ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ ହେବ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି

ଭୁବନେଶ୍ୱର: ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ…
Read More...

ଦଶମ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ଅନୁରୋଧ

ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ । ଏଭଳି ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବି ରଞ୍ଜନ ତ୍ରିପାଠି। ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖି…
Read More...

ସୋଆ ଏନ୍‌ଏସ୍‌ଏସ୍‌ର ବାର୍ଷିକ ଅଧିବେଶନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍ ଶାଖାର ୨୦୨୦-୨୧ ବର୍ଷ ନିମନ୍ତେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

“ନର ସେବା ହିଁ ନାରାୟଣ ସେବା”ମନ୍ତ୍ରରେ ଗରିବଙ୍କ ଜୀବନରେ ମୂଳଭୁତ ପରିବର୍ତନ ଆଣିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ…

କଟକ  : ପଣ୍ଡିତ ଗୋପବନ୍ଧୁ ଦାସଙ୍କ “ନର ସେବା ହିଁ ନାରାୟଣ ସେବା” ବିଚାରକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ଜୀବନରେ ମୂଳଭୁତ ପରିବର୍ତନ ଆଣିବାର ଲକ୍ଷ୍ୟ ରଖିଛନ୍ତି ବୋଲି ମଙ୍ଗଳବାର କଟକ ଜିଲ୍ଲାର…
Read More...

ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ – ଧର୍ମେନ୍ଦ୍ର ପ୍ରଧାନ

କଟକ/ମାହାଙ୍ଗା :  କଟକ ମାହାଙ୍ଗା ଅଂଚଳରେ ସର୍ବଦା ଗରିବଙ୍କ ସେବା କରୁଥିବା ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଏହି ଦିବଙ୍ଗତ ନେତାଙ୍କ ଶ୍ରଦ୍ଧାଞ୍ଜଳି…
Read More...

ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା: କେନ୍ଦୁପତ୍ର ତୋଳାଳିଙ୍କୁ ୯୨.୩୭ କୋଟି ଟଙ୍କାର ବୋନସ୍‌

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳି ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮…
Read More...

ମାହାଙ୍ଗା ହତ୍ୟାକାଣ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ଭିକାରୀ ସ୍ବାଇଁ ରାଉରକେଲାରରୁ ଗିରଫ

ମାହାଙ୍ଗା: ମାହାଙ୍ଗା ନୃତ୍ତାଙ୍ଗ ହତ୍ୟାକାଣ୍ତରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ‌ସ୍ବାଇଁଙ୍କୁ ରାଉରକେଲାରୁ ଆଜି ପୁଲିସ ଗିରଫ…
Read More...

୧୬ ତାରିଖରୁ ଆରମ୍ବ ହେବ ଦେଶରେ ଟିକାକରଣ ଅଭିଯାନ, ୩ କୋଟି ସ୍ବାସ୍ଥ୍ୟକର୍ମୀ ନେବେ ମାଗଣାରେ ଟିକା

ଭୁବନେଶ୍ବର :  ଆସନ୍ତା ୧୬ ତାରିଖରୁ ଆରମ୍ବ ହେବ ଦେଶରେ ଟିକାକରଣ ଅଭିଯାନ। ଏହା ପୂର୍ବରୁ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ସେରମ ଇନଷ୍ଟିଚ୍ୟୁଟକୁ…
Read More...