ସ୍କୁଲ ମିଶ୍ରଣ ନିୟମ ବଦଳିଲା : ସିଡ୍ୟୁଲ ଅଂଚଳରେ ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ହେବ -ଗଣଶିକ୍ଷା ମନ୍ତ୍ରୀ…

ଭୁବନେଶ୍ୱର : ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ୨୦ ନୁହେଁ ଏଣିକି ସିଡ୍ୟୁଲ ଅଂଚଳରେ ୧୫ରୁ କମ୍ ପିଲା ଥିବା ସ୍କୁଲର…
Read More...

୨୦୧୭ରୁ ନୀତି ଆୟୋଗ ସ୍କୁଲ ମିଶ୍ରଣ ପାଇଁ କହିଛି : ପ୍ରତାପ ଦେବ

ଭୁବନେଶ୍ୱର : ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ମୋସନ ଆଲୋଚନା ସମୟରେ ବିରୋଧୀଙ୍କ ଆରୋପର ଜବାବ ରନ୍ଥିଲେ ବିଜେଡି ବିଧାୟକ ପ୍ରତାପ ଦେବ । ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ବିଜେଡି ବିଧାୟକ…
Read More...

ରାଜ୍ୟସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତି ଆତ୍ମଘାତୀ ସଦୃଶ୍ୟ : ବିଷ୍ଣୁ ସେଠୀ

ଭୁବନେଶ୍ୱର : ପାଠ ପଢିବା ପିଲାମାନଙ୍କର ମୌଳିକ ଅଧିକାର । କିନ୍ତୁ ରାଜ୍ୟସରକାର ଏଠି ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବା ପାଇଁ ପ୍ରୟାସ କରୁଛନ୍ତି ।…
Read More...

ମଡର୍ଣ୍ଣା କୋଭିଡ ଟିକା ଗୋଟେ ଡୋଜର ଦାମ  ୧୮୫୫-୨୭୫୫ ଟଙ୍କା

ନୂଆଦିଲ୍ଲୀ: ମଡର୍ଣ୍ଣା କୋଭିଡ ଟିକା ଗୋଟେ ଡୋଜର ଦାମ  ୧୮୫୫-୨୭୫୫ ଟଙ୍କା । ଟିକାର ଦାମ ବିଷୟରେ ମଡର୍ଣ୍ଣାର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଫେନ୍ ବାନସେଲ ସୂୂଚନା ଦେଇଛନ୍ତି। ଜର୍ମାନ ସାପ୍ତାହିକ ୱେଲ୍ଟ ଆମ୍ ସୋନଟାଗ୍…
Read More...

ରାଜ୍ୟରେ ଆଜି ୯୦୫ ଆକ୍ରାନ୍ତ କରୋନାରୁ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୮୧୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଆୟୁର୍ବଦେ ଡାକ୍ତରଙ୍କୁ ର୍ସଜରୀ ଅନୁମତି, IMA ବିରୋଧ

ନୂଆଦିଲ୍ଲୀ: ର୍ସଜରୀ କରିବେ ଆୟୁର୍ବଦେ ଡାକ୍ତର । କନେ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଚିକିତ୍ସା ସଂଘ (IMA) ବିରୋଧ କରିବା ଆରମ୍ଭ କରିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ଚୋର ଦ୍ୱାର ଦେଇ ପଶିବା କହିଛି ।…
Read More...

ସହଦେବଖୁଣ୍ଟା ଅଡର ବଜାରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ମୁନ୍ନା ଖାନ ଗିରଫ

ବାଲେଶ୍ବର : ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ। ମିଳିଥିବା ସୂଚନା ମୁତାବକ,୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଏବଂ ୨୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ପୋଲିସ। ସହଦେବଖୁଣ୍ଟା ପୋଲିସ୍ ଅଡର ବଜାର ନିକଟରେ…
Read More...

ମିଳିତ ମଂଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସଂସଦରେ ଆଣିଥିବା ଶ୍ରମକୋର୍ଡକୁ ବାତିଲ, କୃଷକ ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସଂପତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ତା ୨୬.୧୧.୨୦୨୦…
Read More...

୪୮ଘଣ୍ଟାରେ ଲଘୁଚାପ ନେବ ଅବପାତର ରୂପ : ଆସନ୍ତାକାଲିଠୁ ଓଡ଼ିଶାରେ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା

ଭୁବନେଶ୍ଵର : ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ। ୪୮ଘଣ୍ଟାରେ ନେବ ଅବପାତର ରୂପ। ଆଗାମୀ ୪୮ଘଣ୍ଟାରେ ଆଉରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଭାବରେ ୨୫ତାରିଖରେ ଦକ୍ଷିଣ ଓଡିଶାରେ…
Read More...