‘ଓଡ଼ିଶା ମିଲେଟ୍ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ନିତି ଆୟୋଗଙ୍କ ଦ୍ୱାରା ପ୍ରଶଂସିତ

ଭୁବନେଶ୍ୱର: ନିତି ଆୟୋଗ, ଭାରତ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନେ ଆପଣେଇଥିବା ଉତ୍ତମ କାର୍ଯ୍ୟକ୍ରମ ସମୁଚିତ ରିପୋର୍ଟ ‘ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି’ରେ…
Read More...

ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରୂପାନ୍ତରର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ । ଅବ୍ୟବହୃତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣୀୟ କେନ୍ଦ୍ର…
Read More...

ଜାନୁଆରି ୮ ସୁଦ୍ଧା ଟିକାଦାନ କେନ୍ଦ୍ର ଚୂଡ଼ାନ୍ତ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆସନ୍ତା ୮ ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗର ନିଗମଗୁଡ଼ିକୁ…
Read More...

ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାରଙ୍କ ଜିରୋ ଟଲେରାନ୍ସ ନୀତି: ବିଜେଡି

ଭୁବନେଶ୍ୱର : ରାଜନୈତିକ ହିଂସା କ୍ଷେତ୍ରରେ ଓଡିଶା ସରକାର ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛନ୍ତି । ଅନ୍ୟ ରାଜ୍ୟରେ ଶାସନ କରୁଥିବା ଦଳଗୁଡିକ ବ୍ୟାପକ ରାଜନୈତିକ ହିଂସାରେ ମାତି ଥିବାରୁ ସେମାନେ ଓଡିଶା ସରକାରଙ୍କୁ…
Read More...

ସ୍ୱାଧୀନତାପ୍ରାପ୍ତିର ୭୪ବର୍ଷରେ ବି ହାସଲ ହୋଇନି ମହାତ୍ମାଙ୍କ ସ୍ୱପ୍ନ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରମାର ଘୋଷିତ ପ୍ରତିଶ୍ରୁତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ସ୍ୱାଧୀନତାପ୍ରାପ୍ତିର ୭୪ବର୍ଷରେ ବି ହାସଲ ହୋଇପାରି ନାହିଁ । ଗାନ୍ଧୀ ବିଚାର ବିଶ୍ୱରେ…
Read More...

ଏହି ମାସ ଶେଷ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର :  ଡିସିଜିଆଇ ଦୁଇଟି ଟିକାକୁ ଅନୁମୋଦନ ଦେବା ପରେ ଟିକାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ କଥା ହୋଇଥିବାରୁ ଓଡିଶା ଭଗ୍ୟରେ ଆଗ ଟିକା ପଡିପାରେ…
Read More...

ଆଲିବାବା ପ୍ରତିଷ୍ଠାତା ତଥା ବିଶିଷ୍ଟ ଚୀନ୍‌ ବ୍ୟବସାୟୀ ଜ୍ୟାକ୍‌ ମା ନିଖୋଜ

ନୂଆଦିଲ୍ଲୀ : ଆଲିବାବା ପ୍ରତିଷ୍ଠାତା ତଥା ବିଶିଷ୍ଟ ଚୀନ୍‌ ବ୍ୟବସାୟୀ ଜ୍ୟାକ୍‌ ମା ନିଖୋଜ । ଅକ୍ଟୋବରରେ ଜିନପିଙ୍ଗ ସରକାରକୁ ଖୁଲମଖୁଲା ଟାର୍ଗେଟ୍‌ କରିବା ପରେ ଦୁଇ ମାସ ହେବ ଜ୍ୟାକ୍‌ଙ୍କର ପତ୍ତା ମିଳୁନି । ତେଣୁ ଚାଇନାରେ…
Read More...

ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ ମିଳିବ ସରକାରୀ ଯୋଜନାର ଲାଭ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ସୁରତ ଗସ୍ତ କରି ସେଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍‌ଘାଟନ କରିବା ସହ ଏହି କେନ୍ଦ୍ର ସହରରେ କାମ କରୁଥିବା ସବୁ ପ୍ରବାସୀ ଓଡିଆଙ୍କ ସମେତ ଲକ୍ଷାଧିକ…
Read More...

ଗୁଜୁରାଟର ହାଜରାରୁ ପାରାଦୀପକୁ ଜାହାଜରେ ଆସିବ ଇଣ୍ଡିଆନ୍‌ ଅଏଲର ଏମଇଜି ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ…

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ହାଜରା ଠାରୁ ଇଣ୍ଡିଆନ ଅଏଲର ବୃହତ ଏମଇଜି(ମୋନୋ ଏଥିଲିନ ଗ୍ଲାଇକୋଲ) ପ୍ଲାଂଟ୍ ପାଇଁ ପାରାଦୀପ ପର୍ଯ୍ୟନ୍ତ ଜାହାଜ ଯୋଗେ ଗୁରୁତ୍ୱପୂର୍ଣ୍ଣ…
Read More...

ଅନୁଗୁଳ ନାଲକୋ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର…
Read More...