ମ୍ୟୁଜିକ୍‌ର ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଭୁବନେଶ୍ଵର  : ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ସେ ପୁଣି ଜଣେ ପେଶାଦାର ସିଙ୍ଗରଙ୍କ ପରି। ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଛନ୍ତି ରାଜ୍ୟପାଳ। ଏ ଜାତି ଓଡ଼ିଆ, ଏ ମାଟି ଓଡିଶା.. ଓଡିଶାର ମାଟି…
Read More...

ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ

ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱଗ୍ରହଣକରିଥିବାରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶାଗସ୍ତ ଅବସରରେ ରାଜ୍ୟସଭାପତିଶ୍ରୀସମୀରମହାନ୍ତିପୁଷ୍ପଗୁଚ୍ଛ ଦେଇ…
Read More...

ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ୧୭୫ କୋଟି ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ପୁରୀ :  ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍…
Read More...

ପ୍ରଧାନମନ୍ତ୍ରୀ ଓଡିଶାର ସିଲୁ ସାର୍‌ଙ୍କ ପ୍ରଶଂସା କରି ଓଡ଼ିଆ ଲୋକଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ…

ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଦଳର କାର୍ଯ୍ୟକର୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ସହ ଏହି କାର୍ଯ୍ୟକ୍ରମରେ ନିଜ…
Read More...

କନ୍ୟା ଅନ୍‌ମୋଲ ହୈ ପକ୍ଷରୁ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣସ୍ପର୍ଶ ପୁରସ୍କାର

ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଙ୍ଗଠନ କନ୍ୟା ଅନ୍‌ମୋଲହୈ (କେଏଏଚ୍‌) ପକ୍ଷରୁ ରବିବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣସ୍ପର୍ଶ ପୁରସ୍କାର ପ୍ରଦାନ କରାଯାଇଛି । ଓଡିଆ ଚଳଚିତ୍ରଜଗତର…
Read More...

ଓଡଶି। ମୋ ପରବି ।ର-ଜୀବନବିନ୍ଦୁ ରକ୍ତଦାନ ଶବି ରି

ଭୁବନେଶ୍ୱର  : ଆଜି ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଲକ୍ଷୀ୍ମ ସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଯବୁ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଏକ ରକ୍ତଦାନ ଶିବରି ଆୟୋଜନ ହୋଇଥିଲା । ଏହି ରକ୍ତଦାନ ଶବି ିରକୁ ବଜି ୁ ଜନତା ଦଳ…
Read More...

କୋଭିଡ୍ ଟିକାର ଦର ଧାର୍ଯ୍ୟକଲେ କେନ୍ଦ୍ର ସରକାର : ଘରୋଇ ହସ୍ପିଟାଲରେ ପ୍ରତି ଡୋଜ୍‌ ପିଛା ୨୫୦ ଟଙ୍କାରେ ମିଳିବ…

ନୂଆଦିଲ୍ଲୀ  : ଘରୋଇ ହସ୍ପିଟାଲଗୁଡିକ ପାଇଁ କରୋନା ଭ୍ୟାକସିନ୍‌ର ଦର ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । କୋଭିଡ୍‌ ଭ୍ୟାକସିନ୍‌ ପ୍ରତି ଡୋଜ୍‌ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସହିତ ଟିକା ପାଇଁ…
Read More...

ମାର୍ଚ୍ଚ ଗାଇଡ୍‌ଲାଇନ୍ସ : ଯାତ୍ରା ଦେଖିବେ ୨୦୦୦ ଲୋକ, ବାହାଘରରେ ୫୦୦ ଅତିଥିଙ୍କୁ ଅନୁମତି

ଭୁବନେଶ୍ଵର   : ମାର୍ଚ୍ଚ ମାସ ପାଇଁ ଆସିଲା କରୋନା ଗାଇଡଲାଇନ୍ । କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାର ଜାରି କରିଛନ୍ତି ନିୟମାବଳୀ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏହି ଗାଇଡଲାଇନଜାରି କରିଛନ୍ତି ।…
Read More...

ଶ୍ରଦ୍ଧା ସଞ୍ଜିବନୀ ଶିଶୁଯତ୍ନ ଗୃହରେ ଅନୁଷ୍ଠିତ ହେଲା ନିଆରା ବିବାହ : ଆଶୀର୍ବାଦ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର:ନିଆରା ବାହାଘର । ବ୍ରହ୍ମପୁର ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବାହାଘର ହୋଇଛି । ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ ହୋଇଛି ବାହାଘର । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ…
Read More...