Odisha ମଙ୍ଗଳବାର ବସିବ କ୍ୟାବିନେଟ ବୈଠକ OPA Sep 14, 2020 0 ଭୁବନେଶ୍ୱର: ମଙ୍ଗଳବାର ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବସିବ ବୈଠକ । ୨୯ ରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ… Read More...
Bignews ସରକାରଙ୍କ ବଡ ଘୋଷଣା: କରୋନା ରୋଗୀଙ୍କ ପାଇଁ ଘରୋଇ ହସପିଟାଲରେ ସଂରକ୍ଷିତ ରହିବ ୮୦% ଆଇସିୟୁ OPA Sep 14, 2020 0 ଭୁବନେଶ୍ୱର: ଘରୋଇ ହସପିଟାଲରେ ହେଉଥିବା କରୋନା ଚିକିତ୍ସା ବାବଦରେ ଓଡ଼ିଶା ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରେକଲାରେ ଥିବା ୩୦ରୁ ଅଧିକ ଶଯ୍ୟା… Read More...
National ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା OPA Sep 14, 2020 0 ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତିଯେ, "ସାମାନ୍ୟ ଜ୍ୱର ହେବା ପରେ ଆଜି କରୋନା ପରୀକ୍ଷା… Read More...
Politics ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ OPA Sep 14, 2020 0 ନୂଆଦିଲ୍ଲୀ: ଜେଡିୟୁର ହରିବଂଶ ନାରାୟଣ ସିଂହ ରାଜ୍ୟ ସଭାର ନୂଆ ଉପାଧ୍ୟକ୍ଷ । ନୂଆ ଉପାଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ମୌଖିକ ଭୋଟରେ ତାଙ୍କୁ ନିର୍ବାଚିତ କରାଯାଇଛି । ତେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା… Read More...
Odisha ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ OPA Sep 14, 2020 0 ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।ଏହି ଅଧିବେଶନରେ ମୋଟ ୮ଟି… Read More...
Odisha ଦୋଷମୁକ୍ତ ହେଲେ ଆଶୀର୍ବାଦ ବେହେରା OPA Sep 14, 2020 0 କଟକ: କଟକ ବାରବାଟୀ ପ୍ୟାଲେସ୍ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଦୋଷମୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ CBI ଫାଇନାଲ ରିପୋର୍ଟ ଦାଖଲ କରିଛି। ଏଥିରେ… Read More...
Odisha ୨୦୧୯-୨୧ ମଧ୍ୟରେ ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି: ଧର୍ମେନ୍ଦ୍ର ପ୍ରଧାନ OPA Sep 14, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମ କରୁଛନ୍ତି । ଓଡିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଓଡିଶାକୁ… Read More...
Odisha ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ କରୋନା ପଜିଟିଭ ଚିହ୍ନଟ OPA Sep 14, 2020 0 ଭୁବନେଶ୍ୱର: ବିଜେଡି ନେତା ତଥା ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ସେ ଏସମ୍ପର୍କରେ ସୋମବାର ଦିନ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ… Read More...
Odisha ପଞ୍ଚଭୂତରେ ଲୀନ ହେଲେ କିମ୍ବଦନ୍ତୀ ଅଭିନେତା ଅଜିତ ଦାସ OPA Sep 14, 2020 0 ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ଅଜିତ ଦାସ। ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ସୂଚନା ମିଳିଛି । ଗାର୍ଡ ଅଫ ଅନର୍ ସହ ଅଜିତଙ୍କୁ… Read More...
Odisha ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ କରୋନା OPA Sep 14, 2020 0 ଭୁବନେଶ୍ୱର: ଓଡ଼ିଶାର ପୁଣି ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।… Read More...