ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ କରିବା ମାମଲା, ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ବଲିଉଡ୍ଅଭିନେତା ସଲମାନ ଖାନ୍ ଙ୍କ ଘର ଉପରକୁ ଗୁଳିମାଡ଼ କରିବା ମାମଲାରେ ଅଭିଯୁକ୍ତ ଥିବା ଅନୁଜ ଥାପାନ୍ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ୍ କରିଥିଲା। ତା' ଅବସ୍ଥା ଗୁରୁତର ଥିବାରୁ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…
Read More...

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । କୁଆପଥର ମାଡ କାରଣରୁ ବିମାନର ସମ୍ମୁଖ ପାଶ୍ୱର୍ରେ ଆଂଶିକ କ୍ଷତି ଦେଖାଯାଇଥିଲା । ଉଡାଣର କିଛି ସମୟ ମଧ୍ୟରେ ପୁଣିଥରେ ରନୱେକୁ ଫେରିଥିଲା ବିମାନ । ତେବେ…
Read More...

ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମା ଆତଙ୍କ

ଦିଲ୍ଲୀ ଓ ନୋଏଡାର ଅନେକ ସ୍କୁଲରେ ବୋମା ଆତଙ୍କ । ବୋମାମାଡ଼ କରି ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ ଆସିଛି । ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର…
Read More...

ବିଜେପିରେ ସାମିଲ ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି

ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି । ରୂପାଲି ବିଜେପିରେ ସାମିଲ ହୋଇଛନ୍ତି । ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୂପାଲି ଗାଙ୍ଗୁଲି ।…
Read More...

ଆସନ୍ତା ୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ମେ ୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ସମ୍ଭୋଧନ କରିବା ସହ ରୋଡ ସୋ କରିବା କାର୍ୟ୍ୟକ୍ରମ ରହିଛି । ବିଜେପି ସୂତ୍ରରୁ ଏହି ସୂଚନା ମିଳିଛି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ…
Read More...

ବିଶ୍ବ ଭୂଷଣ ଦାସଙ୍କୁ କାକଟପୁର ବିଧାନସଭା ଆସନ ପାଇଁ ଟିକେଟ ଦେଲା କଂଗ୍ରେସ

କାକଟପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ବ ଭୂଷଣ ଦାସଙ୍କୁ କଂଗ୍ରେସ କାକଟପୁରରୁ ପ୍ରାର୍ଥୀ କରିଛି। କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ବିଶ୍ବଭୂଷଣ। ତେବେ ବିଶ୍ବଭୂଷଣଙ୍କୁ ବିଜେପି…
Read More...

ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ: ପାଣ୍ଡିଆନ

ଗଞ୍ଜାମ/ଗଜପତି(ବ୍ୟୁରୋ):ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ତୋଫାନୀ ଗସ୍ତ କରି ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ କୋରାପୁଟ ପରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି…
Read More...

ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା

ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା। ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଅଛନ୍ତି। ଅନ୍ୟ ଖେଳାଳି ହେଲେ ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି,…
Read More...

ଜୁନ୍ ୧୮କୁ ଘୁଞ୍ଚିଲା ୟୁଜିସି-ନେଟ ପରୀକ୍ଷା

କେନ୍ଦ୍ରୀୟ ଲୋକସେବା ଆୟୋଗ ପ୍ରିଲିମ୍ସ ୨୦୨୪ ପରୀକ୍ଷା ନେଇ ବିକ୍ଷୋଭ ପ୍ରଦର୍ଶନ ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର ୟୁଜିସି ନେଟ୍ ପରୀକ୍ଷା ତାରିଖକୁ ଜୁନ୍ ୧୬ରୁ ଜୁନ୍ ୧୮କୁ ଘୁଞ୍ଚାଇ…
Read More...

ହିଞ୍ଜିଳି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ହିଞ୍ଜିଳି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ସେ ଛତ୍ରପୁର ଉପଜିଲ୍ଲାପାଳ ଅଫିସକୁ ଯାଇ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ…
Read More...