Bignews କଟକରୁ ଏକ କୁଇଣ୍ଟାଲ ସିନ୍ଥେଟିକ୍ ପନୀର୍ ଜବତ OPA Dec 30, 2020 0 କଟକ: କଟକରେ ସିନ୍ଥେଟିକ୍ ପନୀର୍। କୋଲକାତାରୁ କଟକ ପ୍ରତିଦିନ ଆସୁଛି ଏହିଭଳି ଅପମିଶ୍ରିତ ପନୀର୍। କଟକ ଓଏମପି ନିକଟରୁ ଏକ କୁଇଣ୍ଟାଲ ପନୀର୍ ଜବତ ସହ ଜଣେ ବ୍ୟକ୍ତିଙ୍କୁ କଟକ ଚାଉଳିଆଗଂଜ ପୁଲିସ ଜବତ କରିଛି। ମୋବାଇଲ… Read More...
Politics ମୋଦି ସରକାର ନୂଆ କୃଷିନୀତି ବାତିଲ୍ କରନ୍ତୁ ଏବଂରାଜ୍ୟ ସରକାର ପଞ୍ଜାବ ଓ କେରଳ ପରି ବିଲ୍ ଆଣିବାକୁ କଂଗ୍ରେସର ଦାବି OPA Dec 30, 2020 0 ଭୁବନେଶ୍ୱର : ମୋଦି ସରକାରଙ୍କ ଦ୍ୱାରା ପ୍ରବର୍ତିତ ୩ଟି ଯାକ ନୂଆ କୃଷି ଆଇନ୍ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି କଳା ଆଇନ୍ଗୁଡିକୁ କାଳବିଳମ୍ବ ନକରି ପ୍ରତ୍ୟାହାର… Read More...
Odisha ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ OPA Dec 29, 2020 0 ଭୁବନେଶ୍ବର : ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କୁ ସାକ୍ଷାତ କରିଛନ୍ତି। ସନ୍ଧ୍ୟାରେ ଶ୍ରୀ ମୁର୍ମୁ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ… Read More...
Bignews ୩ IPS ଅଧିକାରୀଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର OPA Dec 29, 2020 0 ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏଥିସହ ଆଇପିଏସ୍ ଅଧିକାରୀ ସଞ୍ଜୟ କୁମାର ସିଂଙ୍କୁ… Read More...
Corporate ଇଣ୍ଡିଆନ ଅଏଲର ୮ଟି ବିଶୋଧନାଗାର ରିମୋଟ୍ ମନିଟରିଂରେ ହେବ ଟ୍ରାକିଂ – ଧର୍ମେନ୍ଦ୍ର ପ୍ରଧାନ OPA Dec 29, 2020 0 ଭୁବନେଶ୍ୱର : ହାଇଦ୍ରାବାଦ୍ ଠାରେ ଯୌଥଉଦ୍ୟୋଗ ବିଜିଜିଟିଏସ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଅଏଲର ରିମୋଟ ମନିଟରିଂ ଏବଂ ଅପରେସନ ସେଂଟରକୁ ମଙ୍ଗଳବାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ… Read More...
Bignews ‘ଖୁସି’ ସଫ୍ଟୱେୟାର ଉନ୍ମୋଚିତ OPA Dec 29, 2020 0 ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅନ୍ୟତମ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଖୁସି ଯୋଜନାର ସଠିକ କାର୍ଯ୍ୟକାରିତା ଉପରେ ନଜର ରଖିବ ଅନଲାଇନ୍ ପୋର୍ଟାଲ । ଏହି ପୋର୍ଟାଲକୁ ମଙ୍ଗଳବାର ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର… Read More...
Politics ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା… OPA Dec 29, 2020 0 ଭୁବନେଶ୍ୱର : ରାଜ୍ୟର ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ମେଡିକାଲ ଓ ଇଞ୍ଜିନିୟରିଂରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଏକ ଐତିହାସିକ ନିଷପତ୍ତି । ଏହା ଦ୍ୱାରା ସରକାରୀ ସ୍କୁଲରେ ପାଠ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀ… Read More...
Politics ବିଜେପିକୁ ବିଜେଡିର ଜବାବ : ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିରେ ବିଜେପି ଭୟଭୀତ- ଏଲିନା OPA Dec 29, 2020 0 ଭୁବନେଶ୍ୱର : ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ମେଡିକାଲ ଓ ଇଞ୍ଜିନିୟରିଂରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ବିଜେପିର ସମାଲୋଚନାର କଡା ଜବାବ ଦେଇଛି ବିଜେଡି । ସାରା ରାଜ୍ୟରେ ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କ ଏହି… Read More...
Odisha ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ : ‘ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି… OPA Dec 29, 2020 0 ଭୁବନେଶ୍ୱର : ଫସଲ ଉତ୍ପାଦନରେ ବିବିଧିକରଣ କରାଯାଇ ଡାଲି ଓ ତୈଳବୀଜ ପରି ଅର୍ଥକରୀ ଫସଲ ଚାଷ କରାଗଲେ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ । ସମନ୍ୱିତ କୃଷି ସଂପର୍କରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହିତ… Read More...
Politics ମା ‘ତାରିଣୀ ମନ୍ଦିର ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ OPA Dec 29, 2020 0 ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ପ୍ରତି ଗୁରୁତ୍ୱ ପ୍ରଦାନ କରି ଦୀର୍ଘ ୯ ମାସ ଧରି ବିଭିନ୍ନ ମନ୍ଦିର ଓ ଧାର୍ମିକ ପୀଠ ବନ୍ଦ ରହିଛି । ବର୍ତମାନ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ… Read More...