ଆଇପିଏଲ ୨୦୨୦: ଟସ ଜିତି ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ଆବୁଧାବି: ଆଜି ଖେଳାଯାଉଛି ଆଇପିଏଲ ୨୦୨୦ ର ୧୧ ତମ ମ୍ୟାଚ । ପୂର୍ବ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ସହ ପ୍ରଥମ ବିଜୟ ଅପେକ୍ଷାରେ ଥିବା ସନରାଇଜର୍ସ ହାଇଦ୍ରାବାଦର ମୁକାବିଲା ରହିଛି । ପଏଣ୍ଟ…
Read More...

ପୋଷ୍ଟାଲ ବାଲାଟରେ ଭୋଟ୍‌ ଦେବେ ବୟସ୍କ ଓ ଦିବ୍ୟାଙ୍ଗ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଗୁଲ୍‌ ବାଜିଛି। ମହାମାରୀ କରୋନା ଭିତରେ ନଭେମ୍ବର ୩ ତାରିଖରେ ଉଭୟ ଆସନରେ ହେବ ନିର୍ବାଚନ। ଗୋଟିଏ ବୁଥ୍‌ରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ। ଭୋଟର…
Read More...

ଆଜି ଭୁବନେଶ୍ୱରରୁ ୩୨୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍‌ ୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୩ ଜଣ ସରକାରୀ ସଂଗରୋଧ ଓ ୨୫୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ…
Read More...

ସୁଶାନ୍ତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ପରେ ବିହାରରୁ ଆସି ମୁମ୍ବାଇରେ ସଂଘର୍ଷ କରୁଥିବା ଆଉ ଜଣେ ଉଦୀୟମାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷ। ମୁମ୍ବାଇର ଅନ୍ଧେରୀରେ ରହୁଥିବା…
Read More...

ସୋନୁ ସୁଦଙ୍କୁ ସମ୍ମାନିତ କଲା UNDP

ମୁମ୍ବାଇ: କୋଭିଡ ମହାମାରୀ ସମୟରେ ତାଙ୍କର ମାନବିକ କାର୍ଯ୍ୟ ପାଇଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ୱାରା ସମ୍ମାନଜନକ ଏସଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ପୁରସ୍କାର…
Read More...

ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗ: ସତ୍ୟପାଠରେ ପ୍ରତିଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ପୁଣି ରାଜ୍ୟ ରାଜନୀତିକୁ ସରଗରମ କଲା ବଗଲା ଜମି ବିବାଦ । ପୁରୀ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଧର୍ମଶାଳା ବିକ୍ରି କରିଛି କି ନାହିଁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି। ଯଦି…
Read More...

ଆଖି ବୁଜିଲା ନନ୍ଦନକାନନର ‘ସୁପ୍ରିୟା’

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ଥିଲା ସୁପ୍ରିୟା । ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିଲା ।…
Read More...

ସୁସ୍ଥ ହେଲେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାଭାଇରସ୍ ପାଇଁ ନକାରାତ୍ମକ ପରୀକ୍ଷା କରିଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।ସିସୋଦିଆଙ୍କୁ ତାଙ୍କ କର୍ତ୍ତବ୍ୟକୁ ଫେରିବା ପୂର୍ବରୁ ଅତି କମରେ…
Read More...

ବିଧାନସଭା ମୌସୁମୀ ଅଧିବେଶନ: ୭ଟି ବିଲ୍ ଉପସ୍ଥାପିତ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ସାମାଜିକ ଦୂରତା ଓ କରୋନା କଟକଣା ମାନି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭାରେ ୮୫ ଓ ଗୃହ ବାହାରେ ୯ ସଦସ୍ୟଙ୍କୁ ମିଶାଇ ମୋଟ୍ ୯୪…
Read More...

ନଭେମ୍ବର ୩ରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ

ଭୁବନେଶ୍ୱର: ବାଜିଲା ଉପନିର୍ବାଚନୀ ବିଗୁଲ । ଘୋଷଣା ହେଲା ତାରିଖ । ନଭେମ୍ବର ୩ରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହୋଇଛି । ନଭେମ୍ବର ୧୦ ରେ ଭୋଟ ଗଣତି…
Read More...