ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମନ୍ମଥ ରାଉତରାୟ ଜଣେ ସଫଳ ପାଇଲଟ୍ ଥିଲେ । ରାଜଧାନୀବାସୀଙ୍କ ସେବା ପାଇଁ ନିଜ ମାଟିକୁ…
Read More...

ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଦେଇଥିବା ପ୍ରତିକ୍ରିୟାକୁ ନେଇ କ୍ଷମା ମାଗିଲେ ସମ୍ବିତ ପାତ୍ର, ପଶ୍ଚାତ୍ତାପ ପାଇଁ ୩…

ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ଏକ ଶବ୍ଦକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ଏନେଇ ସ୍ପଷ୍ଟୀକରଣ…
Read More...

ଵଢ଼ିଲା ବାତ୍ୟା ଆଶଙ୍କା, ସାମ୍ଭାବ୍ୟ ବାତ୍ୟାକୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କଲେ ରାଜ୍ୟ ସରକାର

ଵଢ଼ିଲା ବାତ୍ୟା ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ…
Read More...

ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’

ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ' କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ ରୋଡ ସୋ' ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଲୋକସଭା ଆସନ…
Read More...

ବିରୋଧୀ ନେତା ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣ ଜାଣିଛନ୍ତି କୁମ୍ଭୀର କିଏ…

ଭୁବନେଶ୍ୱର(ବ୍ୟୁରୋ):ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରାରେ ନିର୍ବାଚନ ପ୍ରଚାର…
Read More...

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ଅପରାହ୍ଣ ୩ଟା ସୁଦ୍ଧା ୪୮.୯୫% ମତଦାନ

ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ ହୋଇଛି । ବରଗଡରେ ସର୍ବାଧିକ ୫୩.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୪୬.୨୩ ପ୍ରତିଶତ ସହ ଆସ୍କାରେ ସବୁଠୁ କମ ଭୋଟିଂ ହୋଇଛି । ସୁନ୍ଦରଗଡରେ ୪୮.୯୬ ପ୍ରତିଶତ, କନ୍ଧମାଳ…
Read More...

୨୦ ଫୁଟ୍ ତଳକୁ ଖସିଲା ପିକ୍‌ଅପ୍ ଭ୍ୟାନ୍, ୧୭ ମୃତ

ଛତିଶଗଡ଼ର କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ କୁଇର…
Read More...

ନବୀନ ବାବୁ ଶପଥ ନେବା ଦିନ ତାଙ୍କୁ ୩ଟି ଗିଫ୍ଟ ଦିଅନ୍ତୁ ପ୍ରଧାନମନ୍ତ୍ରୀ: ପାଣ୍ଡିଆନ୍

ଅନୁଗୁଳ ଏବଂ କଟକରେ ଜନସଭା କରି ବିଜେଡି ସରକାର ଉପରେ ମୋଦୀ ବର୍ଷିବା ପରେ ମାହାଙ୍ଗାରେ ଏହାର ଜବାବ ରଖିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ପାଣ୍ଡିଆନ୍ କହିଛନ୍ତି,…
Read More...

୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି: ମୋଦୀ

ଅନୁଗୁଳ ପରେ କଟକରୁ ମଧ୍ୟ ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧାସଳଖ ରତ୍ନଭଣ୍ଡାର ପ୍ରସଙ୍ଗ ଉଠେଇବା ସହିତ, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇ ଯାଇଛି ବୋଲି କିଛି ଲୋକ କହିବା ଆରମ୍ଭ କଲେଣି ବୋଲି…
Read More...

ବରଗଡ଼ରେ ନିର୍ବାଚନ ହିଂସା; ଜଣେ ମୃତ

ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଭୋଟ୍ ବେଳେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏପରିକି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ତେବେ ଏପରି ଅଭାବନୀୟ ଘଟଣା ବରଗଡ଼ ସଦର…
Read More...