ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା : ପୋଲିସ୍ ଏବଂ ସାଇଣ୍ଟିଫିକ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ

ବଲାଙ୍ଗୀର : ପାଟଣାଗଡରେ ଏକ ଗଣହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ କି ଦୁଇ ଜଣ ନୁହଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ବଲାଙ୍ଗୀର ପାଟଣାଗଡ଼…
Read More...

ସୋଆ ଏନ୍‌ଏସ୍‌ଏସ୍‌ର ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ର ଏନ୍‌ଏସ୍‌ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଆ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ…
Read More...

ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୟୀଙ୍କୁ ଦେଲେ ଶୁଭେଛା

ଭୁବନେଶ୍ୱର: ବାଲେଶ୍ୱର ସଦରଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୟୀ ହେବା ପରେ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ବିଜୟୀ ହୋଇଥିବା ସ୍ୱରୂପ ଦାସ ଏବଂ ବିଜୟ ଶଙ୍କର…
Read More...

ନବୀନଙ୍କ କ୍ରେଜ୍ : ବିଜେଡି ବଳ ଆଗରେ ବିରୋଧୀ ଚିତପଟାଙ୍ଗ୍‌

ଭୁବନେଶ୍ୱର : ବିଜେପିରୁ ହେଉ କି ପାଟକୁରା । ତିର୍ତ୍ତୋଲ ହେଉ କି ବାଲେଶ୍ୱର ସଦର । ସବୁବେଳେ ସବୁଠି ନବୀନଙ୍କ କ୍ରେଜ । ନବୀନଙ୍କ ଉପରେ ଲୋକଙ୍କ ଭରସା ଅତୁଟ ଅଛି । ଏକଥା ଥରେ ନୁହେଁ ବାର ବାର ପ୍ରାମାଣିତ ହେଉଛି । ଆଉ…
Read More...

ତିର୍ତ୍ତୋଲରେ ପୁଣି ବିଜେଡିର ବାଜିମାତ : ବିଜେପିକୁ ହାରାଇ ବିଜୟ ଶଙ୍କର ବିଜୟୀ

ଭୁବନେଶ୍ୱର :  ତିର୍ତ୍ତୋଲରେ ପୁଣି ବାଜିମାତ କରିଛି ବିଜେଡି । ପୂର୍ବତନ ବିଧାୟକ ବିଷ୍ଣୁତରଣ ଦାସଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହି ଆସନରେ ବିଜୟ ଶଙ୍କର ନିଜର ନିକଟତମ…
Read More...

ବିଜେପି ପାରିଲାନି, ବାଲେଶ୍ୱର ଆସନ ଝାମ୍ପି ନେଲା ବିଜେଡି : ସ୍ୱରୂପ ଦାସ ବିଜେୟୀ

ଭୁବନେଶ୍ୱର : ବାଲେଶ୍ୱର ଗଡ ରଖିପାରିଲାନି ଭାରତୀୟ ଜନତା ପାର୍ଟି । ବିଜେପିଠୁ ବାଲେଶ୍ୱର ଆସନ ଛଡାଇ ନେଲା ବିଜେଡି । ବାଲେଶ୍ୱର ସଦର ଆସନରେ ବିଜେପିକୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି ।…
Read More...

ବିହାର ଏକଜିଟ୍ ପୋଲ :  ଆରଜେଡ଼ି ମେଣ୍ଟ ସରକାର ଗଢିବା ସମ୍ଭାବନା

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି । ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ…
Read More...

ୟଶବର୍ଦ୍ଧନ କୁମାର ସିହ୍ନା ହେଲେ ଦେଶର ନୂଆ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ :  ୟଶବର୍ଦ୍ଧନ କୁମାର ସିହ୍ନା ଶନିବାର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି। ୬୨ ବର୍ଷୀୟ ସିହ୍ନାଙ୍କ କାର୍ଯ୍ୟ କାଳ ୩ ବର୍ଷ…
Read More...

‘ସ୍ୱର୍ଗଦ୍ୱାର ସେବା ସମିତି’କୁ ସ୍ୱର୍ଗଦ୍ୱାର ସୁପରିଚାଳନା ଦାୟିତ୍ବ ହସ୍ତାନ୍ତର

ପୁରୀ: ସ୍ୱର୍ଗଦ୍ୱାରକୁ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧…
Read More...

ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ସତର୍କତା ଜାରି ରଖିବା ସହିତ କୋଭିଡ ପରବର୍ତ୍ତୀ (Post-Covid Care)  ଯତ୍ନ…

ଭୁବନେଶ୍ବର :  ଇଉରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି । ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ…
Read More...