶ୍ବକପ ଏପ୍ରିଲ ୧ ରୁ ୧୨ ତାରିଖ ଯାଏଁ ଦକ୍ଷିଣ ଆଫ୍ରିକାରେ ଖେଳାଯିବ ।୨୦ ଜଣିଆ ଦଳ ଏବଂ ୫ ଜଣିଆ ଷ୍ଟାଣ୍ଡ ବାଏ…
Read More...

ନବୀନ ନିବାସରେ ହାସ୍ୟ ଅଭିନେତା କପିଲ ଶର୍ମା

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ପ୍ରଖ୍ୟାତ ହାସ୍ୟ ଅଭିନେତା କପିଲ ଶର୍ମା । ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଏକ ଚଚ୍ଚଚିତ୍ର ସୁଟିଂ କରୁଛନ୍ତି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି…
Read More...

ମିସୱାର୍ଲ୍ଡର ତାଜ ହାସଲ କଲେ କରୋଲିନା

ମିସୱାର୍ଲ୍ଡ ୨୦୨୧କୁ ନେଇ ଚାଲିଥିଲା କଳ୍ପଲା ଜଳ୍ପନା ଓ ଅପେକ୍ଷାର ଅନ୍ତ ଘଟାଇ ପୋଲାଣ୍ଡର କାରୋଲିନା ପିନ୍ଧିଛନ୍ତି ମିସୱାର୍ଲ୍ଡ ୨୦୨୧ର ବିଜୟ ମୁକୁଟ । ପୁଏର୍ତୋ ରିକୋରେ ଆୟୋଜିତ ହୋଇଥିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା…
Read More...

ଶ୍ରୀମଦ୍ ଭଗବତ ଗୀତା ପଢିବେ ସ୍କୁଲ ପିଲା

ଶ୍ରୀମଦ୍ ଭଗବତ ଗୀତା ପଢିବେ ସ୍କୁଲ ପିଲା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ…
Read More...