Crime ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ : ଆକାଶ ପାଠକ ଆମର କର୍ମଚାରୀ ନୁହେଁ OPA Dec 5, 2020 0 ଭୁବନେଶ୍ୱର: ଆଇଏଏଫ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଆମର କର୍ମଚାରୀ ନୁହେଁ। ଟ୍ରାଭେଲ୍ ଏଜେନ୍ସି ସ୍କାଏ କିିଙ୍ଗ ସହ ଆମର କୌଣସି ବ୍ୟାବସାୟିକ ସଂପର୍କ ନାହିଁ ବୋଲି ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।… Read More...
Bignews “ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ “ OPA Dec 5, 2020 0 ଭୁବନେଶ୍ଵର : ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଯାହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ଏହି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ପରାମର୍ଶଦାତା ଡାକ୍ତର ଜୟନ୍ତ… Read More...
Bignews ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ କଲେ ରାଜ୍ୟ ସରକାର OPA Dec 5, 2020 0 ଭୁବନେଶ୍ଵର : ଆଉ କିଛି ସପ୍ତାହର ଅପେକ୍ଷା ପରେ ଦେଶରେ କରୋନା ଟିକା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହୋଇଯିବ। ଭ୍ୟାକ୍ସିନ ଆସିଲେ ଏହା ତୃଣମୂଳ ସ୍ତରରୁ ସବୁ ବର୍ଗ ପର୍ଯ୍ୟନ୍ତ କେମିତି ବିତରଣ ତାକୁ ନେଇ କେନ୍ଦ୍ର ସରକାରଙ୍କଠୁ… Read More...
Crime ସରିଲା ରିମାଣ୍ଡ : ଜେଲ ଗଲେ ପାଠକ ବାପା-ପୁଅ OPA Dec 5, 2020 0 ଭୁବନେଶ୍ବର: ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପାଠକ ବାପ-ପୁଅଙ୍କୁ ଭୁବନେଶ୍ବର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ଏବେ ଦୁହିଁଙ୍କୁ ଜେଲ ପଠାଯାଇଛି। ଜେଲ ଯିବା ପୂର୍ବରୁ ଆଇଏଫଏସ ଅଧିକାରୀ… Read More...
Bignews କଟକ ଏସସିବି ମେଡିକାଲ ହେବ ବିଶ୍ୱସ୍ତରୀୟ : ଏସସିବି ପାଇଁ ୨ ୱେବସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ OPA Dec 5, 2020 0 ଭୁବନେଶ୍ୱର: : କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଏଥିପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ମଧ୍ୟ ସହଯୋଗ ନିଆଯାଇଛି । 5-T ବିଭାଗ ଅଧିନରେ ମେଡିକାଲ କଲେଜର ରୂପାନ୍ତରଣ… Read More...
Politics ଭାରତ ବନ୍ଦକୁ ରାଜ୍ୟ କଂଗ୍ରେସର ସମର୍ଥନ OPA Dec 5, 2020 0 ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି। ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି… Read More...
Bignews ୧୦ରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ OPA Dec 5, 2020 0 ନୂଆଦିଲ୍ଲୀ: ଚଳିତମାସ ୧୦ ତାରିଖରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦଗୃହର ଶିଳାନ୍ୟାସ ଓ ଭୂମିପୂଜନ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶନିବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ… Read More...
Odisha ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୬ ତାରିଖ ଦିନ ଦିଦାୟୀ ଓ ମହାଲି ଜନଜାତିଙ୍କର ଜୀବନଶୈଳୀ… OPA Dec 5, 2020 0 ଭୁବନେଶ୍ୱର : କୋଭିଡ୍ ପରିପ୍ରେକ୍ଷୀରେ ଏସ୍ସିଏସ୍ଟିଆର୍ଟିଆଇଠାରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ… Read More...
Odisha ‘ମୃତ୍ତିକାର ସ୍ୱାସ୍ଥ୍ୟ ପରିଚାଳନା ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ’ : ମନ୍ତ୍ରୀ ଡ. ସାହୁ OPA Dec 5, 2020 0 ଭୁବନେଶ୍ୱର : ମାଟି ସମସ୍ତ ଜୀବଜଗତ ଓ ଉଦ୍ଭିଦଜଗତର ପ୍ରାଣସତ୍ତାର ଆଧାର । ସଠିକ୍ ଯନି ନନେଲେ ଏହା ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଚାଷକାର୍ଯ୍ୟ ପାଇଁ ଅନୁପଯୋଗୀ ହୋଇଯାଏ । ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ୧ ଇଞ୍ଚ ମାଟି… Read More...
Odisha ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନର ଭୂମିକା ମହତ୍ୱପୂର୍ଣ୍ଣ -ଧର୍ମେନ୍ଦ୍ର ପ୍ରଧାନ OPA Dec 5, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ଶନିବାର ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ - ଖଣିଜ ଏବଂ ପଦାର୍ଥ… Read More...