ଓଡିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କାରୁ ବଂଚିତ କରାଯାଉଛି – ଧର୍ମେନ୍ଦ୍ର ପ୍ରଧାନ

ଢ଼େଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ କୃଷି କ୍ଷେତ୍ରରେ ବିପୁଳ ଆର୍ôଥକ ଅନୁଦାନ ଏବଂ ସହାୟତା ଦେଉଥିବା ବେଳେ ରାଜ୍ୟରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କାକୁ ଦେବାର ବଞ୍ଚିତ କରାଯାଉଛି ବୋଲି…
Read More...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୭୧ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ୩୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୪୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...

ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ : ସଶକ୍ତ ମହିଳା ସମାଜ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ – ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ରାଜ୍ୟ ବିଜେଡି ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳତି ହେଉଛି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି…
Read More...

ସବୁ ନେତା ଓ କର୍ମୀ ଦୈନିକ ୨ରୁ ୩ ଘଣ୍ଟା ଦଳ ପାଇଁ କାମ କଲେ ଦଳ ଆହୁରୀ ଆଗକୁ ବଢି ଲୋକଙ୍କ ପାଇଁ କାମ କରିବ : ପ୍ରଣବ…

ଭୁବନେଶ୍ୱର : ଏକଦା ଓଡିଶାକୁ ତଳିତଳାନ୍ତ କରି ରଖିଥିଲା ଦୁର୍ନୀତି ରୂପକ ବ୍ୟାଧି । ସେଇ ବ୍ୟାଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଦମନ କରିଛନ୍ତି ଓ କରି ଚାଲିଛନ୍ତି । ସେଇ କାମକୁ ମୁଖ୍ୟମନ୍ତ୍ରୀ ହେବା ପରେ ସେହିଁ…
Read More...

ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର  : ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ର ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ…
Read More...

ଓଡିଶାର ସମସ୍ତ ଯୋଗ୍ୟଚାଷୀଙ୍କୁ ମିଳିବ ପିଏମ୍ କିଷାନ ସହାୟତା ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ

ଜଗତସିଂହପୁର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ସମେତ ଭାରତବର୍ଷର ୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଭଳି…
Read More...

ମହାଗିରି ଖଣି ଅଞ୍ଝଳରେ ଇମ୍ଫାର ପିଟ୍ ହେଡ୍ କମ୍ପେ୍ଲକ୍ସ୍ ଉଦଘାଟିତ

ଭୂବନେଶ୍ୱର :   ମହାଗିରି ଖଣି ଅଞ୍ଝଳରେ ନୂତନ ନିର୍ମିତ ପିଟ୍ ହେଡ୍‌ କମ୍ପେ୍ଲକ୍ସ୍‌କୁ ଇମ୍ଫାର ମୂଖ୍ୟ ପରି∙ଳକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଇଣ୍ଟରନେଟ୍ ମାଧ୍ୟମରେ ଉଦଘାଟନ କରିଥିଲେ । ଉପ ସଭାପତ (ଖଣି), ଶ୍ରୀ ସୁଧାଂଶୁ…
Read More...

ଅଟଳଜୀଙ୍କ “ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ” ବାକ୍ୟ ଥିଲା ସୁଶାସନ ଏବଂ ଓଡିଶା ପାଇଁ ଦାୟିତ୍ୱ…

ଜଗତସିଂହପୁର :  ୧୯୯୯ ମହାବାତ୍ୟା ସମୟରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ଅଟଳଜୀ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କାଳଜୟୀ ବାକ୍ୟ କହିଥିଲେ । ଏହା…
Read More...

ବିଜେପି ପଦଯାତ୍ରାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା…

ଭୁବନେଶ୍ୱର : ନୟାଗଡରେ ବିଜେପିର ପରୀ ପଦଯାତ୍ରାରେ ନନ୍ଦିଘୋଷ ଡିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପତିକ୍ରିୟା ରଖିଛନ୍ତି ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କାର୍ଯ୍ୟରତ ଗମଣାଧ୍ୟ ପ୍ରତିନିଧିଙ୍କ…
Read More...

ସପ୍ତଶଯ୍ୟା ଉତ୍ସବ-୨୦୨୦ ଉଦ୍‌ଘାଟିତ

ଭୁବନେଶ୍ୱର : ଆଜି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଦେବାଂଶୀ ଡ୍ୟାନ୍‌ସ ଏକାଡେମୀର ଭୁବନେଶ୍ୱର ଶାଖା ତରଫରୁ ସପ୍ତଶଯ୍ୟା ଉତ୍ସବ-୨୦୨୦ର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ସୁର୍ ଭାଇବ୍ରେସନ ଷ୍ଟୁଡିଓ,ଭୁବନେଶ୍ୱର…
Read More...