Politics ରାଜ୍ୟରେ ଟିକାକରଣ ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ OPA Jan 17, 2021 0 ଭୁବନେଶ୍ୱର : କୋଭିଡ୍ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଟିକାକରଣ ସଫଳ ହୋଇଛି । ଏଥିପାଇଁ ନିରଞ୍ଜନ,… Read More...
Bignews ଭୁବନେଶ୍ୱରର ୫ ହାଇସ୍କୁଲ୍ ପରିଦର୍ଶନ କଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ OPA Jan 17, 2021 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T) ଭି.କେ. ପାଣ୍ଡିଆନ୍ ରବିବାର ସକାଳୁ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଜଧାନୀର ୫ଟି ବିଦ୍ୟାଳୟ ବୁଲି ଦେଖିଛନ୍ତି 5T ସଚିବ । ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍… Read More...
National ଦେଶର ଷ୍ଟାର୍ଟଅପଗୁଡ଼ିକୁ ପ୍ରାରମ୍ଭିକ ପାଣ୍ଠି ଉପଲବ୍ଧ କରିବାକୁ ୧ ହଜାର କୋଟିର ଏକ ସିଡ୍ ଫଣ୍ଡ ଘୋଷଣା କଲେ… OPA Jan 16, 2021 0 ନୂଆଦିଲ୍ଲୀ : ଦେଶର ଷ୍ଟାର୍ଟଅପଗୁଡ଼ିକୁ ପ୍ରାରମ୍ଭିକ ପାଣ୍ଠି ଉପଲବ୍ଧ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧ ହଜାର କୋଟିର ଏକ ସିଡ୍ ଫଣ୍ଡ ଘୋଷଣା କରିଛନ୍ତି । ଏହା ସହିତ ଷ୍ଟାର୍ଟଅପ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର… Read More...
Bignews କରୋନା ଟିକାକରଣ : ରାଜ୍ୟରେ ପ୍ରଥମ ଦିନର ଟିକାନେଲେ ମୋଟ ୧୩ ହଜାର ୨୯୨ ଜଣ ଲୋକ OPA Jan 16, 2021 0 ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଦିନରେ ନିର୍ଦ୍ଧାରିତ ଲକ୍ଷ୍ୟର ୮୧ ପ୍ରତିଶତ ଟିକାକରଣ ହୋଇଛି। ଆଜି ରାଜ୍ୟରେ ମୋଟ ୧୩ ହଜାର ୨୯୨ ଜଣ ଲୋକ କରୋନା ଟିକା ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ୧୬ ହଜାର ୩୧୬ ଜଣଙ୍କୁ ଟିକା… Read More...
National କରୋନା ଟିକାକରଣ : ଦେଶରେ ପ୍ରଥମ ଦିନର ଟିକାନେଲେ ୧.୬୫ ଲକ୍ଷ ଲୋକ OPA Jan 16, 2021 0 ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ଟିକାକରଣର ସମ୍ପୂର୍ଣ୍ଣ ତଥ୍ୟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଟିକାକରଣ ଅଭିଯାନର ପ୍ରଥମ ଦିନରେ ଦେଶରେ ପ୍ରାୟ ୧ ଲକ୍ଷ ୬୫… Read More...
Odisha ଚେନ୍ନାଇରୁ ପଅୁର ଶବ ଫେରି ପାଇଲେ କଷ୍ଣ୍ରି।ଙ୍କ ପରିବାର : ‘ଓଡିଶା ମୋ ପରିବାର’ର ସହଯୋଗ ପାଇଁ ଦେଲେ କତୃଜ୍ଞତା OPA Jan 16, 2021 0 ଭୁବନେଶ୍ୱର : ଚେନ୍ନାଇରେ ପୁଅର ମୃତ୍ୟୁ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର । ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶକ୍ଷିତ, ଗରିବ ପରିବାର ପକ୍ଷରେ ସମ୍ଭବ ନଥିଲା । ଗାଁରେ… Read More...
Odisha ଟିକା ନେବା ପରେ ମତାମତ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OPA Jan 16, 2021 0 ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ନେଇ ଟିକାକରଣ। ସକାଳ ୧୦ଟା ୩୦ ମିନିଟରେ ହୋଇଥିଲା ଟିକାକରଣ। ରାଜ୍ୟର ୧୬୧ଟି କେନ୍ଦ୍ରରେ ସ୍ୱସ୍ଥ୍ୟକର୍ମୀ ନେଉଛନ୍ତି ଟିକା। ତେବେ ଟିକାକରଣ ଆରମ୍ଭ ହେବା ପରେ ଟିକା ନେଇଥିବା… Read More...
Odisha ପୁଣି ନବୀନ ଦେଶର ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ : ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ନେତା ଓ କର୍ମୀଙ୍କ ଶୁଭେଚ୍ଛା OPA Jan 16, 2021 0 ଭୁବନେଶ୍ୱର: ନବୀନ ପୁଣି ନମ୍ବର ୱାନ୍ । ଦେଶର ସବୁଠୁ ଭଲ ଆଉ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭରୁ ଏହା ଜଣାପଡ଼ିଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା… Read More...
Odisha ଆସନ୍ତା ଶିକ୍ଷା ବର୍ଷ ଠାରୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମରେ ହେବ ନାମ ଲେଖା: ଗଣଶିକ୍ଷା ମନ୍ତ୍ରୀ OPA Jan 16, 2021 0 ଭୁବନେଶ୍ବର: ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବାଣିଜ୍ୟ ଷ୍ଟ୍ରିମ୍ରେ ନାମଲେଖା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ଆଦର୍ଶ ବିଦ୍ୟାଳୟର ସଫଳତା ପରେ… Read More...
Corporate ତୈଳ ଓ ଗ୍ୟାସ ସଚେତନତା ଅଭିଯାନ ସକ୍ଷମ ୨୦୨୧ ଉଦଘାଟିତ OPA Jan 16, 2021 0 ଭୁବନେଶ୍ୱର : ଇଣ୍ଡିଆନ ଅଏଲ (ଆଇଓସିଏଲ) ର ସକ୍ଷମ ହେଉଛି ଏକ ମହତପୂଣ୍ଣ ର୍ର୍ିକ କାର୍ଯ୍ୟକ୍ରମ ଯାହାକି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଭାରତ ସରକାର ଏବଂ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ… Read More...