ପଡୋଶୀ ରାଜ୍ୟ ଏବଂ ଓଡିଶା ମଧ୍ୟରେ ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଓଡିଶା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦକୁ ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଷ ବୁଝାମଣା…
Read More...

ମଣ୍ଡଳ ସ୍ତରରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବ ବିଜେପି

ଭୁବନେଶ୍ୱର : ବିଜେପି ଏକ ଭିନ୍ନ ରାଜନୈତିକ ଦଳ । ଆର୍ଦଶ, ବିଚାର, ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାର କ୍ୟାଡର ଭିତିକ ଦଳ । ସଙ୍ଗଠନ ନିର୍ବାଚନ ସହ ପଦାଧିକାରୀ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ବର୍ଗ ମାଧ୍ୟମରେ ପ୍ରଶିକ୍ଷିତ…
Read More...

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି : ବିନା ପ୍ରଶ୍ନକାଳରେ ଦୈନିକ ସାଢେ ଚାରିଗଣ୍ଟା ଚାଲିବଗୃହ

ଭୁବନେଶ୍ୱର : ବିନା ପ୍ରଶ୍ନକାଳରେ ଦୈନିକ ସାଢେ ଚାରିଗଣ୍ଟା ଚାଲିବଗୃହ । ବିଧାନସଭାରେ ଏଥର ବି ରହିବନି ପ୍ରଶ୍ନକାଳ । ଦିନକୁ ସାଢେ ୪ ଘଣ୍ଟା ଚାଲିବ ଗୃହ । ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ବାଚସ୍ପତି ।…
Read More...

ସ୍ବାସ୍ଥ୍ୟ କର୍ମୀଙ୍କ ସହିତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକା ପ୍ରଦାନରେ…

ଭୁବନେଶ୍ବର : କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ…
Read More...

ପୁରୀ ପରିଚିତିକୁ ନେଇ ଲେଖାଶ୍ରୀଙ୍କ ବୟାନ ପ୍ରସଙ୍ଗ : ଲେଖାଶ୍ରୀଙ୍କ ସାଥ ଦେଲେନି ନିଜେ ସମ୍ବିତ ପାତ୍ର

ପୁରୀ : ପୁରୀର ପରିଚିତି ଓ ବିଜେପି ରଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ବିଭିନ୍ନ ସଂଙ୍ଗଠନ ପକ୍ଷରୁ…
Read More...

ଲେଖାଶ୍ରୀଙ୍କ ବୟାନ ବିବାଦ : ବଢୁଛି ପ୍ରତିବାଦ,କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ପୁରୀ ସଂପର୍କୀତ ବୟାନ ଦେଇ ବିବାଦୀୟ ହୋଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ବିବାଦ ଥମୁନି । ଏ ଅପମାନକୁ ନେଇ ଗାଁରୁ ସହର ସବୁଠି ତାତି, ବିକ୍ଷୋଭ, ନାରାବାଜି ଓ କୁଶ ପୁତ୍ତଳିକା ଦାହ ।…
Read More...

ରାଜ୍ୟରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୩ ଲକ୍ଷ ଅତିକ୍ରମ କରିଥିବା ବେଳେ ଆଜି ରାଜ୍ୟରେ ୧ ହଜାର ୩୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…
Read More...

ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର : ନାଗାର୍ଜୁନ ବେଶ ଶେଷ କରିବାକୁ ଚାଲିଛି…

ପୁରୀ : ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର | ଏଥିସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶୃଙ୍ଖଳିତ ଭବେ ଶେଷ କରିବାକୁ ଚାଲିଛି ପ୍ରସ୍ତୁତି । ତେବେ କରୋନା ଯୋଗୁଁ ପ୍ରଭାବିତ ହୋଇଛି ଶ୍ରୀମନ୍ଦିରର…
Read More...

ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ ଆରମ୍ଭ

ଭୁବନେଶ୍ବର : ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ ଆରମ୍ଭ ହେବ।୧୮ ବର୍ଷ ହୋଇଥିଲେ ଭୋଟ ପାଇଁ ପଞ୍ଜିକରଣ କରିପାରିବେ। ଫର୍ମ-୬ରେ ଆବେଦନ କରିବାକୁ ପରାମର୍ଶ କରିପାରିବେ। ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ…
Read More...

ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାକିସ୍ତାନକୁ ଟାର୍ଗେଟ୍

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀରେ  ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଦେଶଗୁଡ଼ିକୁ ଉତ୍ତରଦାୟୀ କରାଯାଉ ବୋଲି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରିକ୍ସ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ…
Read More...