Odisha ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କୁ କରୋନା OPA Aug 31, 2020 0 ଭୁବନେଶ୍ୱର: କରୋନା କବଳରେ ଶାସକ ଦଳର ଆଉ ଜଣେ ବିଧାୟକ । ରବିବାର ଶାସକ ଦଳର ଦେବୀ ପ୍ରସାଦ ମିଶ୍ର କରୋନା ପଜିଟିଭ ବାହାରିବା ପରେ ଆଜି ଚାନ୍ଦବାଲି ବିଧାୟକ ଡକ୍ଟର ବ୍ୟୋମକେଶ ରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ… Read More...
Odisha ପୁଣି ଭୁବନେଶ୍ୱରରୁ ୫୧୫ ପଜିଟିଭ ଚିହ୍ନଟ OPA Aug 30, 2020 0 ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୭ ୱାର୍ଡରୁ ୫୧୫ ପଜିଟିଭ ବାହାରିଛନ୍ତି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି ।… Read More...
Odisha ଆସନ୍ତାକାଲି ବନ୍ୟାଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ OPA Aug 30, 2020 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବନ୍ୟାଂଚଳ ପରିଦର୍ଶନ କରିବେ। ବନ୍ୟାଂଚଳ ପରିଦର୍ଶନ ପରେ ସେ ଅଧିକାରୀଙ୍କ ସହିତ ବୈଠକ କରିବେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।… Read More...
Bignews ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୧୯ ଜଣ କରୋନା ଆକ୍ରାନ୍ତ OPA Aug 30, 2020 0 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଆଜି ଆଉ ଏକ ବଡ଼ ସଫଳତା ମିଳିଛି। ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହେଉଥିବା ୧୦୪ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ଲାଜମା… Read More...
Odisha ଆଜି କଟକରୁ ୨୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 30, 2020 0 କଟକ: କଟକରୁ ଆଜି ୨୦୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୨୦୬ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜେନ୍ରୁ ୨୨ଜଣ, ଘରେ ସଙ୍ଗରୋଧରେ ଥିବା ୫୪ଜଣ, ଇନ୍ଷ୍ଟିଚ୍ୟୁସନାଲ… Read More...
National କରୋନା ମାଡ; ଏଥର ହେବନି ଜନଗଣନା OPA Aug 30, 2020 0 ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଚଳିତବର୍ଷ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍ପିିଆର)ର ଅପ୍ଡେଟ ଓ ଜନଗଣନା-୨୦୨୧ର ପ୍ରଥମ ପର୍ଯ୍ୟାୟକୁ ସ୍ଥଗିତ କରାଯାଇଛି। ଏଥିପାଇଁ ବର୍ଷେ ଡେରି ହୋଇପାରେ। କରୋନା କବ୍ଜାକୁ… Read More...
Odisha କରୋନାର ଶିକାର ହେଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର OPA Aug 30, 2020 0 ଭୁବନେଶ୍ୱର: ବଡମ୍ବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।ସେ… Read More...
Odisha ବନ୍ୟା ଯୋଗୁଁ ୨୦ ଜିଲ୍ଳା ପ୍ରଭାବିତ, ୧୭ ମୃତ: ଏସ୍ଆର୍ସି OPA Aug 30, 2020 0 ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଛି । ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି… Read More...
Entertainment କୋଭିଡ-୧୯ରୁ ସୁସ୍ଥ ହେଲେ ଜେନେଲିଆ OPA Aug 30, 2020 0 ନୂଆଦିଲ୍ଲୀ: ଶନିବାର ଅଭିନେତ୍ରୀ ଜେନେଲିଆ ଡି’ସୁଜା କୋଭିଡ -୧୯ ରୁ ସୁସ୍ଥ ହୋଇଥିବା ବିଷୟରେ ସୋସିଆଲ ମିଡିଆରେ ଜଣାଇଛନ୍ତି ।View this post on Instagram… Read More...
Odisha ଜେଇଇ ପରୀକ୍ଷା ପାଇଁ ବିଏମ୍ସି ଓ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା OPA Aug 30, 2020 0 ଭୁବନେଶ୍ୱର: ଦିନକ ପରେ ଅର୍ଥାତ ସେପ୍ଟେମ୍ବର ୧ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଅନୁଷ୍ଠିତ ହେବ। ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହରରେ ପ୍ରାୟ ୩୭ ହଜାର ପ୍ରାର୍ଥୀ ଏହି ପରୀକ୍ଷା ଦେବେ। କିନ୍ତୁ କରୋନା… Read More...