କରୋନାରେ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ । କରୋନାରେ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ।…
Read More...

ଏ ବର୍ଷ ଓଡ଼ିଶାରେ ହେବ ସ୍ବାଭାବିକ ମୌସୁମୀ ବର୍ଷା : ଆଇଏମଡି

ଭୁବନେଶ୍ବର : ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ।…
Read More...

ଟିକାକରଣକୁ ଅଧିକ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରକୁ ରାଜ୍ୟର ଜରୁରୀକାଳୀନ ପ୍ରସ୍ତାବ

ଭୁବନେଶ୍ୱର: କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ  କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ । ଓଡ଼ିଶା ସରକାର ଏହି ଜରୁରୀକାଳୀନ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବରେ ରାଜ୍ୟ ସରକାର ବିଦେଶରୁ ଟିକା କିଣିବା…
Read More...

ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କରୋନା ସ୍ଥିତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବରଙ୍ଗପୁର ଓ ଜୟପୁର ଗସ୍ତ କରିଛନ୍ତି। ଏକ ସ୍ୱତନ୍ତ୍ର ହେଲିପକ୍ଟରରେ ପ୍ରଥମେ ନବରଙ୍ଗପୁର ଗସ୍ତ କରିଛନ୍ତି ରାଜ୍ୟ…
Read More...

ପଶ୍ଚିମବଙ୍ଗର ଦୁର୍ଗାପୁରରେ ୨୦୦ ବେଡ୍ ବିଶିଷ୍ଟ ବୃହତ୍ କୋଭିଡ୍ କେୟାରର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର :  ପଶ୍ଚିମବଙ୍ଗରେ ସେଲ୍‌ର ଦୁର୍ଗାପୁର ଏବଂ ବର୍ନପୁର ସ୍ଥିତ ଇସ୍ପାତ୍ କାରଖାନା ୨୦୦ ଲେଖାଏଁ ଗ୍ୟାସୀୟସ ଅକ୍ସିଜେନ୍ ସଂଯୁକ୍ତ ବିଶିଷ୍ଟ ବୃହତ ବେଡ୍ କୋଭିଡ୍ କେୟାର ସ୍ଥାପନ କରି ବର୍ତମାନର ମହାମାରୀ ସମୟରେ…
Read More...

ବାତ୍ୟା ଓ ବନ୍ୟାରେ ଜଳସମ୍ପଦ ବିଭାଗର ୮୭କୋଟିର କ୍ଷତି

ଭୁବନେଶ୍ବର : ବାତ୍ୟା ଓ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ୮୭ କୋଟି କ୍ଷୟକ୍ଷତି ହୋଇଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି । କ୍ଷୟକ୍ଷତି ନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ…
Read More...

ଓଡ଼ିଶା ମୋ ପରିବାର ତରଫରୁ ବାଲେଶ୍ୱରରେ ରିଲିଫ୍ ବଣ୍ଟନ

ବାଲେଶ୍ୱର: ବିପତ୍ତି ସମୟରେ  ଲୋକଙ୍କୁ  ସହଯୋଗର ହାତ ବଢାଇଛି ଓଡ଼ିଶା ମୋ ପରିବାର  । ବାତ୍ୟାଞ୍ଚଳରେ ଓଡ଼ିଶା ମୋ ପରିବାର ତରଫରୁ ବାଲେଶ୍ୱରରେ ରିଲିଫ୍ ବଣ୍ଟନ କରାଯାଉଛି। ବିଜେଡିର ସାଂଗଠନିକ ସମ୍ପାଦକ ତଥା ଯାଜପୁର…
Read More...

ରାଜ୍ୟ ପ୍ରତି ନିଜର ସିଏସ୍‌ଆର୍ ପ୍ରତିବଦ୍ଧତା ଆଧାରରେ କୋଭିଡ୍ ୧୯ ବିରୋଧରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍…

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନ୍ରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍…
Read More...

ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୧ ବର୍ଷ ୧୦ ମାସ ଧରି ସେ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ…
Read More...

କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା

ଭୁବନେଶ୍ୱର  : ଓଡିଶାର ବୃହତମ ଅଳଙ୍କାର ବ୍ରାଣ୍ଡ୍ ଖିମଜୀ ଜୁଏଲର୍ସର ସମାଜସେବୀ ଅନୁଷ୍ଠାନ ଖିମଜୀ ଫାଉଣ୍ଡେସନ ତରଫରୁ କୋଭିଡ୍‌-୧୯ ସହିତ ମୁକାବିଲା କରିବା ପାଇଁ ୬୦ଟି ଶଯ୍ୟା ସହ ଏଥି ନିମନ୍ତେ ଆବଶ୍ୟକୀୟ ସମସ୍ତ ଉପକରଣ…
Read More...