ଅସଲି ବ୍ରାଣ୍ଡରେ ନକଲି ମାଲ

କଟକ: ଅସଲି ବ୍ରାଣ୍ଡରେ ନକଲି ମାଲ । ବିଶ୍ୱାସରେ ବିଷ ଦେଇ ହେଉଛି ବେପାର । ବଜାରରେ ମିଳୁଛି ନକଲି ପୂଜା ସାମଗ୍ରୀ । ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ, ଘିଅ ଓ ଗୁଡ ସବୁ କିଛି ନକଲି ସାମଗ୍ରୀ ବିକ୍ରି ହେଉଛି । କଟକ…
Read More...

ହିମାନୀ ଶିବପୁରୀଙ୍କୁ କରୋନା

ମୁମ୍ବାଇ: ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ଜଣାଶୁଣା ଅଭିନେତ୍ରୀ ହିମାନୀ ଶିବପୁରୀଙ୍କ କରୋନା ପଜିଟିଭ ବୋଲି ଜଣାପଡିଛି । ହିମାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ମୁଁ ଆପଣ ସମସ୍ତଙ୍କୁ…
Read More...

ରାଜ୍ୟରେ ପୁଣି ୧୧ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍

କଟକ: ପ୍ରଖ୍ୟାତ ଯାତ୍ରା ଅଭିନେତା ମହେନ୍ଦ୍ର ଦାସ ଆଉ ନାହାନ୍ତି। ସେ ଯଲିଉଡରେ ଭିକୁ ସେଠ୍ ନାଆଁରେ ପରିଚିତ ଥିଲେ। ସୂଚନା ଅନୁସାରେ ଗତକାଲି ରାତିରେ ଚୌଦ୍ୱାର ସ୍ଥିତ ବାସଭବନ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ…
Read More...

ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ ଅଛନ୍ତି । କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ…
Read More...

ବିଶିଷ୍ଟ ଗୋ ଚିକିତ୍ସକ ସମାଜ ସେବି ଡାକ୍ତର ଅଶୋକ ମିଶ୍ରଙ୍କ ସୃତି ସଭା

ସାଲେପୁର:ସାଲେପୁର ଅଞ୍ଚଳର ବିଶିଷ୍ଟ ଚିକିତ୍ସକ ତଥା ସମାଜସେବି ସ୍ୱର୍ଗତ ଡାକ୍ତର ଅଶୋକ ମିଶ୍ର ଦ୍ୱାଦଶ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ,ନିଶ୍ଚିନ୍ତକୋଇଲି, ସାଲେପୁର…
Read More...

ଆଜି ରାଜ୍ୟରେ ୩୭୭୭ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୭୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧…
Read More...

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ସୌରଭ ସୌମ୍ୟକାନ୍ତ ନନ୍ଦ ଓଡିଶା ଟପ୍ପର

ଭୁବନେଶ୍ୱର:  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ଶୁକ୍ରବାର ରାତିରେ ପ୍ରକାଶ ପାଇଥିବା ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ତମ ସ୍ଥାନ…
Read More...

ରାତିରେ ଚୋରୀ ହୋଇଥିବା ଗାଡି , ସନ୍ଧ୍ୟାରେ ଉଦ୍ଧାର

ବରଗଡ: ରାତିରେ ଚୋରୀ ହୋଇଥିବା ଗାଡି ,ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀ ରେ ଜଣେ ସୋସିଆଲ ମିଡିଆ ଓ ଦୈନିକ ଭାସ୍କର ଖବର କାଗଜରେ ସାମ୍ବାଦିକ ଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ…
Read More...