ରାଜ୍ୟ ସରକାରଙ୍କ ଘୋଷଣା : ୨୦୧୯-୨୦ ଶିକ୍ଷା ବର୍ଷର ନବମ ଶ୍ରେଣୀ ଛାତ୍ରଛାତ୍ରୀ ୨୦୨୧ରେ ଦେଇପାରିବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ୨୦୨୧ରେ ରେ ମାଟ୍ରିକ ପରୀକ୍ଷା ଦେଇପାରିବେ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସମସ୍ତ ପରୀକ୍ଷା ଓଡ଼ିଆ…
Read More...

ବାଇ-ଲ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ବର : ବାଇ-ଲ ପ୍ରତ୍ୟାହାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶ୍ରୀମନ୍ଦିର ସେବାୟତମାନେ ଧନ୍ୟବାଦ ଜଣାଇଛନ୍ତି। ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ୧୦ରୁ ୧୫ ଜଣ ସେବାୟତ…
Read More...

ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ୮ଟି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଜବାବ ମାଗିଲେ ବିଜେଡ଼ି ସାଂସଦ ଡକ୍ଟର ସସ୍ମିତ ପାତ୍ର

ନୂଆଦିଲ୍ଲୀ : ସଂସଦରେ ପୁଣି ଓଡିଶାର ସ୍ୱର ଉଠାଇଲେ ବିଜେଡ଼ି ସାଂସଦ ଡକ୍ଟର ସସ୍ମିତ ପାତ୍ର । ରାଜ୍ୟସଭାରେ ଆଜି ସସ୍ମିତ ରାଜ୍ୟ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂଣ୍ଣ ୮ଟି ପ୍ରସଙ୍ଗ ଉଠାଇଛନ୍ତି । କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ…
Read More...

ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେ ପ୍ରସଙ୍ଗରେକେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ସଞ୍ଜୟ ଦାସବର୍ମାଙ୍କ ଉଦବେଗ

ଭୁବନେଶ୍ବର : ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୪୩୦ କିମି ପରିବର୍ତ୍ତେ ୩୮୨କିମି ହେବା ପ୍ରସଙ୍ଗରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଦେଇଥିବା ଉତ୍ତରରେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ…
Read More...

ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡିଶାକୁ ସମ୍ମାନଜନକ ଆର୍ନ୍ତଜାତିକ ପୁରସ୍କାର

ଭୁବନେଶ୍ୱର -ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ଲାଗି ଆର୍ନ୍ତଜାତୀୟ ପୁରସ୍କାର ପାଇବାକୁ ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶା…
Read More...

କୋଟିଆ ଓଡିଶାର,ଭାବାବେଗକୁ ବୁଝିବୁ, ସଂପର୍କ ସୁଦୃଢ କରିବୁ:ସମୀର ମହାନ୍ତି

ଭୁବନେଶ୍ୱର, :୧୯୩୬ ମସିହା ଅର୍ଥାତ୍ ସ୍ୱାଧାନୀତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳର କୋଟିଆ ପଂଚାୟତ ଓଡିଶା ଭୂଖଣ୍ଡରେ ରହିଛି । କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ଲାଗି ମସୁଧା…
Read More...

ମୋଦି ସରକାର ଥିବା ଯାଏଁ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଂଚ ଆସିବ ନାହିଁ :ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ୱର : ମହାପ୍ରଭୃ ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଓଡିଆ ଲୋକଙ୍କ ଭାବାବେଗ ଜଡିତ ରହିଛି । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ଲାଗୁ ନକରିବା ପାଇଁ ଗତକାଲି କେନ୍ଦ୍ରମନ୍ତ୍ରୀ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ନିର୍ମାଣ ହେବ କୋଭିଡ୍ ଯୋଦ୍ଧା ସ୍ମାରକୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମୁତାବକ ଭୁବନେଶ୍ୱରରେ ନିର୍ମାଣ ହେବ କୋଭିଡ୍ ଯୋଦ୍ଧା ସ୍ମାରକୀ । ଏନେଇ ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗକୁ ଚିଠି ଲେଖି ଜଣାଇଛି । ଭୁବନେଶ୍ୱର ସ୍ଥିତ ବିଜୁ…
Read More...

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିକାଶ ଉଦ୍ୟମ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୪ଟି ଭବନ ଯଥା କଳା ଓ ବିଜ୍ଞାନ ଶ୍ରେଣୀ ପାଇଁ ଦୁଇଟି ନବନିର୍ମିତ କୋଠା, କୁନ୍ତଳା କୁମାରୀ ଗ୍ରନ୍ଥାଗାର ଏବଂ ଗବେଷଣା ଛାତ୍ରୀ ନିବାସକୁ…
Read More...

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବିବାଦୀୟ ବାଇ ଲ’

ନୂଆଦିଲ୍ଲୀ: ଜାତୀୟ ସ୍ମାରକୀ ପ୍ରାଧିକରଣ ( ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଶ୍ରୀମନ୍ଦିର ପାଇଁ ଜାରି କରିଥିବା ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରାଯାଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର…
Read More...