୪ ଦିନ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧି ବଢାଇ ଦିଆଯାଇଛି। ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟର ନାମ ଲେଖା ଅବଧି ଆସନ୍ତା ୨୬ ତାରିଖ ବଦଳରେ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ଯୁକ୍ତ ଦୁଇ…
Read More...

ରାଜ୍ୟରେ ଦିନକରେ ଆଉ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୮୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୫୩୨୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ଓଡ଼ିଶାରେ ସହରାଞ୍ଚଳର ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର କରିଛନ୍ତି ମୋଦି ସରକାର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଂଚଳର ୬୩, ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩,୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି ।…
Read More...

ଡ୍ରଗ୍ସ ଲିଙ୍କ୍‌: ଦୀପିକାଙ୍କ ପରେ ସାମ୍ନାକୁ ଆସିଲା ଦିଆଙ୍କ ନାଁ, NCB କରିବ ଜେରା!

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ଯାଞ୍ଚକୁ ଜୋରଦାର କରିଛି ଏନସିବି । ଏପରିସ୍ଥିତିରେ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିସାରିଛି ଅନେକ ଜଣାଶୁଣା ଅଭିନେତ୍ରୀଙ୍କ ନାଁ ।…
Read More...

ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଆୟକର ନୋଟିସ୍

ନୂଆଦିଲ୍ଲୀ: ସଂସଦରେ ସରକାର ଓ ବିରୋଧି ଦଳଙ୍କ ମଧ୍ୟରେ ରାଜନୈତିକ ବାକବିତର୍କ ଜାରି ରହିଛି । ଏଭଳି ସମୟରେ ଏନସିପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଆୟକର ନୋଟିସ୍ ପଠାଯାଇଛି ।ଏହାବ୍ୟତିତ…
Read More...

ଆଜି ଭୁବନେଶ୍ୱରରେ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୧୦୧ ଓ ଲୋକାଲ କେସ୍‌ ୨୪୪ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୪୧୨…
Read More...

ଅକ୍ଟୋବର ୬ପର୍ଯ୍ୟନ୍ତ ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅକ୍ଟୋବର ୬ ପର୍ଯ୍ୟନ୍ତ ଜେଲରେ ରହିବେ । ନ୍ୟାୟିକ ହେପାଜତ ଶେଷ ହେବାପରେ ଆଜି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଆସନ୍ତାକାଲି ଏହାକୁ ନେଇ ବମ୍ବେ ହାଇକୋର୍ଟରୁ ସେ ଏବଂ ତାଙ୍କ ଭାଇ…
Read More...

ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ଏସବିଆଇ : ଋଣ ପରିଶୋଧ ପାଇଁ ମିଳିବ ଦୁଇ ବର୍ଷର ଅତିରିକ୍ତ ସମୟ

ନୂଆଦିଲ୍ଲୀ: ଋଣ କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଏସବିଆଇ । ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଶୋଧ ପାଇଁ ଏଣିକିି ଅତିରିକ୍ତ ୨ ବର୍ଷ ସମୟ ପାଇବେ…
Read More...

ଓଏଏସସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ମୋଟ ୮ ଜଣ ଅଫିସରଙ୍କର ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଗତ ୩୧ ତାରିଖରେ ହୋଇଥିବା ବଦଳିକୁ ବାତିଲ କରାଯାଇ ନୂଆ ଜାଗାରେ…
Read More...

ଧାରଣରତ ନିଲମ୍ବିତ ସାଂସଦଙ୍କୁ ଚା’ ପିଆଇଲେ ରାଜ୍ୟସଭା ଉପାଧ୍ୟକ୍ଷ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା କରିଥିବା ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସଂସଦ ବାହାରେ ଧାରଣାରେ ବସିଛନ୍ତି ସାଂସଦ । ହେଲେ ଆଜି ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା…
Read More...