ଶ୍ରେୟସ ଓ କେର ପାଇଲେ ଆଇସିସି ପ୍ଲେୟାର ଅଫ୍‌ ଦ ମନ୍ଥର ଆୱାର୍ଡ

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ଅର୍ଥାତ୍‌ ଆଇସିସି ସୋମବାର ୧୪ ମାର୍ଚ୍ଚରେ ଫେବ୍ରୁଆରୀ ୨୦୨୨ ପାଇଁ ପ୍ଲେୟାର ଅଫ୍‌ ଦ ମନ୍ଥର ଘୋଷଣା କରି ଦେଇଛି। ମେନ୍ସ କ୍ୟାଟାଗୋରୀରେ ଭାରତୀୟ ଟିମ୍‌ର ଅଲ୍‌ ଫର୍ମାଟ ବେଟର ଶ୍ରେୟସ ଆୟର…
Read More...

ମହିଳାଙ୍କୁ ମିଳିଛି ୭୦% ଜିଲ୍ଲା ପରିଷଦ ସଭାପତି ଆସନ: ବିଜେଡି

ଭୁବନେଶ୍ୱର: ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳକୁ ଆଶୀର୍ବାଦ ଦେଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ । ଏହି ବିଜୟ ହେଉଛି ୪.୫ କୋଟି ଓଡିଆଙ୍କ ବିଜୟ ଏବଂ ଓଡିଶାର ବିକାଶର ବିଜୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଆଜି ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଦୁଇ ନେତାଙ୍କର ଭେଟ ହୋଇଥିଲା । ଯୋଗୀ ଆଦିତ୍ୟନାଥ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
Read More...

ସମ୍ କୋଭିଡ୍ ଯୋଦ୍ଧା କମଳିନୀ ମଲ୍ଲିକ୍‌ଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ…

ଭୁବନେଶ୍ୱର: ସମ୍ କୋଭିଡ୍ ହସ୍ପିଟାଲ୍‌ର କୋଭିଡ୍ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା” ସମ୍ମାନରେ ସମ୍ମାନିତ କରାଯାଇଛି । ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ…
Read More...

ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ଗାଇଡଲାଇନ୍; ଏଣିକି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ରାଜ୍ୟ ବନ୍ଦ ରହିବ ସରକାରୀ…

ରାଜ୍ୟରେ ବଢୁଛି ତାତି । ଏବେଠାରୁ ତାପମାତ୍ରା ୩୮ ଡିଗ୍ରୀ ପାର କଲାଣି । ଏଭଳି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ରାଜ୍ୟ ପରିବହନ ବିଭାଗ ।ଏଣିକି ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ…
Read More...

ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା

କରୋନା ସଂକ୍ରମଣ ଭିତରେ ଆସିଛି ଭଲ ଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…
Read More...

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଇସ୍ରାଏଲ କରିବ ମଧ୍ୟସ୍ଥତା

ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ଉପରେ ଚାପ ପକାଯାଉଛି। କିନ୍ତୁ ୨ଦେଶ ନିଜ…
Read More...

ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିବ ମାଟ୍ରିକ ପରୀକ୍ଷା

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ବିସ୍ତୃତ ସୂଚନା । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ୨ ଘଣ୍ଟା…
Read More...