ରୋଟାରୀ କ୍ଲବ ଭୁବନେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ.

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ଓ ଇନଷ୍ଟିଟିୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟର(ଆଇଏଚଏମ)ର ମିଳିତ ସହଯୋଗରେ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ରୋଟାରୀ କ୍ଲବର ସଭାପତି ସବିତା ସ୍ୱାଇଁ…
Read More...

ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାସ୍ତା ଦୁର୍ଘଟଣାରେ ଜନଜୀବନହାନି ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟର ପୁଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ…
Read More...

ଜଙ୍ଗଲରେ  ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ୍ ଟିମ

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତାଜନକ। ଏଥିପାଇଁ ପ୍ରଶାସନ ତରଫରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ଓଡ୍ରାଫ ଟିମ…
Read More...

ଓଡିଶା ମାଁ ଓ ଭଉଣୀ ମାଗୁଛନ୍ତି – ସମ୍ମାନ ଓ ସ୍ୱାଭୀମାନ : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି କରିଛନ୍ତି ?କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି ? ଦାଦନ ଖଟିବାକୁ କେତେ ଲକ୍ଷ ଓଡିଆ ପୁଅ ବାହାରକୁ…
Read More...

ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ବର-କଟକର ନୂଆ ପୁଲିସ କମିସନର

ଭୁବନେଶ୍ବର: ବଦଳିଲେ ଟ୍ବିନ ସିଟି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ସେପଟେ ପୋଲିସ କମିଶନର ଥିବା ସୁଧାଂଶୁ…
Read More...

୨୧ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି : ୨୨ ସୂର୍ଯ୍ୟମନ୍ଦିର କରିବେ ଦର୍ଶର୍ନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୧ ତାରିଖ ରାତିରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଁଚିବା ସହ ରାତ୍ରିଯାପନ କରିବେ । ଏହାପରେ ପର ଦିନ…
Read More...

ମହିଳାଙ୍କ ଲାଗି ଜଯଶ୍ୱୀ କାର୍ଯ୍ୟବଳୀ ପାଇଁ ଆର୍ନ୍ତଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସର୍ବସମ୍ମତ ଧନ୍ୟବାଦ…

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ ତରଫରୁ ଆୟୋଜିତ ଆର୍ନ୍ତଜାତୀୟ ମହିଳା ଦିବସ ସମାରୋହ ପାଳନ ଅବସରରେ ଓଡିଶାର ସମସ୍ତ ମହିଳାମାନଙ୍କ ତରଫରୁ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କୁ…
Read More...

ମିଥ୍ୟା ଖବର ପରିବେଷଣ ନେଇ ରାଜ୍ୟସଭାରେ ଚିନ୍ତା ପ୍ରକାଶ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ ବୃଦ୍ଧି ପାଇଛି । ଉତ୍ତେଜକ ହେଡ୍‌ଲାଇନ ସହ ଖବର ପରିବେଷଣ କରାଯାଉଛି । ଯାହା ସମାଜ ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟସଭାରେ ଏପରି ଚିନ୍ତା ପ୍ରକାଶ କରିଛନ୍ତି…
Read More...

ମା’ମାନେ ଆଜନ୍ମ ନେତ୍ରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି ପାଇଁ ବିଜେଡିର ଲଢ଼େଇ ଜାରି ରହିବ। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ…
Read More...