୨୦୨୨ରୁ ପୁରୀରୁ ବିମାନ ଉଡ଼ିବ

ଭୁବନେଶ୍ବର: ୨୦୨୨-୨୩ ରୁ ପୁରୀରୁ ବିମାନ ଉଡ଼ିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ। ସବୁ ଠିକଠାକ୍ ଚାଲିଲେ ଏହାର ସମ୍ଭାବନା…
Read More...

କୋଭିଡ ତୃତୀୟ ଲହର ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କ ବଡ ପ୍ରସ୍ତୁତି

ଭୁବନେଶ୍ୱର : ଦେଶରୁ କୋଭିଡ ଦ୍ୱିତୀୟ ଲହର ଥମି ନଥିବାବେଳେ କରୋନା ତୃତୀୟ ଲହର ଆଶଙ୍କା ଚିନ୍ତା ବଢାଇଲାଣି । ଏଭଳି ସ୍ଥିତିରେ ରାଜ୍ୟ ସରକାର ତୃତୀୟ ଲହର ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି କରିଛନ୍ତି । ତୃତୀୟ ଲହରରେ ଶୁଶୁ…
Read More...

ଶପଥ ନେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ବିଜେପି ବିଧାୟକ ପୁଷ୍କର ସିଂ ଧାମି ରବିବାର ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନସ୍ଥିତ ରାଜଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟ ତାଙ୍କୁ ପଦ…
Read More...

କରୋନା ଟିକାକରଣରେ ଓଡ଼ିଶାର ରେକର୍ଡ : କୋଟିଏ ଅତିକ୍ରମ କଲା ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ

ଭୁବନେଶ୍ବର : କରୋନା ଟିକାକରଣରେ ରେକର୍ଡ କରିଛି ଓଡ଼ିଶା। ରାଜ୍ୟରେ ୧କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧କୋଟି ୨୨ଲକ୍ଷ ଲୋକ ଟିକା ନେଇଛନ୍ତି। ତେବେ ରେକର୍ଡ…
Read More...

ଚଳିତ ରବିଋତୁରେ ୧୪ ଲକ୍ଷ ୪୪ ହଜାର ୧୨୧ ମେଟି୍ରକ୍‌ ଟନ୍‌ ରବିଧାନ ସଂଗ୍ରହ

ଭୁବନେଶ୍ୱର :  ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ରବିଋତୁରେ ମୋଟ ୧୪ ଲକ୍ଷ ୪୪ ହଜାର ୧୨୧ ମେଟି୍ରକ୍‌ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ରବିଧାନ ବିକି୍ର ନିମନ୍ତେ ନାମ ପଂଜୀକୃତ କରିଥିବା ଓ ଯାଞ୍ଚ…
Read More...

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବ। ଏଥିଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀମଣ୍ଡଳ ସମିତି ସୁପାରିସ କରିଛନ୍ତି। ସଂସଦ ପରିସରରେ କୋଭିଡ-୧୯ ପ୍ରୋଟକଲର କଡାକଡି ପାଳନ ସର୍ତ୍ତରେ ଏହି ସୁପାରିସ…
Read More...

ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ  : ବହୁ ପ୍ରତୀକ୍ଷା ପରେ ଗର୍ଭବତୀଙ୍କ ପାଇଁ କରୋନା ଭ୍ୟାକ୍ସିନ୍‌କୁ ନେଇ ମତ ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଆଗକୁ ଗର୍ଭବତୀଙ୍କୁ କରୋନା ଟିକା ଦିଆଯିବା ନେଇ ଅନୁମତି ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣଳୟ ।…
Read More...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ବରିଷ୍ଠ ନେତା ସ୍ୱର୍ଗତଃ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ…

ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ସ୍ୱର୍ଗତଃ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ଜୁନ୍ ମାସ ୨୦ ତାରିଖରେ ସ୍ୱର୍ଗତଃ…
Read More...

ଆସନ୍ତା ୩୦ ତାରିଖରୁ ଅଫ୍‌ଲାଇନ୍‌ ଦଶମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରୁ ଅଫ୍‌ଲାଇନ୍‌ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ପ୍ରକାଶିତ ମାର୍କକୁ…
Read More...