ଧାନ ସଂଗ୍ରହ ପ୍ରସଙ୍ଗରେ ମିଛ କହୁଛି ବିଜେପି : ବିଜେଡି

ଭୁବନେଶ୍ୱର : ଧାନ ସଂଗ୍ରହ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ଏହା ଓଡିଶା ସରକାରଙ୍କର ନୁହେଁ । ହେଲେ ଓଡିଶା ବିଜେପି ରାଜ୍ୟବାସୀଙ୍କୁ ଏହି ସତ୍ୟ କହୁନାହିଁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ବିଜେପି ନେତାଙ୍କ ଛଳନାର…
Read More...

ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)

ଭୁବନେଶ୍ବର  : ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ…
Read More...

ଶିକ୍ଷକଙ୍କୁ ପରିବର୍ତନର ଆଧାର ଶୀଳା ଓ ନବସୃଜନର ପ୍ରତୀକ ଭାବେ ଗଢିବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ :  ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକମାନଙ୍କ ମାର୍ଗଦର୍ଶନ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ । ଆମର ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ପ୍ରସ୍ତୁତ କରିବା ପାଇଁ ଆମର ଶିକ୍ଷକ ମାନଙ୍କୁ ପରିବର୍ତନର ପ୍ରତିନିଧି ତଥା…
Read More...

ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଆଂଶିକ ଲକଡାଉନ୍ : ପୁରୀକୁ ଛାଡି ସବୁ ଜିଲ୍ଲାରେ ଗଡିବ ବସ୍‌

ଭୁବନେଶ୍ବର  : ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଜାରି ରହିଲା ଆଂଶିକ ଲକଡାଉନ୍ । ରାଜ୍ୟରେ ଲକ୍‌ଡାଉନ୍ କୋହଳ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ପୂର୍ବ ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟର ୩୦ଟି…
Read More...

ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ…
Read More...

‘ଆଜିକାଲି’ର ସମ୍ପାଦକ ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୧୫ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର : ଦୈନିକ ଖବର କାଗଜ ‘ଆଜିକାଲି’ର ସମ୍ପାଦକ ତଥା ମୁଖ୍ୟ କରସ୍ପଣ୍ଡେଣ୍ଟ ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶିକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ତିନି ମାସର ବସ ଟିକସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ବସ ଟିକସ ଛାଡ଼ କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କରାଯାଇଛି । କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ…
Read More...

ଓଡିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ କୋଭିଡ୍‌କୁ ପରାସ୍ତ କରିବା ପାଇଁ କୋଭିଡ୍ ସୁରକ୍ଷିତ ଆଚରଣ ଓ ଟୀକାକରଣ…

ମୟୁରଭଞ୍ଜ/ ନବରଙ୍ଗପୁର/ କେଉଁଝର ୧୫ ଜୁଲାଇ ୨୦୨୧: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସହେଯାଗରେ ୟୁନିସେଫ୍ ଓଡିଶା ଦ୍ୱାରା ମୟୁରଭଞ୍ଜ/ ନବରଙ୍ଗପୁର/ କେଉଁଝର ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍…
Read More...

ଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୧୫ – ନୂଆପିଢ଼ିର ଯୁବକଙ୍କ ପାଇଁ ସ୍କିଲ୍ ଡ଼େଭଲପମେଂଟ୍ ଏକ ରାଷ୍ଟ୍ରୀୟ ଆବଶ୍ୟକତା ଏବଂ ଆତ୍ମନିର୍ଭର ଭାରତର ବଡ଼ ଆଧାର । ବିଗତ ୬ ବର୍ଷରେ ଯେଉଁ ଆଧାର ଏବଂ ଯେଉଁ ନୂଆ ସଂସ୍ଥାନ ହୋଇଛି ସେହି…
Read More...