ସ୍ୱୀକାର କଲା ପାକିସ୍ତାନ; ଦାଉଦ ଇବ୍ରାହିମ କରାଚିରେ ଲୁଚିଛି

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦୀର୍ଘ ଦିନରୁ ଭାରତ ଏକଥା କହି ଆସୁଥିଲେ ହେଁ ପାକିସ୍ତାନ ଏହାକୁ ସ୍ୱୀକାର କରି ନଥିଲା। ହେଲେ ଆଜି…
Read More...

ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ ରୋକ ନ ଲଗାଇବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ରାଜ୍ୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ କଟକଣା ଲଗାଉଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ବିଶେଷ କରି ‌ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ କିଛି ସ୍ଥାନରେ…
Read More...

ଆଜି ଭୁବନେଶ୍ୱରରୁ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।Update on newly detected & cured #COVID19 cases…
Read More...

ନିଜ ଜନ୍ମକଲା ଶିଶୁକୁ ହତ୍ୟା କଲା ମା’

ଗଞ୍ଜାମ : ବ୍ରହ୍ମପୁର ପୁଲିସ ଜିଲ୍ଲାର ସଦରଥାନା ଅନ୍ତର୍ଗତ ଭାବିନୀପୁର ମହାନ୍ତି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ଘରୋଇ କଳିକୁୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଘଟି ମା' ନିଜ ଦେଢ ବର୍ଷର…
Read More...

ବିକ୍ରି ହୋଇନି ପୁରୀ ବଗଳା ଧର୍ମଶାଳା : ପୁରୀ ଜିଲ୍ଲା ପ୍ରଶାସନ

ପୁରୀ : ବିକ୍ରି ହୋଇନି ବଗଳା ଧର୍ମଶାଳା । ବଗଳା ଧର୍ମଶାଳା ଜମି ବି କାହାରିକୁ ଆବଣ୍ଟନ କରାଯାଇନି । ପୁରୀ ଜିଲ୍ଲା ପ୍ରଶାସନକୁ ଦାନ ଶୁତ୍ରରେ ମିଳିଥିବା ବଗଳା ଧର୍ମଶାଳାକୁ ନେଇ ବିବାଦିୟ ସ୍ଥିତି ଥିବାବେଳେ  ବଗଳା ଧର୍ମଶାଳା…
Read More...

ଭୁବନେଶ୍ୱରରେ ସେପ୍ଟେମ୍ବର ୧୫ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ହୋଇପାରେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଶୀର୍ଷରେ ପହଂଚିଛି। ଏଥି ପାଇଁ ଅଧିକରୁ ଅଧିକ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବିଏମ୍‌ସି ଅଂଚଳରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହନୀ ବୋଲି ଭୁବନେଶ୍ୱର ମହାନଗର…
Read More...

ରାତି ପାହିଲେ ନୂଆଁଖାଇ; ମା’ ସମଲେଶ୍ୱରୀ ମନ୍ଦିରକୁ ପ୍ରବେଶ ଉପରେ କଟକଣା

ସମ୍ବଲପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏହା ପୂର୍ବରୁ ଆଜି ପାହୁର ଯାତ୍ରା ପାଳନ ହୋଇଛି । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ…
Read More...

ଦୁଇ ବର୍ଷ ଭିତରେ ମୂଳପୋଛ ହେବ କରୋନା

ବିଶ୍ଵବାସୀଙ୍କ ପାଇଁ ଖୁସି ଖବର ଆଣିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଶ୍ଵରୁ ମୂଳପୋଛ ହୋଇଯିବ କରୋନା ଭୂତାଣୁ। ଏପରି କହିଛନ୍ତି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଅଧାନମ ଗବ୍ରିୟେସ୍।…
Read More...

୨.୫୫ କୋଟିରେ ନିଲାମ ହେଲା ବାପୁଙ୍କ ଚଷମା

ନୂଆଦିଲ୍ଲୀ: ବିଶ୍ୱର ଅନେକ ଲୋକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ତାଙ୍କର ବିଚାରଧାରାକୁ ସମ୍ମାନ କରିନ୍ତି । ସେ ଇହଧାମ ତ୍ୟାଗ କରିବାର ଏତେ ବର୍ଷ ପରେ ମଧ୍ୟ ଗାନ୍ଧୀଙ୍କ ଆଦର୍ଶକୁ ପୂଜା କରାଯାଏ । ଜାତିର ପିତା…
Read More...

ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀଙ୍କୁ କରୋନା

କୋରାପୁଟ: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।ସୂଚନଯୋଗ୍ୟ, ଗତ କିଛି ଦିନ ହେବ ଅସୁସ୍ଥ ଥିବା…
Read More...